Posted inଜାତୀୟ

ଏଲ୍‌ଓସିରେ ସନ୍ଦିଗ୍ଧ ଉଡ଼ନ୍ତା ବସ୍ତୁ: ବିଏସ୍‌ଏଫ୍‌ ପକ୍ଷରୁ ଆଲର୍ଟ ଜାରି

ଶ୍ରୀନଗର,୨୨।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ଉତ୍ତେଜନା କମିବାର ନା ଧରୁନି। ପାକିସ୍ତାନ ପକ୍ଷରୁ ଏଠାରେ ଜାଣିଶୁଣି ଅନୁପ୍ରବେଶ ଉଦ୍ୟମ କରାଯାଉଛି। ରବିବାର ସକାଳେ ପୁଞ୍ଚ୍‌ ଜିଲାର ମେଣ୍ଢର ସେକ୍ଟରରେ ସୀମାପାରରୁ ଏକ ଉଡ଼ନ୍ତା ସନ୍ଦିଗ୍ଧ ବସ୍ତୁ ଉଡ଼ିବୁଲୁଥିବା ଦେଖିବାକୁ ମିଳିଛି। ଘନ କୁହୁଡ଼ି ଯୋଗୁ ଏହାକୁ ଭଲଭାବେ ଚିହ୍ନଟ କରିବା ସମ୍ଭବ ହେଉ ନ ଥିଲେ ମଧ୍ୟ ଏହା ଏକ ଡ୍ରୋନ୍‌ ବୋଲି ଅନୁମାନ କରାଯାଉଛି। ଏନେଇ ବିଏସ୍‌ଏଫ୍‌ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଭାରତୀୟ ସେନା ପକ୍ଷରୁ ଉଡ଼ିବୁଲୁଥିବା ବସ୍ତୁକୁ ଲକ୍ଷ୍ୟ କରି ଫାୟାରିଂ ମଧ୍ୟ କରାଯାଇଛି। କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ଏନେଇ ତନାଘନା ଆରମ୍ଭ ହୋଇଥିବା ଏସ୍‌ଡ଼ିପିଓ ଜେଡ୍‌.ଏ. ଜାଫରି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଭଳି କଲେ ଆଉ ହେବନି କରୋନା, କହିଲେ ଏହି ଡାକ୍ତର…

ନୂଆଦିଲ୍ଲୀ, ୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରଚିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ସହଜ ଉପାୟ ଆପଣେଇବା ଲାଗି ମେଦାନ୍ତ...

ମନ୍‌ କୀ ବାତ୍‌: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନର କଥା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଅସାଧାରଣ ପ୍ରତିଭାସମ୍ପନ୍ନ ବକ୍ତା, ଏକଥାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଜନଗଣଙ୍କ ସହିତ ତତ୍କାଳ ସମ୍ପର୍କ ସ୍ଥାପନ କରିବାର ଏକ...

ଟିକେଟ ବୁକିଂ ବନ୍ଦ ରଖିବାକୁ ଗୋ ଫାଷ୍ଟକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୯ା୫: ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତୁରନ୍ତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଟିକେଟ ବୁକିଂ ଏବଂ ବିକ୍ରି ବନ୍ଦ କରିବା ପାଇଁ ବେସାମରିକ ବିମାନ ଚଳାଚଳ...

ଚୁଟି ଧରି ମୁଥା ମରାମରି ହେଲେ ଦୁଇ ମହିଳା ସ୍ବାସ୍ଥ୍ୟକର୍ମୀ

ପାଟଣା,୨୪।୧: ବିହାରର ଜାମୁଇ ଜିଲାର ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୁଇ ମହିଳା ସ୍ବାସ୍ଥ୍ୟ କର୍ମୀ ପରସ୍ପରର ଚୁଟି ଧରି ମୁଥା ମରାମରି ଘଟଣାର ଭିଡିଓ ଭାଇରାଲ ହୋଇଛି।...

ଓମାର,ମେହବୁବାଙ୍କ ବିରୋଧରେ ପିଏସଏ: ଚିଦାମ୍ବରମ କହିଲେ, ଲୋକତନ୍ତ୍ରରେ ଏହା ସବୁଠୁ କ୍ରୂର ପଦକ୍ଷେପ

ନୂଆଦିଲ୍ଲୀ,୭।୨: ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହବୁବା ମୁଫ୍‌ତିଙ୍କ ବିରୋଧରେ ପ୍ରଶାସନ ଗୁରୁବାର ପିଏସ୍‌ଏ (ସାଧାରଣ ନିରାପତ୍ତା ଆଇନ)ରେ ମାମଲା ରୁଜୁ...

ପରପାରିରେ ‘ଶୋଲେ’ର କାଲିଆ

ମୁମ୍ବାଇ,୩୦।୯: ‘ଶୋଲେ’ ଫିଲ୍ମରେ କାଲିଆ ଭୂମିକାରେ ଅଭିନୟ କରି ଖ୍ୟାତି ହାସଲ କରିଥିବା ଅଭିନେତା ବିଜୁ ଖୋଟେଙ୍କର ସୋମବାର ୭୮ ବର୍ଷରେ ପରଲୋକ ହୋଇଛି। ଦୀର୍ଘ...

ବିଚାରପତିଙ୍କୁ ଜୋତା ଫିଙ୍ଗିଲେ ହତ୍ୟା ଅଭିଯୁକ୍ତ

ଠାଣେ, ୩୦ା୬ (ପି.ଟି.) : ଜଣେ ହତ୍ୟା ଅଭିଯୁକ୍ତ ତାଙ୍କ ପାଇଁ ନୂଆ ଓକିଲ ନିଯୁକ୍ତି ନେଇ କୋର୍ଟ ନିଷ୍ପତ୍ତି ଉପରେ ଅସନ୍ତୁଷ୍ଟ ହୋଇ ବିଚାରପତିଙ୍କୁ...

ଶପଥ ଗ୍ରହଣ ପୂର୍ବରୁ ଭାଜପା କାର୍ଯ୍ୟାଳୟ ପହଞ୍ଚିଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୬।୭: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାଜପା ନେତା ବିଏସ୍‌ ୟେଦୁରପ୍ପା ଶୁକ୍ରବାର କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସନ୍ଧ୍ୟା ୬ଟାରେ...

Advertisement
Archives

Model This Week