‘ପାକିସ୍ତାନ ପାଇଁ ଭାରତ ସହ ଆମେରିକାର ସମ୍ପର୍କ ହେଲା ଖରାପ’, ଏତେବଡ଼ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଲେ ପୂର୍ବତନ NSA
ଓ୍ବାଶିଂଟନ,୨।୯: ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଏବଂ ଓକିଲ ଜ୍ୟାକ ସୁଲିଭାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସୁଲିଭାନ କହିଛନ୍ତି ଯେ ଟ୍ରମ୍ପ ପାକିସ୍ତାନରେ ତାଙ୍କ ପରିବାରର ବ୍ୟବସାୟିକ ଚୁକ୍ତି ଯୋଗୁ ଭାରତ-ଆମେରିକା ସମ୍ପର୍କକୁ…
‘ଭାରତ ସହ ରାଜନୀତି ନୁହେଁ ବିଶ୍ୱାସର ସମ୍ପର୍କ’, ପୁଟିନ-ମୋଦିଙ୍କ ଯୁଗଳବନ୍ଦୀ ଦେଖି ଭୟ କଲେଣି ଟ୍ରମ୍ପ!
ବେଜିଂ,୧।୯: ଯଦି କୌଣସି ଦେଶ ଭାରତ ଏବଂ ରୁଷିଆ ମଧ୍ୟରେ ଥିବା ସମ୍ପକକୁ ନେଇ ଅଧିକ ସମସ୍ୟାର ସମ୍ମୁଖୀନ ହେବ କଥା ଚିନ୍ତା କରୁଥାଏ, ତେବେ ତାହା ହେଉଛି ଆମେରିକା। ଏହି ସମୟରେ, ପରିସ୍ଥିତି ଏପରି ହୋଇଛି ଯେ ଚାଇନା, ଭାରତ…
SCO ବୈଠକରେ ମୋଦିଙ୍କ ସାମ୍ନାରେ ଟ୍ରମ୍ପଙ୍କୁ କଡ଼ା ବାର୍ତ୍ତା ଦେଲେ ଜିନପିଙ୍ଗ
ବେଜିଂ,୧।୯: ସୋମବାର (ସେପ୍ଟେମ୍ବର ୧) ତିଆନଜିନରେ ଆରମ୍ଭ ହୋଇଥିବା ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ୨୦୨୫ର ଉଦଘାଟନୀ ଅଧିବେଶନରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ବିଶ୍ୱର ସାମ୍ପ୍ରତିକ ପରିସ୍ଥିତି ଉପରେ ଏକ ଦୃଢ଼ ବିବୃତ୍ତି ଦେଇଛନ୍ତି। ତାଙ୍କ ଅଭିଭାଷଣରେ…
ଟାରିଫ୍ ବିବାଦ ମଝିରେ ଆମେରିକା ସହ ୧ ବିଲିୟନ୍ ଡଲାରର ଡିଲ୍ ସାଇନ୍ କରିବ ଭାରତ
ନୂଆଦିଲ୍ଲୀ,୨୬।୮: ଡୋନାଲ୍ଡ୍ ଟ୍ରମ୍ପ ଭାରତକୁ ରୁଷିଆ ସହ ବାଣିଜ୍ୟ ଉପରେ ୫୦% ଟାରିଫ୍ ଲଗାଇବାର ନିଷ୍ପତ୍ତି ମଝିରେ ଭାରତ ଓ ଆମେରିକା ୧ ବିଲିୟନ୍ ଡଲାରରୁ ଅଧିକର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଡିଲ୍ ସାଇନ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହା ହେଉଛି…
ଚାଇନାକୁ ଧମକାଇଲାଣି ଆମେରିକା, ଡ୍ରାଗନ ଭାରତର ନିକଟତର ହେବାରୁ ବଢୁଛି ଚିନ୍ତା?
