Posted inଖେଳ

ଓଡ଼ିଶାର ସୁନା ପୁଅ ପ୍ରମୋଦଙ୍କୁ ୬ କୋଟି ସହ ଗ୍ରୁପ୍‌ ‘ଏ’ ଚାକିରି

ଭୁବନେଶ୍ୱର,୮।୯(ବ୍ୟୁରୋ): ଟୋକିଓ ପାରାଲିମ୍ପିକ୍ସର ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ ପାଇଁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଛନ୍ତି। ତାଙ୍କୁ ୬ କୋଟି ଟଙ୍କା ପ୍ରଦାନ କରାଯିବା ସହ ଗ୍ରୁପ୍‌ ‘ଏ’ ଚାକିରି ପ୍ରଦାନ କରାଯିବ।

ପ୍ରକାଶ ଯେ, ବ୍ୟାଡ୍‌ମିଣ୍ଟନ୍‌ର ପୁରୁଷ ଏକକ ଏସ୍‌ଏଲ୍‌୩ ବର୍ଗରେ ପ୍ରମୋଦ ସ୍ବର୍ଣ୍ଣ ଜିତିଥିଲେ। ହେଲେ ମିକ୍ସ ଡବଲ୍ସରେ ବ୍ରୋଞ୍ଚ ଲଢ଼େଇରେ ହାରି ଯାଇଥିଲେ। ତେବେ ସେ ପ୍ରଥମ ଭାରତୀୟ ଭାବେ ପାରାଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିବାର ରେକର୍ଡ କରିଛନ୍ତି। ସେ ବିଶ୍ୱ ଚାମ୍ପିୟନଶିପ୍‌ରେ ୪ ଥର ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତେବେ ଚଳିତ ବର୍ଷ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ ୬ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ବାଦ୍ ଦେଇ ଯୁବରାଜ ଗଢିଲେ ସର୍ବକାଳୀନ ପ୍ଲେଇଂ ୧୧, ଦେଖନ୍ତୁ ପୁରା ତାଲିକା

ନୂଆଦିଲ୍ଲୀ,୧୪।୭: ଭାରତୀୟ ଟିମ୍ ଚାମ୍ପିଅନ୍ସ ଅଫ୍ ଲିଜେଣ୍ଡ୍ସ ଫାଇନାଲରେ ପାକିସ୍ତାନକୁ ପାଞ୍ଚ ୱିକେଟରେ ହରାଇବା ପରେ ଅଧିନାୟକ ଯୁବରାଜ ସିଂ ତାଙ୍କର ସର୍ବକାଳୀନ ଏକାଦଶ ଚୟନ...

ଫାଇନାଲ ପୂର୍ବରୁ ଖେଳାଳିଙ୍କୁ ବଡ ଝଟ୍‌କା, ଲକ୍ଷ ଲକ୍ଷ ଟଙ୍କା ନଷ୍ଟ

ନୂଆଦିଲ୍ଲୀ,୧୪।୭: କେବେ ଶୁଣିଛନ୍ତି କି ଜଣେ ଖେଳାଳି ଫାଇନାଲ ମ୍ୟାଚ ଖେଳିବାକୁ ଯାଉଛନ୍ତି ଏବଂ ଏହା ପୂର୍ବରୁ ବୋର୍ଡ ତାଙ୍କୁ ବରଖାସ୍ତ ପତ୍ର ପଠାଉଛି? ହଁ...

ଜିତିବା ସତ୍ତ୍ୱେ ‘ସେଲ୍ଫିସ୍‌’ କହି ଶୁବମନଙ୍କୁ ଚିଡାଉଛନ୍ତି ଲୋକେ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ହରାରେ,୧୪।୭: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ ଜୁଲାଇ ୧୩ରେ ଖେଳାଯାଇଥିଲା। ଭାରତ ଏହାକୁ ୧୦ ଋ଼ଉକେଟରେ...

ନୋଭାକ୍‌ ଜୋକୋଭିଚ୍‌ ବନାମ ଅଲକାରାଜ୍: ୱିମ୍ବଲଡନ୍ ଫାଇନାଲ୍ ଟିକେଟ୍ କ୍ରୀଡା ଇତିହାସରେ ‘ସବୁଠାରୁ ମହଙ୍ଗା’

ନୂଆଦିଲ୍ଲୀ,୧୪।୭: ନୋଭାକ ଜୋକୋଭିଚ୍ ଏବଂ କାର୍ଲୋସ୍ ଅଲକାରାଜଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ୱିମ୍ବଲଡନ୍ ପୁରୁଷ ଫାଇନାଲ ମ୍ୟାଚ୍ ଟିକେଟ୍ ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଜୋକୋଭିଚ୍...

କ୍ୟାନସର ସହ ଲଢୁଛନ୍ତି ଭେଟେରାନ କ୍ରିକେଟର, ୧ କୋଟି ସହାୟତା ରାଶି ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପ୍ରଶିକ୍ଷକ ତଥା କ୍ରିକେଟର ଅଂଶୁମାନ ଗାୟକୱାଡ ବର୍ତ୍ତମାନ ରକ୍ତ କର୍କଟ ଭଳି ଗୁରୁତର ରୋଗରେ ପୀଡିତ ଅଛନ୍ତି। ଏହି...

ଏବେ ମୋତେ କେହି ଗାଳି ଦେଉ ନାହାଁନ୍ତି…, କାହିଁକି ଏମିତି କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୪।୭: ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଯେତେବେଳେ ସେ ଟିମ ଇଣ୍ଡିଆର ଅଧିନାୟକତ୍ୱ ରୋହିତ ଶର୍ମାଙ୍କୁ ଦେଇଥିଲେ ସେତେବେଳେ ଲୋକମାନେ ତାଙ୍କ...

ଶେଷ ମ୍ୟାଚ୍‌ରେ ରଣନୀତି ବଦଳାଇପାରନ୍ତି ଶୁଭମନ୍‌, ଏହି ୨ ଖେଳାଳିଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ, ୧୪।୦୭: ଭାରତ ଏବଂ ଜିମ଼୍ବାୱେ ମଧ୍ୟରେ ଚାଲିଥିବା ସିରିଜ୍‌ର ଶେଷ ମ୍ୟାଚ୍‌ ବାକି ରହିଛି । ଭାରତ ୩-୧ରେ ସିରିଜ୍‌ରେ ଆଗୁଆ ରହିଛି ।...

ଚୁଡ଼ି ପଠାଉଛି ପିନ୍ଧି ଦିଅ…ବିସିସିଆଇକୁ ଏଭଳି କହି ସବୁ ସୀମା ଟପିଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ,୧୪।୭: ଆଇସିସିର ପ୍ରତିଟି ଟୁର୍ନାମେଣ୍ଟରେ ଟିମ୍‌ ଇଣ୍ଡିଆର ଗୁରୁତ୍ୱ ଅଧିକ ରହିଥାଏ। କାରଣଟି ହେଲା ଦଳର ପ୍ରଶଂସକ ଏବଂ ହେବାକୁ ଥିବା ରୋଜଗାର। ଟିମ୍‌ ଇଣ୍ଡିଆ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri