ଶିକ୍ଷା କ୍ଷେତ୍ରର ଦାୟବଦ୍ଧତା
ଆଜିର ସମୟରେ ଦେଶର ସାମୂହିକ ବିକାଶଧାରାକୁ ତ୍ୱରାନ୍ବିତ କରିବା ପାଇଁ ଯୁବଶକ୍ତି ଏକ ବଳିଷ୍ଠ ଉପାଦାନ। ଯେଉଁ ଦେଶର ଯୁବଶକ୍ତି ଯେତେ ସୁଦୃଢ଼ ସେ ଦେଶ ସେତେ ଉନ୍ନତ। ଦେଶର ବୟସ୍କଙ୍କ ପ୍ରଜ୍ଞା, ଧୀଶକ୍ତି, ପ୍ରଚଣ୍ଡ ଅନୁଭୂତି ଓ ସର୍ବୋପରି ଉପଦେଶ…