ଏୟାରଇଣ୍ଡିଆ ବିମାନକୁ ଅପହରଣ ଧମକ, ଉଡ଼ାଣ ପୂର୍ବରୁ ପାଇଖାନାରୁ ମିଳିଲା…
କୋଲକାତା,୧୧ା୧୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନବନ୍ଦରରେ ଖେଳିଯାଇଛି ହଇଚଇ। କୋଲକାତାରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ଉଡ଼ାଣ ପୂର୍ବରୁ କ୍ୟାନ୍ସେଲ୍ କରାଯାଇଛି। ବିମାନର ପାଇଖାନାରୁ ଏକ କାଗଜପତ୍ରରେ ଅପହରଣ ଧମକପୂର୍ଣ୍ଣ ନୋଟ୍ ମିଳିବା ପରେ ଏହି…
ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM
ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ବିଦେଶରେ ପହଞ୍ଚି ନୂଆ ସିମ୍ କାର୍ଡ ଖୋଜିବାକୁ ପଡ଼ିବ…
ଭୋପାଳ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ଟଳିଲା ବଡ଼ ବିପଦ
ଭୋପାଳ/ନୂଆଦିଲ୍ଲୀ: ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ (AI-୧୮୮୬) ଜୟପୁର ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ଉଡ଼ାଣ ସମୟରେ ବିମାନଟିକୁ ଜୟପୁରକୁ ଡାଇଭର୍ଟ କରାଯାଇ ସୁରକ୍ଷିତ ଭାବେ ଅବତରଣ କରାଯାଇଛି। ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ…
୩୦୦ ଫୁଟ ତଳକୁ ବିମାନ ଖସିବା ଘଟଣା: ପାଇଲଟ୍ଙ୍କର ହେଲା ଡ୍ରଗ୍ସ ପରୀକ୍ଷା, ରିପୋର୍ଟରେ ଆସିଲା…
ନୂଆଦିଲ୍ଲୀ,୯ା୮: ଏୟାର ଇଣ୍ଡିଆର ଏକ ବିମାନରେ ସମ୍ପ୍ରତି ଘଟିଥିବା ସମସ୍ୟା ପରେ ଏକ ନୂଆ ଟ୍ବିଷ୍ଟ୍ ଆସିଛି। ଅଗଷ୍ଟ ୪ରେ ଫୁକେତରୁ ଦିଲ୍ଲୀ ଯାତ୍ରା କରୁଥିବା ଏୟାର ଇଣ୍ଡିଆ A-୩୨୦ ବିମାନ AI-୨୩୭୯ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିଲା। ଏହି ଘଟଣା…
ଗୋଟିଏ ରନ୍ଓ୍ବେରେ ୨ ବିମାନ ମୁହାଁମୁହିଁ, ଗୋଟିଏ କଲ୍ ପରେ…
ମୁମ୍ବାଇ,୮ା୭: ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୋଟିଏ ରନଓ୍ବେରେ ଏୟାର ଇଣ୍ଡିଆର ବିମାନ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ମୁହାଁମୁହିଁ ହେବା ପରେ ମୁମ୍ବାଇ ଏକ ସମ୍ଭାବ୍ୟ ରନଓ୍ବେ ଦୁର୍ଘଟଣାକୁ ଅଳ୍ପକେ ଏଡ଼ାଇ ଦେଇଥିଲା। ଏୟାର ଇଣ୍ଡିଆର ଜଣେ…
ପାକିସ୍ତାନରେ ପଶିଲା ଭାରତୀୟ ବିମାନ! ଇସଲାମାବାଦରେ ହଲଚଲ୍, ଯାତ୍ରୀ…
ଇସଲାମବାଦ,୨୪।୬: ଗତ ସୋମବାର ରାତିରେ, ଦିଲ୍ଲୀରୁ ଅମୃତସର ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ (AI-479) ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତା’ର ନିର୍ଦ୍ଧାରିତ ପଥରୁ ବାହାରି ପାକିସ୍ତାନୀ ବାୟୁସୀମାରେ ପ୍ରବେଶ କରିଥିଲା। ରିପୋର୍ଟ ଅନୁଯାୟୀ, ପାକିସ୍ତାନ ବାୟୁ ଟ୍ରାଫିକ୍ କର୍ତ୍ତୃପକ୍ଷଙ୍କଠାରୁ…
