Tag Archives: Asim Munir

ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶଲ କରି ଭୁଲ କରିଦେଲେ କି ଶହବାଜ? ପାକିସ୍ତାନରେ ହୋଇପାରେ ନେତୃତ୍ୱ ପରିବର୍ତ୍ତନ, ଯାଇପାରେ ରାଷ୍ଟ୍ରପତିଙ୍କ ପଦ

ଇସଲାମାବାଦ,୯।୭: ପାକିସ୍ତାନର ରାଜନୀତିରେ ପୁଣି ଥରେ ହଇଚଇ ସୃଷ୍ଟି ହୋଇଛି। ଦେଶର ସେନା ଏବଂ ରାଜନୈତିକ ମହଲରେ ଆଲୋଚନା ହେଉଛି ଯେ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଏକ ବଡ଼ ଖେଳ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି। ରାଷ୍ଟ୍ରପତି ଆସିଫ ଅଲି...

କଶ୍ମୀରକୁ ନେଇ ପୁଣି ଥରେ ବିଷ ଓଗାଳିଲାଣି ପାକିସ୍ତାନ, ମୁନିର କହିଲେ ଆକ୍ରମଣ ହେଲେ ଆମେ ବି…

ଇସଲାମାବାଦ,୧।୭: ପାକିସ୍ତାନ ପ୍ରାୟତଃ ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ରହିଛି। ନିକଟରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଛନ୍ତି। ଭାରତ ଏହାର ପ୍ରତିଶୋଧ ଅପରେଶନ ସିନ୍ଦୂର ମାଧ୍ୟମରେ ନେଇଛି। ପାକ ସେନା ମୁଖ୍ୟ ଅସୀମ ମୁନିର...

ପାକିସ୍ତାନକୁ ଚେତାବନୀ ଦେଲା ଇରାନ: କହିଲା, ଏମିତି କଲେ ପରିଣାମ ଭୋଗିବ

ତେହେରାନ,୨୧।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ପରୋକ୍ଷରେ ପାକିସ୍ତାନକୁ ଚେତାବନୀ ଦେଇଛି। ନୂଆଦିଲ୍ଲୀରେ ଥିବା ଇରାନ ଦୂତାବାସର ଡେପୁଟି ମିଶନ ମୁଖ୍ୟ ଜାଭେଦ ହୁସେନି କହିଛନ୍ତି, ଯଦି କୌଣସି ତୃତୀୟ ପକ୍ଷ ଏହି ସଂଘର୍ଷରେ...

ମୁନୀରଙ୍କ ସହ ସାକ୍ଷାତକାର ମଝିରେ ବଡ଼ ବୟାନ ଦେଲେ ଟ୍ରମ୍ପ, କହିଲେ ମୁଁ ପାକିସ୍ତାନକୁ ଭଲପାଏ ହେଲେ…

ଓ୍ବାଶିଂଟନ୍‌,୧୯।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଜଣେ ବହୁତ ଭଲ ବ୍ୟକ୍ତି, ମୁଁ ଗତକାଲି ତାଙ୍କ ସହ କଥା ହୋଇଛି ଏବଂ ଆମେ ଆଉ...

ମୁନିରଙ୍କୁ ହ୍ବାଇଟ ହାଉସର ନିମନ୍ତ୍ରଣ ପଛରେ ରହିଛି ବଡ଼ କାରଣ! ଏବେ ଖୋଲିଲା ରହସ୍ୟ

ଓ୍ବାଶିଂଟନ,୧୯।୬: ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ ମିଳିଥିଲା। ଏହି ନିମନ୍ତ୍ରଣ ସେହି ସମୟରେ ଆସିଥିଲା ଯେତେବେଳେ ମୁନିର ଭାରତ ଏବଂ ପାକିସ୍ତାନ...

ଆମେରିକାରେ ପହଞ୍ଚି ଭାରତ ବିରୋଧରେ ବିଷ ଓଗାଳିଲେ ମୁନୀର: କହିଲେ, ଆମେ ପ୍ରତିଶୋଧ ନେବୁ

ଓ୍ବାଶିଂଟନ୍‌,୧୮।୬: ପାକିସ୍ତାନର ସେନା ମୁଖ୍ୟ ଏବଂ ସଦ୍ୟ ନିଯୁକ୍ତ ଫିଲ୍ଡ ମାର୍ଶାଲ ସୟଦ ଅସୀମ ମୁନିର ଆଜିକାଲି ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ଆମେରିକାରେ ରହୁଥିବା ପାକିସ୍ତାନୀ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ମୁନୀର...

ଟ୍ରମ୍ପଙ୍କ ପାକିସ୍ତାନୀ ପ୍ରେମ: ଭାରତର ବଡ଼ ଶତ୍ରୁଙ୍କ ସହ କରିବେ ଲଞ୍ଚ୍‌

ୱାଶିଂଟନ,୧୮।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଲଞ୍ଚରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କୁ ଭେଟିବେ। ବୁଧବାର ହ୍ବାଇଟ ହାଉସ ଦ୍ୱାରା ଜାରି କରାଯାଇଥିବା ରାଷ୍ଟ୍ରପତି ଟ୍ରମ୍ପଙ୍କ କାର୍ଯ୍ୟସୂଚୀରେ କୁହାଯାଇଛି ଯେ, ସେ ଆଜି କ୍ୟାବିନେଟ ରୁମରେ...

