ଯେଉଁ ଦଳ ବିପକ୍ଷରେ କରିଥିଲେ ଡେବ୍ୟୁ, ସେହି ଦଳ ବିପକ୍ଷରେ ଖେଳିବେ ଶେଷ ମ୍ୟାଚ୍; ଟେଷ୍ଟ କ୍ରିକେଟରୁ ଅବସର ନେବେ…
ନୂଆଦିଲ୍ଲୀ,୨୮।୧୧: ବାଂଲାଦେଶ କ୍ରିକେଟ ଦଳର ସବୁଠାରୁ ଅଭିଜ୍ଞ ଏବଂ ସଫଳ ବ୍ୟାଟର୍ ମୁଶଫିକୁର ରହିମ ଟେଷ୍ଟ କ୍ରିକେଟରୁ ଅବସର ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ସଭାପତି ତମିମ୍ ଇକବାଲ୍ ୨୮ ନଭେମ୍ବର ୨୦୨୬ରେ ଏକ ଖବରଦାତା…

