ଅମିତାଭ, ଅଭିଷେକଙ୍କ ପାଇଁ ପୂଜାର୍ଚ୍ଚନା

ମୁମ୍ବାଇ,୧୨।୭: ବିଗ୍‌ ବି ଅମିତାଭ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ କରୋନା ଟେଷ୍ଟ ରିପୋର୍ଟ ଶନିବାର ରାତିରେ ପଜିଟିଭ ଆସିବା ପରେ ଏବେ ଏମାନଙ୍କ ପ୍ରଶଂସକ ଅଡୁଆରେ ପଡିଯାଇଛନ୍ତି। ରବିବାର ଉଜ୍ଜୟୀନିର ମହାକାଳ ମନ୍ଦିରରେ ବଚ୍ଚନ ପରିବାଙ୍କ ସୁସ୍ଥତା କାମନା କରି ପୂଜାର୍ଚ୍ଚନା କରାଯାଇଛି। ସୂଚନାଯୋଗ୍ୟ, ଶନିବାର ଅମିତାଭ ବଚ୍ଚନ ଟୁଇଟ୍‌ କରି ଜଣାଇଥିଲେ କି ସେ କରୋନାରେ ପୀଡ଼ିତ ହୋଇଛନ୍ତିି। ଆଉ ଏହାର କିଛି ସମୟ ପରେ ଅମିତାଭଙ୍କ ପୁଅ ଅଭିଷେକଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା। ଉଭୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଅନ୍ୟପଟେ ଜୟା ବଚ୍ଚନ, ଐଶ୍ୱର୍ଯ୍ୟାରାୟ ବଚ୍ଚନ ଓ ଆରାଧ୍ୟା ବଚ୍ଚନଙ୍କ ଆଣ୍ଟିଜେନ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଏବେ ସ୍ବାବ ଟେଷ୍ଟ ରିପୋର୍ଟକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ରଣବୀରଙ୍କୁ ଐଶ୍ୱର୍ଯ୍ୟାଙ୍କ ଝିଅ ଜାବୁଡ଼ି ଧରିବାରୁ ଏମିତି ଥିଲା ଅଭିଷେକଙ୍କ ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ରଣବୀର କପୁର ଦୀର୍ଘଦନ ଦିନ ଧରି ଭଲ ବନ୍ଧୁ ଥିଲେ। ଦୁଇଜଣ ମିଶି କରଣ ଜୋହରଙ୍କ...

ବାର୍ବି ଡଲ୍‌ ଲୁକ୍‌ରେ ଶେହନାଜ

ମୁମ୍ବାଇ: ବିଗ୍‌ ବସ୍‌ର ସିଜନ-୧୫ର ଗ୍ରାଣ୍ଡ ଫିନାଲ୍‌ରେ ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କୁ ଦେଖିବାକୁ ମିଳିଥିଲା। ଏହି ରାଉଣ୍ଡରେ ଶେହନାଜଙ୍କ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଯାହା ସମସ୍ତଙ୍କୁ...

ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ସାରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ୍‌ ଏବଂ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସମ୍ପର୍କକୁ ନେଇ ବି-ଟାଉନରେ ସର୍ବଦା ଚର୍ଚ୍ଚା ଲାଗିରହୁଥିଲା। ସେମାନଙ୍କ ବ୍ରେକ୍‌ଅପ୍‌କୁ ନେଇ...

ଅନନ୍ୟାଙ୍କ ସହ ଆଗକୁ କାମ ନେଇ ଏମିତି କହିଲେ ଶାହିଦ୍‌

ବଲିଉଡ୍‌ ଅଭିନେତା ଶାହିଦ୍‌ କପୁର ଏବଂ ଅନନ୍ୟା ପାଣ୍ଡେଙ୍କ କେମେଷ୍ଟ୍ରି ପ୍ରାୟତଃ ସମସ୍ତଙ୍କୁ ପସନ୍ଦ। କେହି କେହି କହିଛନ୍ତି, ଏହି ଯୋଡି ଖୁବ୍‌ ସୁନ୍ଦର ।...

ବିବାହ ପୂର୍ବରୁ ଗର୍ଭବତୀ ଥିଲେ ଏହି ୫ ଅଭିନେତ୍ରୀ; ଶ୍ରୀଦେବୀଙ୍କଠାରୁ ଆରମ୍ଭ କରି…

ଭାରତୀୟ ସମାଜରେ ବିବାହ ପରେ ମା’ ହେବା ଏକ ବିଶେଷ ଅନୁଭବ ନେଇ ଆସିଥାଏ। ବିବାହ ପୂର୍ବରୁ ଗର୍ଭଧାରଣକୁ ଭଲ ବୋଲି ବିବେଚନା କରାଯାଏ ନାହିଁ।...

ଘର କିଣିଲେ ରାଣୀ ମୁଖାର୍ଜୀ, ଦାମ୍‌ ଜାଣିଲେ…

ମୁମ୍ବାଇ: ଅଭିନେତ୍ରୀ ରାଣୀ ମୁଖାର୍ଜୀ ମୁମ୍ବାଇରେ ଏକ ନୂଆ ଆପାର୍ଟମେଣ୍ଟ କିଣିଛନ୍ତି। ଏହି ଆପାର୍ଟମେଣ୍ଟର ୨୨ତମ ଫ୍ଲୋର୍‌ ରହିଛି। ୧୪୮୫ ସ୍କୋୟାର ଫୁଟ୍‌ ପରିବେଷ୍ଟିତ ଏହି...

ବିଳାସପୂର୍ଣ୍ଣ କାର୍‌ ଛାଡି ଅଟୋରେ ଭାଣିଜୀର ମେହେନ୍ଦୀ ସେରିମନୀକୁ ଗଲେ ରବିନା

ମୁମ୍ବାଇ: ଫିଲ୍ମ ‘କେଜିଏପ୍‌ ଚାପ୍ଟର-୨’ରୁ ବଡ଼ ପରଦାକୁ ଫେରୁଥିବା ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ଏବେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ନିକଟରେ ସେ...

ଧାକଡକୁ ନେଇ ଚର୍ଚ୍ଚାରେ କଙ୍ଗନା

ମୁମ୍ବାଇ: ବଲିଉଡ୍ ନାୟିକା କଙ୍ଗନା ରାନାୱତ ପୁଣିଥରେ ଶୁଟିଂ ସେଟ୍‌କୁ ଫେରିଛନ୍ତି । ଫିଲ୍ମ ‘ଧାକଡ’ର ଶୁଟି ପାଇଁ ସେ ଏବେ ବୁଦାପେଷ୍ଟରେ । ସେହି...

Advertisement
Archives

Model This Week