ବୈଭବ ସୂର୍ଯ୍ୟବଂଶୀଙ୍କ ଠାରୁ ମଧ୍ୟ ଅଧିକ ଦ୍ରୁତ ଗତିରେ ରନ ସଂଗ୍ରହ କରି ସମଗ୍ର ବିଶ୍ୱକୁ ଚକିତ କରିଦେଇଛନ୍ତି ଏହି ବ୍ୟାଟର, ଜାଣନ୍ତୁ…
ନୂଆଦିଲ୍ଲୀ,୨୮।୧୧: ଆଜିକାଲି, ବୈଭବ ସୂର୍ଯ୍ୟବଂଶୀ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି। ଆଇପିଏଲ (IPL) ହେଉ, ଆନ୍ତର୍ଜାତୀୟ କ୍ରିକେଟ ହେଉ କିମ୍ବା ଅଣ୍ଡର-୧୯ (Under-19) ଦଳ ପାଇଁ ଖେଳିବା ସମୟରେ ହେଉ, ବୈଭବ ନିଜର ଆକ୍ରମଣାତ୍ମକ ଖେଳ ଶୈଳୀ…

