Posted inଜାତୀୟ

ମୁକେଶ ଅମ୍ବାନୀଙ୍କ ସହ ତାଙ୍କ ପରିବାରକୁ ଦେଶ ତଥା ବିଦେଶରେ ମିଳିବ ଜେଡ ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ,୧ ।୩: ଦେଶର ଜଣାଶୁଣା ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସୁରକ୍ଷା କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଦିଆଯିବ । କୋର୍ଟ କହିଛନ୍ତି ଏହି ସୁରକ୍ଷାର ସମସ୍ତ କଭର ଉକ୍ତ ପରିବାର ବହନ କରିବେ ।
ନ୍ୟାୟମୂର୍ତ୍ତି କୃଷ୍ଣ ମୁରାରି ଓ ନ୍ୟାୟମୂର୍ତ୍ତି ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ପୀଠ କହିଛନ୍ତି ଯେତେବେଳେ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ଦେଶ ଭିତରେ ରହିଛନ୍ତି ସେତେବଳେ ମହାରାଷ୍ଟ୍ର ରାଜ୍ୟ ଓ ଗୃହ ମନ୍ତ୍ରଣାଳୟ ଏହି ସୁରକ୍ଷା ଦାୟିତ୍ୱ ନେବ । ଯେତେବେଳେ ସେମାନେ ବିଦେଶ ଗସ୍ତ କରିବେ ସେତେବେଳେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହା ସୁନିଶ୍ଚିତ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟକ୍ଷ ପଦ ଛାଡ଼ିବେ ରାହୁଲ

ନୂଆଦିଲ୍ଲୀ,୨୮ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ଅଧ୍ୟକ୍ଷ ପଦରେ ରହିବାକୁ ଚାହୁଁନାହାନ୍ତି ରାହୁଲ ଗାନ୍ଧୀ। ସେ ଇସ୍ତଫା ଦେବା ଲାଗି...

ଚିରାଗ-ପାରସଙ୍କ ଲଢେଇ ଭିତରେ ଫ୍ରିଜ ହେଲା ଏଲ୍‌ଜେପିର ନିର୍ବାଚନ ଚିହ୍ନ

ପାଟନା,୨ ।୧୦: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ରେ ଚାଚା-ପୁତୁରାଙ୍କ ମଧ୍ୟରେ ଚାଲିଥିବା ଲଢେଇର ପ୍ରଭାବ ଦଳ ଉପରେ ପଡୁଛି । ନିର୍ବାଚନ କମିଶନ ଚିରାଗ ପାଶୱାନ ଓ...

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪କୁ ବୃଦ୍ଧି

ମୁମ୍ବାଇ,୨୨।୩: ଡରାଇଲାଣି କରୋନା। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକେ ଭୟଭୀତ ହୋଇ ଯାଇଛନ୍ତି। ରବିବାର ସାରା ଦେଶରେ ‘ଜନତା କର୍ଫ୍ୟୁ’...

ଏଲ୍‌ଓସିରେ ପାକିସ୍ତାନୀ ଡ୍ରୋନ୍‌…

ଶ୍ରୀନଗର, ୯।୬ : ଜମ୍ମୁ-କଶ୍ମୀରରେ ଗୁରୁବାର ଭୋର୍‌ ପ୍ରାୟ ୪ଟା ୧୫ ସମୟରେ ଏଲ୍‌ଓସିର ଜମ୍ମୁ ଡିଭିଜନର ଆର୍ନିଆ ସେକ୍ଟରରେ ଏକ ପାକିସ୍ତାନୀ ଡ୍ରୋନ ଆକାଶ...

ଶିଶୁ ଯୌନ ନିର୍ଯାତନା ଏକ ଲୁକ୍କାୟିତ ସମସ୍ୟା, ପରିବାର ସଦସ୍ୟଙ୍କୁ ଆଗକୁ ଆସିବାକୁ ହେବ : ସିଜେଆଇ…

ନୂଆଦିଲ୍ଲୀ,୧୦।୧୨ : ଶିଶୁଙ୍କ ପ୍ରତି ବୃଦ୍ଧି ପାଉଥିବା ଯୌନ ଅପରାଧକୁ ନେଇ ଭାରତର ପ୍ରଧାନ ବିଚାରପତି ଡି. ଓ୍ବାଇ ଚନ୍ଦ୍ରଚୂଡ଼ ଶନିବାର ଦିନ ଏକ କାର୍ଯ୍ୟକ୍ରମରେ...

ଆଦିତ୍ୟଙ୍କ ସହ ସାକ୍ଷାତକୁ ରିଆଙ୍କ ଖଣ୍ଡନ

ମୁମ୍ବାଇ, ୧୯ା୮ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ନେଇ ଖୋଳତାଡ ଚାଲିଥିବାବେଳେ ଶିବସେନା ନେତା ତଥା ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ...

ପ୍ରବାସୀଙ୍କୁ ପର କରିଦେଲା କେନ୍ଦ୍ର

ନୂଆଦିଲ୍ଲୀ, ୮ା୩: ବିଦେଶରେ ରହୁଥିବା ଭାରତର ନାଗରିକ(ଓସିଆଇ)ମାନଙ୍କୁ ଚକିତ କରିଦେବା ଭଳି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି। ନାଗରିକତ୍ୱ ଆଇନ, ୧୯୫୫ ଧାରା...

କରୋନାରେ ପରମାଣୁ ବୈଜ୍ଞାନିକ ଶେଖର ବାସୁଙ୍କ ପରଲୋକ

କୋଲକାତା, ୨୪।୯: କରୋନାରେ ଆକ୍ରାନ୍ତ ହୋଇ ପରମାଣୁ ବୈଜ୍ଞାନିକ ଡ.ଶେଖର ବାସୁଙ୍କ ଗୁରୁବାର ଭୋର ୪ଟା ୫୦ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮...

Advertisement
Archives

Model This Week