ଆର୍ଯ୍ୟବୀର ସେହ୍ବାଗଙ୍କୁ ନେଇ ଏମିତି କହିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍ ଜଗତରେ ବଢୁଛି ଚର୍ଚ୍ଚା
ନୂଆଦିଲ୍ଲୀ,୧୬।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ ଫାଇନାଲରେ ପାକିସ୍ତାନକୁ ଶେଷ ବଲ୍ରେ ହରାଇ ଚାମ୍ପିଅନ ହୋଇଛି ଭାରତ। ଭାରତୀୟ ଯୁବ ଦଳର ଏହି ରୋମାଞ୍ଚକର ବିଜୟରେ ଖୁସି ପ୍ରକାଶ କରିଛନ୍ତି ଯୁବ କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ। ସେ ସୋସିଆଲ ମିଡିଆରେ ଟିମ…

