ଅଗ୍ନିବୀରଙ୍କ ପାଇଁ ଖୁସିଖବର: ସେନାରେ ବଢ଼ିବ ସ୍ଥାୟୀ କୋଟା! ନୂଆଦିଲ୍ଲୀ,୬।୭: ‘ଅଗ୍ନିବୀର’ ଯୋଜନା ଦେଶର ସବୁଠାରୁ ଚର୍ଚ୍ଚିତ ସାମରିକ ପଦକ୍ଷେପ ମଧ୍ୟରୁ ଗୋଟିଏ। କିନ୍ତୁ ଏହା ଦେଶରେ ବହୁତ ବିରୋଧର ସମ୍ମୁଖୀନ ହୋଇଥିଲା। ଏହି ଯୋଜନା ଅଧୀନରେ ସୈନିକମାନଙ୍କୁ କେବଳ ଚାରି ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଅଗ୍ନିବୀର’ମାନେ ଖୁବ…