ମିଚେଲ ଷ୍ଟାର୍କଙ୍କ ଜାଦୁ: ମାତ୍ର ୨୭ ରନରେ ଅଲଆଉଟ ହେଲା ଓ୍ଵେଷ୍ଟ ଇଣ୍ଡିଜ
ନୂଆଦିଲ୍ଲୀ,୧୫।୭: ଜାମାଇକାରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ପିଙ୍କ ବଲ ଜାଦୁଗର ମିଚେଲ ଷ୍ଟାର୍କ ନିଜର ଅସାଧାରଣ ପ୍ରଦର୍ଶନ ଦେଖାଇ ଓ୍ଵେଷ୍ଟ ଇଣ୍ଡିଜକୁ ମାତ୍ର ୨୭ ରନରେ ଅଲଆଉଟ କରି ଟେଷ୍ଟ ଇତିହାସରେ ଦ୍ୱିତୀୟ ନିମ୍ନତମ ସ୍କୋର ରେକର୍ଡ ସୃଷ୍ଟି…
ମୋତେ ମଦ ପିଇ ଟେବୁଲ ଉପରେ ନାଚିବାକୁ କରାଯାଇଥିଲା ବାଧ୍ୟ: ମହିଳା ଏମ୍ପି ଆଣିଲେ ସାଂଘାତିକ ଅଭିଯୋଗ
ସିଡନୀ,୨୮।୫: ଆଜିକାଲି ସାରା ବିଶ୍ୱରେ ହିଜାବ କିମ୍ବା ବୁର୍ଖା ପିନ୍ଧିଥିବା ମୁସଲମାନ ଝିଅମାନଙ୍କ ପ୍ରତି ଭେଦଭାବ ଏବଂ ଆପତ୍ତିଜନକ ଆଚରଣର ଘଟଣା ବୃଦ୍ଧି ପାଉଛି। ଅଷ୍ଟ୍ରେଲିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମୁସଲମାନ ମହିଳା ସାଂସଦଙ୍କୁ ଏପରି…
Video: ପୋଜ୍ ଦେଉ ଦେଉ ପଡ଼ିଗଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କେମିତି ଅଛି ସ୍ବାସ୍ଥ୍ୟାବସ୍ଥା
ସିଡନୀ,୩।୪: ନ୍ୟୁ ସାଉଥ ୱେଲ୍ସରେ ଗୁରୁବାର ଏକ ପ୍ରଚାର କାର୍ଯ୍ୟକ୍ରମ ସମୟରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ ମଞ୍ଚରୁ ପଡ଼ି ଯାଇଛନ୍ତି। ମେ’ ମାସରେ ଅନୁଷ୍ଠିତ ଜାତୀୟ ନିର୍ବାଚନ ପାଇଁ ଏକ ପ୍ରଚାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ପରେ ଫଟୋଗ୍ରାଫ…
ଏପରି ହୋଇଥିଲେ ବର୍ଡ଼ର-ଗାଭାସ୍କର ଟ୍ରଫି ଜିତି ଯାଇଥାନ୍ତୁ…, ବଡ଼ ବୟାନ ଦେଲେ ଶୁଭମନ ଗିଲ୍
ମୁମ୍ବାଇ, ୪।୨: ନିକଟରେ, ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ପରାଜୟ ବରଣ କରିଥିଲା। ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଭାରତକୁ ୩-୧ ରେ ପରାସ୍ତ କରିଥିଲା। ଏହା ପରେ ଭାରତୀୟ ଦଳର ପ୍ରଦର୍ଶନ ଉପରେ ଅନେକ ପ୍ରଶ୍ନ ଉଠିଥିଲା।…
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଲା ୪୪୦ ଭୋଲ୍ଟର ଝଟ୍କା
ନୂଆଦିଲ୍ଲୀ,୩୧।୧: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍କୁ ଏକ ବଡ଼ ଝଟ୍କା ଲାଗିଛି। ଦଳର ଭୟଙ୍କର ଅଲରାଉଣ୍ଡର ମିଚେଲ ମାର୍ଶ ପିଠି ଆଘାତ ଯୋଗୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି। ଏହା ସହିତ, ଏବେ ତାଙ୍କ ପାଇଁ ଆଇପିଏଲ୍…
ମେଲ୍ବୋର୍ନ ଟେଷ୍ଟ: ଅଷ୍ଟ୍ରେଲିଆ ୩୩୩ ରନରେ ଅଗ୍ରଣୀ
ମେଲବୋର୍ନ, ୨୯।୧୨: ଅସମାପ୍ତ ଦଶମ ଉଇକେଟ ଯୋଡ଼ିରେ ନାଥାନ ଲିୟନ ଓ ସ୍କଟ ବୋଲାଣ୍ଡଙ୍କ ଅର୍ଦ୍ଧଶତକୀୟ ଭାଗୀଦାରି ବଳରେ ଅଷ୍ଟ୍ରେଲିଆ ମେଲବୋର୍ନ କ୍ରିକେଟ ଟେଷ୍ଟରେ ଭାରତ ବିପକ୍ଷରେ ଓଭରଅଲ୍ ୩୩୩ ରନରେ ଅଗ୍ରଣୀ ହାସଲ କରିଛି। ରବିବାର ୪ର୍ଥ ଦିବସ ଖେଳ…
୧୨ ବଲ୍ରେ ୩୪ ରନ୍ର ଥିଲା ଆବଶ୍ୟକତା, ୧ ଓଭରରେ ଖେଳ ଶେଷ କରିଦେଲେ ବ୍ୟାଟ୍ସମ୍ୟାନ୍!
