ବିଧାନସଭାରେ ଏହିଠି ନବୀନଙ୍କ ସିଟ୍, ଆଗରେ ଏମାନେ… ଭୁବନେଶ୍ୱର,୧୮।୬: ୨୪ବର୍ଷ ପରେ କ୍ଷମତାଚ୍ୟୁତ ହେବା ପରେ ବିଜେଡି ଏବେ ରାଜ୍ୟରେ ଧରାଶାୟୀ ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀ ପଦ ହରାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାବାସୀ ଏବେ ରାଜ୍ୟ କମାଣ ଭାଜପାକୁ ଧରାଇଛନ୍ତି। ଏହି କ୍ରମରେ ଭାଜପାରେ ରାଜ୍ୟର...