ଅଧାରୁ ଫେରିଲା ଏୟାର ଇଣ୍ଡିଆ ବିମାନ, ୩ ଘଣ୍ଟା ଉଡ଼ାଣ ପରେ…
ନୂଆଦିଲ୍ଲୀ,୨୭ା୫: ଯାନ୍ତ୍ରିକ ତ୍ରୁଟି ପାଇଁ ଅଧାରୁ ଫେରିଆସିଲା ଏୟାର ଇଣ୍ଡିଆ ବିମାନ। ସାନ ଫ୍ରାନ୍ସିସ୍କୋ ଯାଉଥିଲା ବେଳେ ଫେରି ଆସିଲା। ୩ ଘଣ୍ଟା ଉଡ଼ାଣ କରି ସାରି ଷ୍ଟାଣ୍ଡାର୍ଡ ସେଫ୍ଟି ପ୍ରୋଟୋକଲ ପାଇଁ ଦିଲ୍ଲୀ ଫେରି ଆସିଲା। ବିମାନରେ ୨୩୦ ଯାତ୍ରୀ…
ଅବତରଣବେଳେ ରନ୍ଓ୍ବେରେ ପିଟିହେଲା ବିମାନ
ଦିଲ୍ଲୀ,୨୧ା୫: ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଏୟାରଇଣ୍ଡିଆର ଏକ ବିମାନ ଅବତରଣ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନ AI ୨୬୫୧ର ପଛ ଭାଗ ହଠାତ୍ ରନ୍ଓ୍ବେରେ ମାଡ଼ ହୋଇଥିଲା। ମାତ୍ର ପାଇଲଟ ପରିସ୍ଥିତିକୁ ନିୟନ୍ତ୍ରଣ…
ତେଲ ସଂକଟ: ୨୯ ରୁଟ୍ ପାଇଁ ବିମାନ ଉଡ଼ାଣରେ ଲାଗିଲା କଟକଣା
ନୂଆଦିଲ୍ଲୀ,୧୩ା୫: ତେଲ ସଂକଟ ନେଇ ଉଡ଼ାଣ କମ୍ ପାଇଁ ସୂଚନା ଜାରି କରିଛି ଏୟାର ଇଣ୍ଡିଆ। ୨୯ଟି ଅନ୍ତର୍ଜାତୀୟ ରୁଟ୍ରେ ଉଡ଼ାଣ କମ୍ ଓ ବାତିଲ ନେଇ ସୂଚନା ଦେଇଛି। ଜୁନ୍ରୁ ଅଗଷ୍ଟ ମଧ୍ୟରେ କଟକଣା ନେଇ ବିଧିବଦ୍ଧ ସୂଚନା ଦେଇଛି…
ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ ଫ୍ଲାଇଟ ରୋଷ୍ଟର ଉପରେ ନୁହେଁ ବରଂ ସେମାନଙ୍କ ଦରମା ଉପରେ ମଧ୍ୟ ସିଧାସଳଖ…
ଯୁଦ୍ଧ ପାଇଁ ବଢ଼ିବ ବିମାନ ଟିକେଟ୍ର ଦାମ୍, ଜାଣନ୍ତୁ କେତେ…
ନୂଆଦିଲ୍ଲୀ,୧୧ା୩: ଯଦି ବିମାନ ଯାତ୍ରା ପାଇଁ ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ ଟିକେଟ୍ ପାଇଁ ଟିକେ ଅଧିକ ଦେୟ ଦେବାକୁ ପଡ଼ିପାରେ। ବିମାନ କମ୍ପାନୀଗୁଡ଼ିକର ବର୍ଦ୍ଧିତ ମୂଲ୍ୟ ଏବେ ଯାତ୍ରୀଙ୍କ ପକେଟ୍କୁ ପ୍ରଭାବିତ କରୁଛି। ବିମାନ କମ୍ପାନୀଗୁଡ଼ିକ ବିମାନ ଟର୍ବାଇନ ଇନ୍ଧନର…
ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ଦୁବଇ, ଦୋହା, ରିୟାଦ…, ମିଡଲ ଇଷ୍ଟର ସମସ୍ତ ବିମାନ ରଦ୍ଦ
ନୂଆଦିଲ୍ଲୀ,୨୮।୨: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛି। ଇସ୍ରାଏଲ ଇରାନ ବିରୁଦ୍ଧରେ ଅପରେଶନ ରୋରିଂ ଲାୟନ ଆରମ୍ଭ କରିଛି ଏବଂ ଆମେରିକା ସହିତ ମିଶି ଆକ୍ରମଣ କରୁଛି। ଇରାନ ମଧ୍ୟ ଏହାର ପ୍ରତିଶୋଧ ନେଉଛି। ଏହା ମଧ୍ୟରେ, ଅନେକ ଦେଶ…

