Tag Archives: Bangladesh

ମାନିଲେ ପ୍ରଧାନମନ୍ତ୍ରୀ, ହିନ୍ଦୁଙ୍କୁ ଖୋଜି ଖୋଜି କରାଯାଉଛି ଅତ୍ୟାଚାର

ଢାକା, ୦୯।୦୮: ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ହିଂସା ମଧ୍ୟରେ କାମଚଳା ସରକାର ଶପଥ ନେଇଛି । ଏହି ସରକାରରେ ନୋବେଲ୍‌ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ପ୍ରଧାନମନ୍ତ୍ରୀ ଭାବେ ଦ଼୍ବାୟିତ଼୍ବ ଗ୍ରହଣ କରିଛନ୍ତି । ସେ ତାଙ୍କ ପ୍ରଥମ...

ଓଡ଼ିଶାରେ ବାଂଲାଦେଶୀଙ୍କ ଅନୁପ୍ରବେଶ ଆଶଙ୍କା; ୩ ଜିଲାକୁ ଆଲର୍ଟ ଜାରି କଲା ପୋଲିସ

କଟକ, ୮ା୮: ପଡୋଶୀ ବାଂଲାଦେଶରେ ବର୍ତମାନ ଅଶାନ୍ତ ରହିଥିଲା ବେଳେ ସେଠାରୁ ଲୋକେ ଦେଶଛାଡ଼ି ଅନ୍ୟତ୍ର ଯିବାକୁ ଉଦ୍ୟମ କରୁଛନ୍ତି। ଭାରତ ସବୁଠାରୁ ନିକଟବର୍ତୀ ସୁରକ୍ଷିତ ସ୍ଥାନ ହୋଇଥବାରୁ ସମସ୍ତେ ଭାରତ ଆସିବାକୁ ଚେଷ୍ଟା ଚଳାଇଛନ୍ତି। ଗତ ଦୁଇ ଦିନ...

ଏବେ କେଉଁଠି ଶରଣ ନେବେ ଶେଖ ହସିନା ? ବଡ଼ ଝଟକା ଦେଲା ଇଂଲଣ୍ଡ

ନୂଆଦିଲ୍ଲୀ, ୦୬।୦୮: ବାଂଲାଦେଶରେ ହିଂସାତ୍ମକ ଛାତ୍ର ବିରୋଧ ପ୍ରଦର୍ଶନ ଦେଶବ୍ୟାପୀ ଅଶାନ୍ତି ଏବଂ ସେନା କ୍ଷମତା ନିଜ ହାତକୁ ନେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତରେ ଆସି ଶରଣ ପଶିଛନ୍ତି। ସୂଚନାନୁସାରେ, ଶେଖ ହସିନା ଆସନ୍ତା କିଛି...

ଜଗନ୍ନାଥଙ୍କୁ ବି ଛାଡ଼ିଲେନି, ହିନ୍ଦୁ ମନ୍ଦିର ଭାଙ୍ଗାରୁଜା ସହ ଜାଳିଦେଲେ

ନୂଆଦିଲ୍ଲୀ, ୦୬।୦୮: ବାଂଲାଦେଶର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି । ହିଂସା ଏବଂ ଅରାଜକତା ମଧ୍ୟରେ ଆନ୍ଦୋଳନକାରୀ ବିଂଲାଦେଶରେ ରହୁଥିବା ଅଳ୍ପ ସଂଖ୍ୟକ ହିନ୍ଦୁଙ୍କୁ ଟାର୍ଗେଟ୍‌ କରିବା ଆରମ୍ଭ କରିଦେଇଛନ୍ତି । ଖୋଜି ଖୋଜି ହିନ୍ଦୁଙ୍କ ଉପରେ ଅତ୍ୟାଚାର ଆରମ୍ଭ...

ହାସିନାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ ତସ୍‌ଲିମା: ମୋତେ ବାହାର କରିଥିଲ ଆଉ ଏବେ…

ଢାକା, ୬।୮: ଚାରିଆଡେ ପୋଡାଜଳା, ହିଂସା ଅରାଜକତାରେ ଜଳୁଛି ବାଂଲାଦେଶ। ଦେଶରେ ଅସମ୍ଭାଳ ସ୍ଥିତି। ପ୍ରଧାନମନ୍ତ୍ରୀ ପଦରୁ ଶେଖ୍‌ ହାସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ପାର୍ଲାମେଣ୍ଟକୁ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଭଙ୍ଗ ଘୋଷଣା କରିଛନ୍ତି ।...

ରାଜନୀତିକୁ ନ ଫେରିପାରନ୍ତି ଶେଖ ହସିନା; ବଡ଼ ଖୁଲାସା କଲେ ପୁଅ

ନୂଆଦିଲ୍ଲୀ,୫।୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପଳାୟନ କରିଥିବା ଶେଖ ହସିନା ରାଜନୀତିକୁ ଫେରିପାରନ୍ତି ନାହିଁ ବୋଲି ତାଙ୍କ ପୁଅ ଏବଂ ପୂର୍ବତନ ମୁଖ୍ୟ ପରାମର୍ଶଦାତା କହିଛନ୍ତି। ଦେଶକୁ ପରିବର୍ତ୍ତନ କରିବା ପାଇଁ ଉଦ୍ୟମ ସତ୍ତ୍ୱେ ତାଙ୍କ...

