Tag Archives: Ahamadabad Plane Crash

ପୁଣି ବଡ଼ ଦୁର୍ଘଟଣା! ବିମାନରେ ପିଟି ହେଲା…

ନାଗପୁର,୨।୯: ଆଜି ସକାଳେ ନାଗପୁର ବିମାନବନ୍ଦରରୁ କୋଲକାତା ଅଭିମୁଖେ ଉଡ଼ାଣ ଭରୁଥିବା ଇଣ୍ଡିଗୋର ଏକ ବିମାନ ପକ୍ଷୀ ଧକ୍କା ଦେବା ପରେ ସୁରକ୍ଷିତ ଭାବରେ ଫେରି ଆସିଛି। ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ, ବିମାନରେ 160 ରୁ 165 ଜଣ ଯାତ୍ରୀ ଥିଲେ।…

ଅହମଦାବାଦ ବିମାନ ଦୁର୍ଘଟଣାର ୪ ଦିନ ପରେ ହଠାତ୍‌ କାହିଁକି ଅସୁସ୍ଥ ହୋଇପଡିଥିଲେ ୧୧୨ ପାଇଲଟ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୪।୭: ଜୁନ ୧୨ରେ ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା କେବଳ ଯାତ୍ରୀମାନଙ୍କୁ ପ୍ରଭାବିତ କରିନଥିଲା ବରଂ ବିମାନ କର୍ମଚାରୀମାନଙ୍କୁ, ବିଶେଷକରି ପାଇଲଟମାନଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ଏହି ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ପାଇଲଟମାନଙ୍କ ମଧ୍ୟରେ ମାନସିକ ଚାପ…

ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତ ଶରୀରକୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ବ୍ରିଟିଶ ପୀଡ଼ିତ

ନୂଆଦିଲ୍ଲୀ/ଲଣ୍ଡନ,୨୩।୭: ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ରିଟିଶ ନାଗରିକଙ୍କ ପରିବାରକୁ ସେମାନଙ୍କ ପ୍ରିୟଜନଙ୍କ ଭୁଲ ମୃତଦେହ ପଠାଯାଇଥିବା ସୂଚନା ମିଳିଛି। ଡେଲି ମେଲକୁ ଉଦ୍ଧୃତ କରି ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟରେ ଏହି ଦାବି କରାଯାଇଛି।…

ଏୟାର ଇଣ୍ଡିଆ ପ୍ଲେନ ହୋଇନଥାନ୍ତା କ୍ରାଶ୍‌, ୭ବର୍ଷ ପୂର୍ବରୁ କରାଯାଇଥିଲା ସତର୍କ…

ଅହମଦାବାଦ, ୧୨।୭: ଗତ ଜୁନ ୧୨ ତାରିଖରେ ଅହମଦାବାଦର ସରଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ ଗାଟୱିକ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର (ଫ୍ଲାଇଟ ଏଆଇ ୧୭୧) ଟେକଅଫ ପରେ ମାତ୍ର ୩୨ ସେକେଣ୍ଡରେ ଦୁର୍ଘଟଣାଗ୍ରସ୍ତ…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାସ୍ଥଳରୁ ମିଳିଲା ପୁଳାପୁଳା ସୁନା, ଲକ୍ଷ ଲକ୍ଷ ଟଙ୍କା, ଆହୁରି ମିଳିଲା…

ଅହମଦାବାଦ, ୧୯।୬: ଗତ ସପ୍ତାହରେ ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା (ଫ୍ଲାଇଟ AI-171) ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଦୁଃଖଦ ଘଟଣାରେ ୨୪୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମଧ୍ୟରୁ ମାତ୍ର ଜଣେ ବ୍ରିଟିଶ ନାଗରିକ…

ପ୍ଲେନକ୍ରାଶ୍‌ ହେବା ପୂର୍ବରୁ ପାଇଲଟ୍‌ ଟିପିଥିଲେ ଏହି ବଟନ୍‌? ସାଂଘାତିକ ଖୁଲାସା…

ଅହମଦାବାଦ,୧୭।୬: ଗତ ଜୁନ ୧୨ରେ ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବୋୟିଂ ୭୮୭-୮ ଡ୍ରିମଲାଇନର (ଫ୍ଲାଇଟ ନମ୍ବର AI-171) ଟେକଅଫ ପରେ ମାତ୍ର ୬୦ ସେକେଣ୍ଡ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ…

ମିଳିଲା ଦ୍ୱିତୀୟ ବ୍ଲାକ ବକ୍ସ, ଏବେ ଜଣାପଡିବ ଅହମଦାବାଦ ବିମାନ ଦୁର୍ଘଟଣାର ଅସଲ କାରଣ

ନୂଆଦିଲ୍ଲୀ,୧୬।୬: ଜୁନ ୧୨ ତାରିଖରେ ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ଫ୍ଲାଇଟ AI171 ର ଦ୍ୱିତୀୟ ବ୍ଲାକ ବକ୍ସ କକପିଟ ଭଏସ ରେକଡର୍ର୍‌ (CVR) ବର୍ତ୍ତମାନ ସୁରକ୍ଷିତ ଭାବରେ ମିଳିଛି। ପୂର୍ବରୁ ମିଳିଥିବା ଫ୍ଲାଇଟ ଡେଟା ରେକଡର୍ର୍‌ (FDR) ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?