ପିଲାଦିନେ ଏମିତି ଦିଶୁଥିଲେ ସୁଶାନ୍ତ ସିଂ ରାଜପୁତ, ଫଟୋ ଶେୟାର କଲେ ଭଉଣୀ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ବର୍ତ୍ତମାନ ରହସ୍ୟ ଘେରରେ। ଏହାକୁ ନେଇ ବିବାଦ ବଢ଼ୁଥିବା ବେଳେ, ଚେର ଲମ୍ବିବାରେ ଲାଗିଛି। ତେବେ ସୁଶାନ୍ତଙ୍କୁ ସର୍ବଦା ମନେ ପକାଉଥିବା ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଆରମ୍ଭରୁ ତାଙ୍କ ଭାଇଙ୍କୁ ନ୍ୟାୟ ଦାବି କରିଆସୁଛନ୍ତି। ଶ୍ୱେତା ସୁଶାନ୍ତଙ୍କ ପିଲାଦିନ ଫଟୋ ଶେୟାର କରିଛନ୍ତି।

ଏହି ଫଟୋରେ ସୁଶାନ୍ତ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏହି ଫଟୋ ଉଠାଇଥିବା ବେଳେ ସୁଶାନ୍ତଙ୍କୁ ୧୦-୧୨ ବର୍ଷ ବୟସ ହୋଇଥିବା ଜଣାପଡିଛି। ତାଙ୍କ ଆଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ଏବଂ ଶ୍ୱେତା ମଧ୍ୟ ସେହି ଆଖି ବିଷୟରେ କ୍ୟାପଶନ ଲେଖିଛନ୍ତି। ଶ୍ୱେତା ଲେଖିଛନ୍ତି, ସେହି ଚମକୁଥିବା ଆଖି … ତାଙ୍କ ଭିତରେ ଶୁଦ୍ଧତାର ପ୍ରତିଫଳନ।

https://www.instagram.com/shwetasinghkirti/?utm_source=ig_embed

 

 


Enter your email to get our daily news in your inbox.

All Right Reserved By Dharitri.Com

ଦାଦା ସାହେବ ଫାଲ୍‌କେ ଆଓ୍ବାର୍ଡ: ହ୍ରିତିକ୍‌ ଶ୍ରେଷ୍ଠ ଅଭିନେତା

ମୁମ୍ବାଇ: ୨୦୨୦ ପାଇଁ ଦାଦା ସାହେବ ଫାଲ୍‌କେ ଆଓ୍ବାର୍ଡ ଉତ୍ସବ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ଅଭିନେତ୍ରୀ ଅଭିନେତା ଅଂଶଗ୍ରହଣ କରିଥିଲେ। ବଲିଉଡ୍‌ ଅଭିନେତା...

‘ଆଦିପୁରୁଷ’ର ଟିଜର ରିଲିଜ୍‌

ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ବାହୁବଳୀ ଫେମ୍‌ ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ଟିଜର ରିଲିଜ ହୋଇଛି। ବିଶେଷ କଥା ହେଉଛି ନିର୍ମାତାମାନେ ଫିଲ୍ମର ଟିଜର...

ସୁଟିଂ ସେଟ୍‌ରେ ଏହି ଅଭିନେତ୍ରୀଙ୍କ ଜଳିଗଲା ମୁହଁ

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଭୂମି ପେଦେନକର ତାଙ୍କ ଆଗାମୀ ଫିଲ୍ମ ‘ସାଣ୍ଡ କି ଆଁଖ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ସୁଟିଂ ସମୟରେ ମେକ୍‌ଅପ୍‌ ଯୋଗୁ...

‘ଟାଇଗର-୩’କୁ ଟକ୍କର ଦେବ ‘ଡ୍ରିମଗର୍ଲ-୨’: ଅନନ୍ୟାଙ୍କ ସହ ଆୟୁଷ୍ମାନଙ୍କ ଜମିବ ଯୋଡ଼ି

ବମ୍ବେ: ନିର୍ମାଣ ହେବାକୁ ଯାଉଛି ଫିଲ୍ମ ଡ୍ରିମଗର୍ଲ-୨। ଶୁକ୍ରବାର ଏନେଇ ଅଭିନେତା ଆୟୁଷ୍ମାନ ଖୁରାନ୍ନା ଘୋଷଣା କରିଛନ୍ତି। ୨୦୧୯ରେ ରିଲିଜ ହୋଇଥିବା ଅଭିନେତାଙ୍କ ଫିଲ୍ମ ଡ୍ରିମଗର୍ଲର...

ସମନ ପରେ ସିବିଆଇ ନିକଟରେ ହାଜର ହେଲେ ରିୟା

ମୁମ୍ବାଇ, ୨୮।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ନିକଟରେ ଶୁକ୍ରବାର ପୁଣି ଥରେ ହାଜର ହୋଇଛନ୍ତି ରିଆ ଚକ୍ରବର୍ତ୍ତୀ। ସିବିଆଇ ସମନ...

ପୁଅଙ୍କୁ ଦେଖି ଭାବବିହ୍ବଳ ହେଲେ ବିଗ୍‌ବି,ଆଖିରୁ ଝରିଲା ଲୁହ

ବମ୍ବେ: କାହାପାଇଁ ସେ ମହାନାୟକ ହୋଇଥାଇପାରନ୍ତି, ହେଲେ ବ୍ୟକ୍ତିଗତ ଜୀବନରେ ସେ ଜଣେ ଶ୍ରେଷ୍ଠ ପିତା। ଆମେ କହୁଛୁ ବିଗ୍‌ ବି ଅମିତାଭ ବଚ୍ଚନଙ୍କ କଥା।...

ସ୍ୱାମୀଙ୍କୁ କୋଳରେ ଧରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଗୌହର

ମୁମ୍ବାଇ: ଆଜିକାଲି ବିବାହ ସମୟରେ ଭିନ୍ନ ଭିନ୍ନ ପୋଜରେ ଫଟୋ ଉଠାଇବାକୁ ବେଶ୍ ପସନ୍ଦ କରୁଛନ୍ତି ନବ ଦମ୍ପତି । ଫଳରେ ସେମାନେ ଏମିତି ମୁହୂର୍ତ୍ତ...

ଜାଣନ୍ତୁ ‘ଏକ୍‌ ଭିଲେନ୍‌ ରିଟର୍ନସ’ ପାଇଁ କେଉଁ ଷ୍ଟାର୍‌କାଷ୍ଟ କେତେ ଫି ନେଇଛନ୍ତି

ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ଏକ୍‌ ଭିଲେନ୍‌ ରିଟର୍ନସ’ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ତେବେ ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ଏଥିରେ...

Advertisement
Archives

Model This Week