ହସିନାଙ୍କ ରୁମ୍‌ରେ ପଶି ଶାଢୀ ନେଇଗଲେ ବିକ୍ଷୋଭକାରୀ, ଖାଇଲେ ବିରିୟାନୀ, ଦେଖନ୍ତୁ ଭିଡ଼ିଓ…

ଢାକା,୫।୮: ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦେଶ ଛାଡିଛନ୍ତି। ଏହି ସମୟରେ ବିକ୍ଷୋଭକାରୀ ଆବାସରେ ପଶି ଭଙ୍ଗାରୁଜା ସହ ଚୋରି କରିଛନ୍ତି। ବିକ୍ଷୋଭକାରୀ ଶେଖ ହସିନାଙ୍କ ରୁମରୁ ତାଙ୍କ ଶାଢୀ ପର୍ଯ୍ୟନ୍ତ ନେଇଯାଇଛନ୍ତି। ଏପରିକି ବାସଭବନରେ...

‘ବିଦାୟ ଭାଷଣ ମଝିରେ ଅଟକି ପଳାୟନ କଲେ …’, ଜାଣନ୍ତୁ କେଉଁ ପରିସ୍ଥିତିରେ ଦେଶ ଛାଡ଼ିଲେ ଶେଖ ହସିନା

ନୂଆଦିଲ୍ଲୀ,୫।୮: ବାଂଲାଦେଶରେ ଶେଖ ହସିନା ସରକାରକୁ କ୍ଷମତାରୁ ହଟାଇ ଦିଆଯାଇଛି। ଛାତ୍ର ବିରୋଧ ହିଂସାତ୍ମକ ରୂପ ନେଇ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଛି ଏବଂ ବର୍ତ୍ତମାନ ସେ ଦେଶ ଛାଡିଛନ୍ତି। ବାଂଲାଦେଶ ସେନା ମୁଖ୍ୟ ଜେନେରାଲ...

ପିତାଙ୍କ ହତ୍ୟା ପରେ ଭାରତରେ ନେଇଥିଲେ ଶରଣ; ଏବେ ପୁଣି ଭାରତ ଭରଷା

ନୂଆଦିଲ୍ଲୀ,୫।୮: ବାଂଲାଦେଶରେ ବିଦ୍ରୋହ କାରଣରୁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିଜ ପଦରୁ ଇସ୍ତଫା ଦେବା ସହିତ ଦେଶ ଛାଡ଼ିବାକୁ ପଡିଛି। ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ହସିନା ଭାରତରେ ଆସି ପହଞ୍ଚିଥିବା ବିଭିନ୍ନ ମିଡ଼ିଆ ସୂତ୍ରରୁ ଜଣ ପଡିଛି। ଅଗରତାଲାରେ ତାଙ୍କର...

ସଂରକ୍ଷଣ ବିରୋଧୀ ଆନ୍ଦୋଳନ: ସଂଘର୍ଷରେ ଗଲାଣି ୧୩୦ ଜୀବନ

ଢାକା,୨୧।୭: ବାଂଲାଦେଶ ସରକାରୀ ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥାରେ ସଂସ୍କାର ଦାବିରେ ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟି ଇତିମଧ୍ୟରେ ୧୩୦ ଜଣଙ୍କ ଜୀବନ ଯିବା ସହ ବହୁସଂଖ୍ୟାରେ ଆହତ ହେଲେଣି। ଉତ୍ତ୍ୟକ୍ତ ଆନ୍ଦୋଳନକାରୀ...

ମହିଳା ଟି୨୦ ବିଶ୍ୱକପ୍‌: ବାଂଲାଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ଆଇସିସିର ନଜର

ନୂଆଦିଲ୍ଲୀ, ୨୦ା୭: ଆସନ୍ତା ଅକ୍ଟୋବରରେ ବାଂଲାଦେଶରେ ଟି୨୦ ବିଶ୍ୱକପ୍‌ ଅନୁଷ୍ଠିତ ହେବ। ଏଥିଯୋଗୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହି ଦେଶର ସୁରକ୍ଷା ପରିସ୍ଥିତି ଉପରେ ନଜର ରଖିଛି। ସରକାରୀ ଚାକିରି ପାଇଁ କୋଟା ବ୍ୟବସ୍ଥା ଉପରେ ସଂସ୍କାର ଦାବିରେ...

ଆଖି ସମସ୍ୟା ଯୋଗୁ ବିଶ୍ୱକପ୍‌ରେ ଭଲ ବ୍ୟାଟିଂ କରିପାରି ନ ଥିଲେ ଏହି କ୍ରିକେଟର୍‌

ଢାକା,୨୬।୧୨: ଭାରତରେ ଖେଳାଯାଇଥିବା ଏକଦିବସୀୟ ବିଶ୍ୱକପ୍‌ରେ ଶାକିବ ଅଲ ହାସନ ବାଂଲାଦେଶର ଦାୟିତ୍ୱ ନେଇଥିଲେ। ଟୁର୍ନାମେଣ୍ଟରେ ବ୍ୟାଟ ସହିତ ଶାକିବ ବହୁତ ଖରାପ ଫର୍ମରେ ନଜର ଆସିଥିଲେ। ଶାକିବଙ୍କ ଖରାପ ପ୍ରଦର୍ଶନ ଉପରେ ଅନେକ ପ୍ରଶ୍ନ ଉଠିଥିଲା। ବର୍ତ୍ତମାନ ବାଂଲାଦେଶୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri