ସମର ଆଉଟ୍‌ଫିଟ୍‌

ଫ୍ୟାଶନ ସିଜନ୍‌ ଅନୁଯାୟୀ ବଦଳିଥାଏ। ଖରାଦିନକୁ ଲକ୍ଷ୍ୟକରି କ’ଣ ପିନ୍ଧିଲେ ଏହା ଆପଣଙ୍କୁ କମ୍ଫର୍ଟେବଲ୍‌ ଲାଗିବା ସହିତ କିପରି ଷ୍ଟାଇଲିଶ୍‌ ଦେଖାଯିବେ, ଜାଣନ୍ତୁ ଏ ସମ୍ପର୍କରେ…..

ଧଳା ରଙ୍ଗ ଚୟନ କରନ୍ତୁ ପ୍ରଥମେ
ଖରାଦିନରେ ଓ୍ବାର୍ଡରୋବ୍‌ରେ ନିହାତି ଧଳାରଙ୍ଗର ଆଉଟ୍‌ଫିଟ୍‌ ରଖନ୍ତୁ। ଏହି ଋତୁରେ ଧଳାରଙ୍ଗର ଡ୍ରେସ୍‌ ପିନ୍ଧିବା ତା’ର ଆଉ ଗୋଟେ ମଜା। ଧଳାରଙ୍ଗର ଶର୍ଟ ଡ୍ରେସ୍‌,ମ୍ୟାକ୍ସି ଡ୍ରେସ୍‌, ଅନାରକଲୀ, ଶାଢ଼ି, ଶର୍ଟ,ପେନ୍‌ ସିଲ୍‌ ସ୍କର୍ଟ, ଟ୍ରାଉଜର ଆଦି ଚିନ୍ତା କରିପାରନ୍ତି।
ପ୍ରିଣ୍ଟ୍‌ର ରଖନ୍ତୁ ବହୁ ଧ୍ୟାନ
ଖରାଦିନରେ ଫ୍ଲୋରାଲ୍‌ ପ୍ରିଣ୍ଟ୍‌ର ଚାହିଦା ବେଶି ରହିଛି। କିନ୍ତୁ ଖରାଦିନରେ ଲାଇଟ୍‌ କଲର ଫ୍ଲୋରାଲ ଡ୍ରେସ୍‌ ଏହା ଆପଣଙ୍କୁ କୁଲ୍‌ ଲୁକ୍‌ ଦେଇଥାଏ। ଫ୍ଲୋରାଲ ଲୁକ୍‌ ବ୍ୟତୀତ ଚେକ୍ସ,ଷ୍ଟ୍ରାଇପ୍ସ,ଜ୍ୟୋମେଟ୍ରିକ୍‌ ପ୍ରିଣ୍ଟ୍‌କୁ ଆପଣାଇପାରିବେ।
କମ୍ଫଟେବୁଲ ଡ୍ରେସ୍‌
ଖରାଦିନରେ ଝାଳ ବହୁତ ବାହାରିଥାଏ। ଏଥିପାଇଁ ଟାଇଟ୍‌ ଫିଟିଂ ଡ୍ରେସ୍‌ ପିନ୍ଧନ୍ତୁ ନାହିଁ। ଏହି ସିଜନ୍‌ରେ ଯେତେ ଆରାମଦାୟକ ଡ୍ରେସ୍‌ ପିନ୍ଧିବେ ତାହା ଆପଣଙ୍କୁ ଭଲ ଲାଗିବ। ଶର୍ଟ ଡ୍ରେସ୍‌,କର୍ଟନ ଟି ଶର୍ଟ,ପ୍ଲାଜୋ,ଲଙ୍ଗ୍‌ କୁର୍ତ୍ତି, ପ୍ରିଣ୍ଟେଡ୍‌ ସ୍କର୍ଟ, ହ୍ବାଇଟ୍‌ ଶର୍ଟ,ଲିନେନ୍‌ ଜ୍ୟାକେଟ୍‌,ଏସିମେଟ୍ରିକଲ୍‌ ଟପ୍‌, କର୍ଟନ ଶାଢ଼ି ଆଦି ଖରାଦିନରେ ପିନ୍ଧିବା ଭଲ ଅପ୍‌ସନ।
ଇଭ୍‌ନିଂ ପାର୍ଟି ପାଇଁ ଚୟନ କରନ୍ତୁ ଡ୍ରେସ୍‌
ପାର୍ଟିରେ ସବୁବେଳେ ସମସ୍ତେ ବ୍ଲାକ୍‌ ରଙ୍ଗର ଡ୍ରେସ୍‌ ପିନ୍ଧିବାକୁ ପସନ୍ଦ କରନ୍ତି। କିନ୍ତୁ ଏହି ଦିନରେ କିଛି ଅଲଗା ପିନ୍ଧିପାରିବେ। ଆପଣ ବ୍ଲାକ୍‌ କଲର ସହିତ ଗୋଲ୍‌ଡେନ୍‌ କିମ୍ବା ସିଲ୍‌ଭର କଲରକୁ ମିକ୍ସ ଅପ୍‌ କରି ପିନ୍ଧିପାରିବେ। ଇଭ୍‌ନିଂ ପାର୍ଟି ପାଇଁ ଶିଫନ୍‌,ଜର୍ଜେଟ କିମ୍ବା ସିଲ୍‌କ ଓ୍ବାନ୍‌ ଶୋଲ୍‌ଡର କିମ୍ବା ଅଫ୍‌ ଶୋଲ୍‌ଡର ଥିବା ଶର୍ଟ ଡ୍ରେସ୍‌ କିମ୍ବା ମ୍ୟାକ୍ସି ଡ୍ରେସ୍‌ ବି ପିନ୍ଧିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri