ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା: ଆଧାରରେ ମୋବାଇଲ ଲିଙ୍କ୍ ବାଧ୍ୟତାମୂଳକ ନୁହେଁ, ଜାଣନ୍ତୁ ଏହା ବଦଳରେ କ’ଣ କରିବେ… ଜଗତସିଂହପୁର,୬ା୯(ପ୍ରମୋଦ କୁମାର ନାୟକ): ରାଜ୍ୟ ସରକାର ଲୋକାଭିମୁଖୀ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏନେଇ ଆଧାର କେନ୍ଦ୍ର, ଜନସେବା କେନ୍ଦ୍ର (ଜେଏସ୍କେ) ଓ ମୋ ସେବା କେନ୍ଦ୍ର (ଏମ୍ଏସ୍କେ) ଆଦି ବିଭିନ୍ନ ସ୍ଥାନରେ ଭିଡ ଦେଖିବାକୁ ମିଳୁଛି। କେତେବେଳେ ସର୍ଭର...