ଗ୍ୟାସ୍‌ ଟାଙ୍କି ବିସ୍ଫୋରଣରେ ଜଳିଗଲା ଦୋକାନ

ଜଳେଶ୍ୱର,୧୮।୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ୱର ନିକଟ ଲକ୍ଷ୍ମଣନାଥଠାରେ ବୁଧବାର ଏକ ଗ୍ରସରୀ ଦୋକାନରେ ଗ୍ୟାସ୍‌ ଟାଙ୍କି ବିସ୍ଫୋରଣ ଘଟିଥିଲା। ଏଥିରେ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି ୨ଟି ଦୋକାନ। ପାଖରେ ଛିଡ଼ା ହୋଇଥିବା ଏକ ଅଟୋ ମଧ୍ୟ ଜଳିଯାଇଛି। ଦମକଳ ବାହିନୀ ଆସି ନିଅଁାକୁ ଆୟତ୍ତ କରିଥିଲେ। ଉକ୍ତ ଗ୍ୟାସ୍‌ ଟାଙ୍କି ଘରୋଇ ବ୍ୟବହାର ଲାଗି ଉଦ୍ଦିଷ୍ଟ ଥିବା ବେଳେ ତାକୁ ବ୍ୟବସାୟରେ ଲଗାଯାଉଥିଲା। ଏଭଳି ଅଭିଯୋଗ ଆଣିବା ସହ ଏହାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ବିରାଟ କୋହଲିଙ୍କ ବଡ଼ ଖୁଲାସା, କହିଲେ ନିଜର ସବୁଠୁ ପ୍ରିୟ ODI…

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟ୍‌ର ରନ୍‌ ମେସିନ୍‌ ବିରାଟ କୋହଲି ନିଜର ୩୮ତମ ଜନ୍ମଦିନ ଅବସରରେ ନିଜର ସବୁଠୁ ପ୍ରିୟ ଦିନିକିଆ ଇନିଂସ୍‌ ବିଷୟରେ ଖୁଲାସା କରିଛନ୍ତି ।…

କୋହଲି କ୍ରିକେଟର୍‌ ରୋନାଲ୍ଡୋ… କୋହଲିଙ୍କୁ ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ, ଜାଣନ୍ତୁ କିଏ କ’ଣ କହିଲେ

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟର ରନ ମେସିନ ତଥା ‘କିଙ୍ଗ କୋହଲି’ ବିରାଟ କୋହଲିଙ୍କ ଆଜି ଜନ୍ମଦିନ। ନଭେମ୍ବର ୫ରେ ତାଙ୍କୁ ନେଇ କ୍ରିକେଟ ଜଗତରେ ଉତ୍ସାହ ଦେଖିବାକୁ…

ଏମିତି ରେକର୍ଡ ହାସଲ କଲେ ବିରାଟ କୋହଲି: ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ଅତୁଟ!

ନୂଆଦିଲ୍ଲୀ,୫।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ରେକର୍ଡ। ଦିନିକିଆ କ୍ରିକେଟ୍‌ରେ ତୃତୀୟ ସ୍ଥାନରେ ବ୍ୟାଟିଂ କରି…

“ଏମିତି ହେଲେ ଆମ ସ୍ତ୍ରୀ ବି ପକେଟ ମନି ମାଗିବେ…”: ଶୁଣାଣି ସମୟରେ ହଠାତ୍‌ ଏଭଳି କାହିଁକି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍‌ଲୀ,୫।୧୧: ସୁପ୍ରିମକୋର୍ଟରେ ପତ୍ନୀଙ୍କୁ ପକେଟ ମନି ଦେବା ସହିତ ଜଡ଼ିତ ଏକ ମାମଲାରେ ବିଚାରପତି ଏକ ମଜାଦାର କଥା କହିଛନ୍ତି। ବିବାଦୀୟ ବିବାହ (ମ୍ୟାରେଜ ଡିଜପୁଟ) କୁ…

ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗର ଦାୟିତ୍ୱ

ଭୁବନେଶ୍ୱର,୫ା୧୧: ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ଗତିଶୀଳ ଏବଂ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗୁରୁବାର ଏକ ବଡ଼ଧରଣର ଆଇଏଏସ୍ ସ୍ତରୀୟ ଅଦଳବଦଳ କରିଛନ୍ତି। ବିଭିନ୍ନ…

ଏବେ ବି ବିପଦମୁକ୍ତ ହୋଇନି କରଡ଼ା ଘାଟି, ମରାମତି ଦାବି କରି…

ରାଇକିଆ,୫ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବ୍ୟାପକ କ୍ଷୟ କ୍ଷତି ହୋଇଛି। ମାଲାଗୁଡ଼ାଠାରେ କଲଭର୍ଟ ଧୋଇ ହୋଇଯିବା ଫଳରେ ରାଇକିଆ-କରଡ଼ା ରାସ୍ତାରେ…

ହଠାତ୍‌ କୋହଲିଙ୍କ ହାତରୁ ଖସିପଡ଼ିଲା ଫିଟନେସ ବ୍ୟାଣ୍ଡ, ଅଟକିଗଲା ମ୍ୟାଚ୍‌: ଏହାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଅକଲାଣ୍ଡ, ୫।୧୧:ନ୍ୟୁଜିଲାଣ୍ଡ ଗସ୍ତରେ ନିଜ ବ୍ୟାଟିଂର ଯାଦୁ ଦେଖାଇଛନ୍ତି ଭାରତୀୟ କ୍ରିକେଟ୍‌ର ଷ୍ଟାର ବ୍ୟାଟର ବିରାଟ କୋହଲି। ଅକଲାଣ୍ଡରେ ଖେଳାଯାଇଥିବା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ସେ…

ଡିହନରସିଂହପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ: ୩୨ ବର୍ଷ ପରେ ବି ବଦଳିଲାନି ଭାଗ୍ୟ

କାଏମା, ୫ା୧୧(ଶିବ ପ୍ରସାଦ ମହାନ୍ତି): ସରକାର ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷାର ଡିଣ୍ଡିମ ପିଟୁଥିବାବେଳେ ଆଜି ବି ଅନେକ ସରକାରୀ ବିଦ୍ୟାଳୟରେ ବାସ୍ତବ ଚିତ୍ର ଭିନ୍ନ କାହାଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?