ନୂଆଦିଲ୍ଲୀ,୧୭।୧୨: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ବିଗ୍ ବ୍ୟାଶ୍ ଲିଗ୍ ୨୦୨୪-୨୫ରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ସିଜନର ତୃତୀୟ ମ୍ୟାଚ୍ ସିଡନୀ ଥଣ୍ଡର୍ସ ଏବଂ ଆଡିଲେଡ୍ ଷ୍ଟାଇକର୍ସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚ୍ ସିଡନୀ ଥଣ୍ଡର୍ସ ୨ ଉଇକେଟରେ ଜିତି ନେଇଛି। ମ୍ୟାଚ୍ରେ…
ବର୍ଡର-ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟ: ହେଡ୍, ସ୍ମିଥଙ୍କ ଶତକରେ ଅଷ୍ଟ୍ରେଲିଆ ଦୃଢ଼
ବ୍ରିସବେନ୍,୧୫ା୧୨: ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚରେ ଦୃଢ଼ ସ୍ଥିତିରେ ରହିଛି ଅଷ୍ଟ୍ରେଲିଆ। ଟ୍ରାଭିସ୍ ହେଡ୍ ଓ ଷ୍ଟିଭେନ୍ ସ୍ମିଥଙ୍କ ଶତକ ବଳରେ ଘରୋଇ ଦଳ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ୭ ଉଇକେଟ ହରାଇ ୪୦୫ ରନ୍ ସଂଗ୍ରହ…
ଆରମ୍ଭରୁ ଧରାଶାୟୀ: ପ୍ରଥମ ଇନିଂସରେ ୧୫୦ରେ ଅଲଆଉଟ୍ ଭାରତ
ଭୁବନେଶ୍ୱର,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ପର୍ଥରେ ଆରମ୍ଭ ହୋଇଛି। ଭାରତୀୟ ଦଳର ଅଧିନାୟକ ଜସପ୍ରୀତ ବୁମ୍ରା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।…
ପର୍ଥରେ ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଡେବ୍ୟୁ କଲେ ନୀତିଶ କୁମାର, ହର୍ଷିତ ରାଣା
ନୂଆଦିଲ୍ଲୀ,୨୨ା୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି (୨୨ ନଭେମ୍ବର) ଠାରୁ ପର୍ଥରେ ହୋଇଛି। ଭାରତୀୟ ଦଳର ଅଧିନାୟକ ଜସପ୍ରୀତ ବୁମ୍ରା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
ଗୋଟିଏ ଦିନରେ ମାରିଲା ୧୧ ଲକ୍ଷ ବିଜୁଳି, ଲୋକେ ଆତଙ୍କିତ
ନୂଆଦିଲ୍ଲୀ, ୧୧।୧୧: ଜଳବାୟୁ ପରିବର୍ତନ କାରଣରୁ ବର୍ତ୍ତମାନ ବିଭିନ୍ନ ପ୍ରାକୃତିକ ବିପତ୍ତି ଦେଖିବାକୁ ମିଳୁଛି। ରବିବାର ଅଷ୍ଟ୍ରେଲିଆର ମାତ୍ର ଗୋଟିଏ ଦିନରେ ୧.୧ ମିଲିୟନ ବା ୧୧ ଲକ୍ଷ ବିଜୁଳି/ଘଡ଼ଘଡ଼ି ମାରିଛି। କେନ୍ଦ୍ରୀୟ ଅଷ୍ଟ୍ରେଲିଆ, କୁଇନ୍ସଲାଣ୍ଡ ଏବଂ ଦକ୍ଷିଣ ଅଷ୍ଟ୍ରେଲିଆରେ କାଳବୈଶାଖୀ…
ଟିମ୍ ସହିତ ଅଷ୍ଟ୍ରେଲିଆ ଯିବେ ନାହିଁ ରୋହିତ; ପ୍ରଥମ ଟେଷ୍ଟ ନ ଖେଳିବା ଆଶଙ୍କା
ନୂଆଦିଲ୍ଲୀ,୧୦।୧୧: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ସହିତ ଯିବେ ନାହିଁ। ନଭେମ୍ବର ୧୧ କିମ୍ବା ୧୨ ତାରିଖରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଯିବାକୁ ଥିବା ବେଳେ ସେଥିରେ ରୋହିତ ଯାଉ ନାହାନ୍ତି ବୋଲି ବିସିସିଆଇ ବିଶ୍ୱସ୍ତ…
Archives


