ଆଲବର୍ଟ ଆଇନଷ୍ଟାଇନ ମଧ୍ୟ ଜଣେ ଇହୁଦି ଥିଲେ, ହିଟଲରଙ୍କ ଠାରୁ ବର୍ତ୍ତିବାକୁ କରିଥିଲେ ଏହି କାମ ନୂଆଦିଲ୍ଲୀ,୨୦ା୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ କେବେ ଶେଷ ହେବ ତାହାର ଉତ୍ତର କାହା ପାଖରେ ନାହିଁ। ଇସ୍ରାଏଲ ଆତଙ୍କୀ ସଂଗଠନ ହମାସକୁ ସମୂଳେ ନାସ କରିବାକୁ ଶପଥ ନେଇଛି, ଯେଉଁଠି ପାଇଁ ହଜାର ହଜାର...