ଆମେରିକାରେ ହଟହଟା ହେଲେ ମୁନୀର: ଏମିତି କରିବାକୁ ପଡ଼ିଲା ସାମ୍ନା, କେବେ ଭୁଲିପାରିବେନି

ଓ୍ବାଶିଂଟନ,୧୮ା୬:ପାକିସ୍ତାନ ସେନାମୁଖ୍ୟ ଜେନେରାଲ ସୟେଦ ଅସିମ୍‌ ମୁନୀର ଆମେରିକା ଗସ୍ତରେ ଯାଇଥିବାବେଳେ ଓ୍ବାଶିଂଟନରେ ହଟହଟାର ସମ୍ମୁଖୀନ ହୋଇଛନ୍ତି। ସେ ରହୁଥିବା ହୋଟେଲ ନିକଟରେ ପାକିସ୍ତାନୀ ନାଗରିକ ଓ ମୂଳବାସିନ୍ଦାମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାକିସ୍ତାନରେ ମୁକ୍ତ ଗଣତନ୍ତ୍ର...

ବିଦେଶରେ ଖୋଲା ଖୋଲି ପାକିସ୍ତାନ ଆର୍ମି ଚିଫଙ୍କୁ କରାଗଲା ବେଇଜ୍ଜତ, ମୁନିରଙ୍କୁ ଦେଖି ଚିତ୍କାର କଲେ ଲୋକେ

ଓ୍ବାଶିଂଟନ,୧୭।୬: ‘ପାକିସ୍ତାନୀଙ୍କ ହତ୍ୟାକାରୀ’, ‘ତୁମକୁ ଲଜ୍ଜା, ଏକଛତ୍ରବାଦୀ’, ଏହି ସ୍ଲୋଗାନଗୁଡ଼ିକ ଆମେରିକାରେ ରହୁଥିବା ପାକିସ୍ତାନୀମାନେ ପାକିସ୍ତାନ ସେନା ମୁଖ୍ୟ ଏବଂ ଫିଲ୍ଡ ମାର୍ଶାଲ ଜେନେରାଲ ସୟଦ ଅସୀମ ମୁନିରଙ୍କ ବିରୁଦ୍ଧରେ ଉଠାଇଛନ୍ତି। ରବିବାର (ଜୁନ ୧୫, ୨୦୨୫) ପାଞ୍ଚ ଦିନିଆ...

ମୁନିରଙ୍କୁ ସତରେ କ’ଣ US ମିଲିଟ୍ରି ପରେଡ ପାଇଁ ମିଳିଛି ନିମନ୍ତ୍ରଣ? ସଫେଇ ଦେଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୧୫।୬: ଶନିବାର (୧୪ ଜୁନ) ଆମେରିକାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜନ୍ମଦିନ ଏବଂ ଆମେରିକୀୟ ସେନା ପ୍ରତିଷ୍ଠାର ୨୫୦ତମ ବାର୍ଷିକୀ। ଏହି ଐତିହାସିକ ଅବସର ୱାଶିଂଟନ ଡିସିରେ ଏକ ମହାନ ସାମରିକ ପରେଡ ସହିତ...

ଭାରତକୁ ଟ୍ରମ୍ପଙ୍କ ପରୋକ୍ଷ ଚେତାବନୀ! ଆସିମ ମୁନିରଙ୍କୁ US ନିମନ୍ତ୍ରଣକୁ ନେଇ ହଇଚଇ

ଓ୍ବାଶିଂଟନ,୧୧।୬: ପାକିସ୍ତାନ ସେନା ମୁଖ୍ୟ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଜୁନ ୧୨ ତାରିଖରେ ଆମେରିକାରେ ପହଞ୍ଚିବେ। ମୁନିରଙ୍କୁ ଆମେରିକୀୟ ସେନାର ୨୫୦ତମ ବାର୍ଷିକୀ ପାଳନରେ ଯୋଗଦେବା ପାଇଁ ନିମନ୍ତ୍ରଣ ମିଳିଛି। ତେବେ ଏହି ସମାରୋହ ଜୁନ ୧୪...

ଭାରତକୁ ଧମକ ଦେଲେ ମୁନିର: ଆମେ କେବେ ନଇଁବୁ ନାହିଁ, ଦରକାର ପଡ଼ିଲେ…

ଇସଲାମାବାଦ୍‌,୩୧।୫: ସିନ୍ଦୂର ଅପରେଶନ ପରେ ମଧ୍ୟ ପାକିସ୍ତାନ ନିଜର ପଥ ବଦଳାଇବାକୁ ପ୍ରସ୍ତୁତ ନୁହେଁ। ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଭାରତକୁ ଅନେକ ଥର ଧମକ ଦେଇଛନ୍ତି। ଏବେ ସେ ସିନ୍ଧୁ ଜଳ ଚୁକ୍ତିନାମା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri