ଅସୁସ୍ଥ ଅଛନ୍ତି ସନ୍ନି

ମୁମ୍ବାଇ: ବଲିଉଡ ଷ୍ଟାର ଓ ଆକ୍ସନ ହିରୋ ସନ୍ନି ଦେଓଲ କିଛିଦିନ ପୂର୍ବେ ଶୁଟିଂ ସମୟରେ ଆହତ ହୋଇଥିଲେ । ତାଙ୍କ ପିଠିରେ ଆଘାତ ଲାଗିଥିଲା । ଏବେ ସେ ଏହାର ଚିକିତ୍ସା କରିବାକୁ ଆମେରିକାରେ ଅଛନ୍ତି । ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସେ ମୁମ୍ବାଇରେ ଚିକିତ୍ସିତ ହେଉଥିବା ବେଳେ ପରେ କିନ୍ତୁ ତାଙ୍କୁ ଆମେରିକା ଯିବାକୁ ପଡିଛି । ଯାହ ଫଳରେ ସେ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇ ପାରିଲେ ନାହିଁ । ସନ୍ନି ପଞ୍ଜାବର ଗୁରୁଦାସପୁର ଲୋକ ସଭା ଆସନରୁ ଏମ୍‌ପି ରହିଛନ୍ତି ।
ଏହି ଅସୁସ୍ଥତା ସମ୍ପର୍କରେ ତାଙ୍କର ପ୍ରବକ୍ତା ସୂଚନା ଦେଇଛନ୍ତି । ଆଗକୁ ସନ୍ନିଙ୍କୁ ଗଦ୍ଦର ୨ରେ ଦେଖିବାକୁ ମିଳିବ । କିଛିଦିନ ହେବ ପ୍ରାୟ ଆକ୍ଟିଭ ନ ଥିବା ସନ୍ନି ଏବେ ପୁଣିଥରେ ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ପ୍ରସ୍ତୁତ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗର ମନକଥା କହିବାକୁ ଯାଇଥିଲେ, ହେଲେ ନିଜେ ପଡ଼ିଗଲେ ପ୍ରେମରେ…

ଅଭିନେତ୍ରୀ ସୋନମ କପୁରଙ୍କ ସ୍ବାମୀ ଆନନ୍ଦ ଅହୁଜା ଭାରତର ଜଣେ ପ୍ରସିଦ୍ଧ ଫ୍ୟାଶନ ଉଦ୍ୟୋଗୀ। ସେ ପ୍ରତିବର୍ଷ ୨୯ଜୁଲାଇରେ ତାଙ୍କ ଜନ୍ମଦିନ ପାଳନ କରନ୍ତି। ୨୦୧୮ରେ,...

ଏହି ୮ଟି ଫିଲ୍ମରେ ଡବଲ ରୋଲ୍‌ କରିଛନ୍ତି ଶାହାରୁଖ

ମୁମ୍ବାଇ: କିଙ୍ଗ୍‌ଖାନ ଶାହାରୁଖ ତାଙ୍କ ପ୍ରତିଭା ଏବଂ ବହୁ ପରିଶ୍ରମ ବଳରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏକ ବିଶେଷ ସ୍ଥାନ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ଶାହରୁଖଙ୍କ ସଦ୍ୟତମ...

‘ପାଗଳ ପ୍ରେମୀ’ଙ୍କ ନୂଆ ଲୁକ୍‌

ଭୁବନେଶ୍ୱର: ନୂଆ ଫିଲ୍ମରେ ନୂଆ ଗେଟ୍‌ଅପ୍‌। ହଠାତ ଯିଏ ଦେଖିବ ପାଗଳଟିଏ ବୋଲି କହିବ। ବେଳାଭୂମିରେ ଥିବା ଭଙ୍ଗା ଟିଣ ଛପର ଘର ଛାଇତଳେ ବସିଛନ୍ତି...

ସାରାଙ୍କ ଫରେନ୍‌ ଟ୍ରିପ୍‌

ସାରା ଅଲ୍ଲୀ ଖଁ। ଏବେ ଶ୍ରୀଲଙ୍କାରେ ଡେରା ପକାଇଛନ୍ତି। ଶୁଟିଂ ବ୍ରେକ୍‌ ପାଇବା ମାତ୍ରେ ସେ ମାଇଣ୍ଡ ଫ୍ରି କରିବାକୁ ସେଠାକୁ ଯାଇଛନ୍ତି। କିଛିଦିନ ସେ...

ଗୀତ ଅଭ୍ୟାସ କରୁଛି ରୋହିତ୍‌ଙ୍କ ପୋଷା କୁକୁର

ମୁମ୍ବାଇ, ୩।୮: ଏବେ ମୁମ୍ବାଇର ରାଇଟର ତଥା କମେଡିଆନ୍‌ ରୋହିତ୍‌ ନାୟାରଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ୨୯ ସେକେଣ୍ଡର...

ଫିଲ୍ମ ଜଗତରେ ପାଦ ରଖିବାକୁ ଯାଉଛନ୍ତି ଆଉ ଜଣେ କ୍ରିକେଟର୍‌

ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ତାମିଲ ଫିଲ୍ମ କୋବ୍ରା ସହିତ ଅଭିନୟ ଜଗତରେ ପାଦ ଥାପିବାକୁ ଯାଉଛନ୍ତି। ଏହି ଫିଲ୍ମର ଟିଜର ରିଲିଜ ହୋଇଛି।...

ଚର୍ଚ୍ଚାରେ ସାଉଥ୍‌ ଅଭିନେତ୍ରୀଙ୍କ ବିବାହ; ପ୍ରଯୋଜକ ସ୍ବାମୀଙ୍କ ମୋଟାପଣକୁ ନେଇ…

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ପ୍ରଯୋଜକ ରବିନ୍ଦ୍ର ଚନ୍ଦ୍ରସେକରନଙ୍କ ବିବାହ ଏବେ ଚର୍ଚ୍ଚାରେ। ସେ ଗୁରୁବାର ଅଭିନେତ୍ରୀ ତଥା ଭିଜେ ମହାଲକ୍ଷ୍ମୀଙ୍କ ହାତ ଧରିଛନ୍ତି।...

ପୁଣି ଅଡୁଆରେ ଶିଳ୍ପା ସେଟ୍ଟୀ: କୋଟି କୋଟି ଟଙ୍କା ନେଇଗଲେ ଠକି

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଅଡୁଆ ଥମିବାର ନାଁ ନେଉନାହିଁ। ସ୍ବାମୀ ରାଜ କୁନ୍ଦ୍ର ଅଶ୍ଲୀଳ ଫିଲ୍ମ ନିର୍ମାଣ କରିବା ଅଭିଯୋଗରେ ଗିରଫ ହେବା ପରେ...

Advertisement
Archives

Model This Week