ଓ୍ବାଶିଂଟନ,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି, କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। କିନ୍ତୁ, ବର୍ତ୍ତମାନ ଏହାର ସମୟସୀମା ଶେଷ ହେବାକୁ ଯାଉଛି। ଏହାର ଠିକ ପୂର୍ବରୁ, ଟ୍ରମ୍ପ ଚାଇନାକୁ ଧମକ…
ଭାରତ ଉପରେ କାହିଁକି ସେକେଣ୍ଡାରୀ ଟାରିଫ ଲଗାଇଛନ୍ତି ଟ୍ରମ୍ପ? ସିକ୍ରେଟ ଖୋଲିଲେ ଭାନ୍ସ
ନୂଆଦିଲ୍ଲୀ/ଓ୍ବାଶିଂଟନ.୨୫।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ଭାରତ ରୁଷିଆରୁ ତେଲ କିଣିଥିବାରୁ ଆମେରିକା ଭାରତ ଉପରେ ଏହି ଶୁଳ୍କ ଲଗାଇଛି। ଏହି ସମୟରେ, ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପ୍ରତିକ୍ରିୟା ସାମ୍ନାକୁ…
ଟାରିଫ ପ୍ରେସରରେ ନଇଁଲା ନାହିଁ ଭାରତ! ସିଧା ଦେଲା ଜବାବ
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୫।୮: ଆମେରିକା ଏବଂ ଭାରତ ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାତାର ଚାପ ପକାଉଛନ୍ତି। ସେ ଭାରତକୁ ରୁଷିଆରୁ ତେଲ କିଣିବାକୁ ନେଇ ରାଗି ଯିବା ସହ ଏହି କାରଣରୁ ସେ ୫୦ପ୍ରତିଶତ…
ଭାରତ ପରେ ଆମେରିକାକୁ ବଡ଼ ଝଟକା ଦେଲା ୟୁରୋପ
ନୂଆଦିଲ୍ଲୀ,୨୪।୮: ଭାରତ ପରେ ଏବେ ଆମେରିକାକୁ ୟୁରୋପରୁ ମଧ୍ୟ ଏକ ବଡ଼ ଝଟକା ଲାଗିଛି। ସ୍ପେନ ଏବଂ ସ୍ବିଜରଲ୍ୟାଣ୍ଡ ଆମେରିକାର ୫ମ ପିଢ଼ିର ଲଢୁଆ ବିମାନ F-35 କିଣିବାକୁ ସ୍ପଷ୍ଟ ଭାବରେ ମନା କରିବା ପରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଆଶା…
ଟ୍ରମ୍ପଙ୍କୁ ଭେଟିବା ପୂର୍ବରୁ ପୁଟିନ ଦେଲେ ଏମିତି ବୟାନ, ଯଦି ଏହା ହୁଏ ତେବେ ମାଲାମାଲ ହେବ ଭାରତ
ନୂଆଦିଲ୍ଲୀ,୧୫।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର (୧୫ ଅଗଷ୍ଟ, ୨୦୨୫) ଆଲାସ୍କାରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଅଛି। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ କରିବା। ଯଦି ଏହି…
ଟ୍ରମ୍ପଙ୍କ ଟାରିଫକୁ ଦେଖି ଆମେରିକା ମନ୍ତ୍ରୀ କହିଲେ ଏହାର ବହୁ ମୂଲ୍ୟ ଦେବାକୁ ପଡ଼ିବ
ଓ୍ବାଶିଂଟନ,୯।୮: ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ ବୋଲ୍ଟନ ଅଭିଯୋଗ କରିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ନୀତି ଭାରତ ଏବଂ ଆମେରିକା ମଧ୍ୟରେ ଦଶନ୍ଧି ଧରି ଚାଲିଥିବା ରଣନୈତିକ ପ୍ରୟାସକୁ ଦୁର୍ବଳ କରିଦେଇଛି। ସେ କହିଛନ୍ତି ଯେ…
ଭାରତ ଭଳି ଜବାବ ଦେଲା ଚାଇନା, ରୁଷିଆ ତେଲକୁ ନେଇ କହିଲା ଏମିତି କଥା
ବେଜିଂ,୯।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ଟ୍ରମ୍ପ ପ୍ରଥମେ ଭାରତ ଉପରେ ମୋଟ ୫୦ ପ୍ରତିଶତ ପାରସ୍ପରିକ ଶୁଳ୍କ ଲାଗୁ କରିଥିଲେ ଏବଂ ପରେ ଚାଇନା ଉପରେ ମଧ୍ୟ ଦଣ୍ଡ…
ଚର୍ଚ୍ଚାରେ କଂଗ୍ରେସ ନେତାଙ୍କ ବୟାନ, କହିଲେ ବାଟ ହୁଏତ ଦେଖାଇପାରିବେ ମେଲାନିଆ
ନୂଆଦିଲ୍ଲୀ,୯।୮: ବରିଷ୍ଠ କଂଗ୍ରେସ ନେତା ଏବଂ ଏମପି ଶଶି ଥରୁର ତାଙ୍କ ବୟାନ ପାଇଁ ସବୁବେଳେ ଖବରରେଥାଆନ୍ତି। ଏବେ କଂଗ୍ରେସ ନେତା ଏକ ବ୍ୟଙ୍ଗାତ୍ମକ ସ୍ବରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି। ଶଶି ଥରୁର ମଜା କରି କହିଛନ୍ତି…

