Posted inଜାତୀୟ

ରାମବାଗ ଏନକାଉଣ୍ଟରରେ ଆହତ ଆତଙ୍କବାଦୀ ବସିତ ଅହମ୍ମଦ ଡାରଙ୍କର ହୋଇସାରିଛି ମୃତ୍ୟୁ: ସ୍ପଷ୍ଟ କଲା ଟିଆର୍‌ଏଫ୍‌

ଶ୍ରୀନଗର,୩ ।୧୨: ଆତଙ୍କବାଦୀ ସଙ୍ଗଠନ ଲସ୍କର ଇ ତୋଏବାର ସହଯୋଗୀ ସଙ୍ଗଠନ ଟିଆର୍‌ଏଫ୍ କହିଛି ରାମବାଗରେ ନଭେମ୍ବର ୨୪ରେ ହୋଇଥିବା ଏନକାଉଣ୍ଟରରେ ଆହତ ହୋଇଥିବା ଆତଙ୍କବାଦୀ ବାସିର ଅହମ୍ମଦ ଡାରଙ୍କର ମୃତ୍ୟୁ ହୋଇସାରିଛି । ସେ କୁଖ୍ୟାତ ଆତଙ୍କବାଦୀ ମେହରାନର ଅତି ନିକଟତର ଥିଲେ । ମେହରାନ ଓ ତାଙ୍କ ଗ୍ରୁପଙ୍କୁ ଶ୍ରୀନଗରରେ ସାଧାରଣ ନାଗରିକଙ୍କ ହତ୍ୟା ଅଭିଯୋଗ ରହିଥିଲା । ଟିଆର୍‌ଏଫ୍ ଆହୁରି କହିଛି ମେହରାନ ଓ ବସିତ ଅହମ୍ମଦ ଗାଜି ଫୋର୍ସର ସଦସ୍ୟ ଥିଲେ । ଗୁଇନ୍ଦା ସଂସ୍ଥାରୁ ସୂଚନା ମିଳିଥିଲା କି ଶ୍ରୀନଗରର ରାମବାଗ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଛନ୍ତି । ଏହାପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଏନକାଉଣ୍ଟର କରିଥିଲେ । ଯେଉଁଥିରେ ବାସିର ଅହମ୍ମଦ ଡାର ଆହତ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ମିଶିବା ପାଇଁ ସିଦ୍ଧୁଙ୍କୁ ୭୦ ଥର ଭେଟିଥିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୮।୨: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ନିଜ ମନ୍ତବ୍ୟକୁ ନେଇ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଏବେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ନେଇ ପୁଣି...

ହିମସ୍ଖଳନରେ ୨ ଯବାନ ଶହୀଦ

ନୂଆଦିଲ୍ଲୀ,୧୬ା୫(ପି.ଟି.): ଉତ୍ତର ସିକିମର ଲୁଗ୍‌ନାକ୍‌ ଲା ପାର୍ବତ୍ୟାଞ୍ଚଳରେ ହିମସ୍ଖଳନ ଯୋଗୁ ସେନାର ଜଣେ ଲ୍ୟୁଟନାଣ୍ଟ କଲୋନେଲ୍‌ ଓ ଜଣେ ଯବାନ ଶହୀଦ ହୋଇଛନ୍ତି। ଏମାନେ ୧୮...

ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ,୨୨।୧୨: ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ସଂସଦର ଶୀତ ଅଧିବେଶନ। ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ...

ଆସାମ ରାଇଫଲ୍ସ-ଉଗ୍ରବାଦୀ ମୁହାଁମୁହିଁ, ୨ ଯବାନ ଆହତ…

କୋହିମା, ୧୫।୮ : ସୋମବାର ସକାଳେ ନାଗାଲାଣ୍ଡର ମୋନ ଜିଲ୍ଲାରେ ସନ୍ଦିଗ୍ଧ ଏନଏସସିଏନ-କେଓ୍ବାଇଏ ଉଗ୍ରବାଦୀଙ୍କ ସହ ଆସାମ ରାଇଫଲ୍ସ ଯବାନ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଆସାମ...

ଦୁର୍ନୀତି ଘୋଷଣା ନେଇ ଇସିଙ୍କୁ ନୋଟିସ

ନୂଆଦିଲ୍ଲୀ, ୧୬।୯(ପି.ଟି.): ନିର୍ବାଚନୀ ଗାଇଡ୍‌ଲାଇନର ଉଲ୍ଲଂଘନ କରୁଥିବା ରାଜନୈତିକ ଦଳଗୁଡ଼ିକ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ବୁଧବାର ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ...

ବିନା ପାଇଲଟର ଡ୍ରୋନ୍ ରୁସ୍ତମ-୨ର ସଫଳ ପରୀକ୍ଷଣ

ଚିତ୍ରଦୁର୍ଗ,୧୦ ।୧୦: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆର୍‌ଡିଓ)ଶୁ୍‌କ୍ରବାର ସ୍ୱଦେଶୀ ପ୍ରୋଟୋଟାଇପ୍ ଡ୍ରୋନ୍ ରୁସ୍ତମ-୨ର ଫ୍ଲାଇଟ୍ ଟେଷ୍ଟିଂ କରିଛି । କର୍ନାଟକର ଚିତ୍ରଦୁର୍ଗରେ ରୁସ୍ତମ-୨ ପ୍ରାୟ...

ଭଗବାନଙ୍କ ସୁପର କମ୍ପ୍ୟୁଟର ସ୍ଥିର କରୁଛି କରୋନା ଭାଇରସ ଦ୍ୱାରା କିଏ ସଂକ୍ରମିତ ହେବ କାହାର ମୃତ୍ୟୁ ହେବ: ଆସାମ ମନ୍ତ୍ରୀ

ଗୁଆହାଟି,୨୭ ।୮: ଆସାମର ମନ୍ତ୍ରୀ ଚନ୍ଦ୍ର ମୋହନ ପଟୋୱାରୀଙ୍କ ଜ୍ଞାନ ବୃଦ୍ଧି ହୋଇଛି । ଶୁକ୍ରବାର ସେ ଦାବି କରିଛନ୍ତି କରୋନା ଭାଇରସ ସଂକ୍ରମଣ ଓ...

୨୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ଶିବକୁମାର

ନୂଆଦିଲ୍ଲୀ,୧୫।୧୦: ବଢିଲା କଂଗ୍ରେସ ନେତା ଡିକେ. ଶିବକୁମାରଙ୍କ ବିଚାର ବିଭାଗୀୟ ହାଜତ ମିଆଦି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ରହିବେ।...

Advertisement
Archives

Model This Week