ମିଳିଲାନି ବେଡ, ବାରଣ୍ଡା ଚିକିତ୍ସା ହେଉଛନ୍ତି କ୍ରୀଡାବିତ୍‌ ଆନନ୍ଦିନୀ

ବଲାଙ୍ଗୀର ଅଫିସ,୨୮।୨: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବରିଷ୍ଠ କ୍ରୀଡାବିତ୍‌ ଆନନ୍ଦିନୀ ଦର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ହସ୍ପିଟାଲରେ ବେଡ ଅଭାବରୁ ତାଙ୍କୁ ହସ୍ପିଟାଲ ବାରଣ୍ଡା ଚଟାଣରେ ରଖି ଚିକିତ୍ସା କରାଯାଉଥିବା ଜଣାପଡିଛି। ଆନ୍ତର୍ଜାତିକ ସ୍ତରରେ ପ୍ରତିନିଧିତ୍ କରି ଦେଶ ଓ ରାଜ୍ୟ ପାଇଁ ଅନେକ ଗୌରବ ଆଣିଥିବା ଦର୍ଜୀଙ୍କୁ ହସ୍ପିଟାଲରେ ଶଯ୍ୟାଟିଏ ମିଳିବାରୁ କ୍ରୀଡାପ୍ରେମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲା ଅଧିକ, ସିଟ୍‌ କମ୍‌

ଭୁବନେଶ୍ୱର, ୨୭।୬(ବ୍ୟୁରୋ): ଚଳିତବର୍ଷ ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥର ରେକର୍ଡ ସଂଖ୍ୟକ ପାସ୍‌ ହାର ୯୭.୮୯% ରହିଛି। ଏଥରର...

ଚିକିଛା ଅଭାବୁ ମୁରତୁ ସଂଗେ ଯୁଝୁଛନ୍‌ ହରିଦାସ

କଣ୍ଟାବାଞ୍ଜି, ୨୦ା୧୦(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଫରେଷ୍ଟ ରେଞ୍ଜରେ ହରିଦାସ ଭୁଏ ପାରା ପ୍ରୋଟେକ୍ସନ ଫୋର୍ସରେ ୨୦୦୨ ସାଲୁ ଚାକରି କରୁଥିଲେ। ତାକର ଜମିବାଡି ବଲି...

ଫଟୋ ଅସଲି, ମାଲିକ ନକଲି

କଳିଙ୍ଗନଗର,୩୦ା୧୨(ଡି.ଏନ.ଏ.):ବ୍ୟାସନଗର ସବ୍‌ରେଜିଷ୍ଟର ଅଫିସ (ଉପନିବନ୍ଧକଙ୍କ କାର୍ଯ୍ୟାଳୟ)ରେ ଜମି କିଣାବିକାରେ ବ୍ୟାପକ ଦୁର୍ନୀତି ଚାଲିଛି ା ଜଣେ ବ୍ୟକ୍ତି ବିଦେଶରେ ରହୁଥିଲେ ମଧ୍ୟ ତାଙ୍କ ମୂଲ୍ୟବାନ୍‌ ଜମିକୁ...

ଚାପ ଖେଳ ବେଳେ ବୁଡିଗଲେ ଲଡୁବାବା

ନୟାଗଡ଼ ଅଫିସ,୨୪।୫: ନୟାଗଡ଼ ଜିଲା ଶରଣକୂଳସ୍ଥିତ ଶୈବପୀଠ ଲଡୁବାବାଙ୍କର ଚାପ ଖେଳ ବେଳେ ସୋମବାର ରାତିରେ ଡଙ୍ଗା ଓଲଟି ପଡିଛି। ଡଙ୍ଗା ଓଲଟି ପଡିବାରୁ ଲଡୁବାବାଙ୍କ...

ବୁଧବାର ମହାପ୍ରଭୁଙ୍କ ବନକଲାଗି: ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ଅଫିସ,୧୮।୧୦: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ...

ନିଜସ୍ବ ଉଦ୍ୟମରେ ରାସ୍ତା ମରାମତି କଲା ସ୍ବେଚ୍ଛାସେବୀ ସଂଗଠନ

ଚୌଦ୍ୱାର,୧୬।୭(ଡ଼ି.ଏନ୍‌.ଏ): ଚୌଦ୍ୱାର ପୌରପାଳିକାର ୧୧ନମ୍ବର ୱାର୍ଡ ରାଧାମୋହନ ମନ୍ଦିର ସମ୍ମୁଖ ରାସ୍ତାଟି ଆଜିକୁ ଦୀର୍ଘଦିନ ହେବ ଖାଲଖମା ହୋଇ ପଡିରହିଥିଲା। ଉକ୍ତ ରାସ୍ତା ଦେଇ ଲୋକଙ୍କୁ...

ଅନ୍‌ଲାଇନ୍‌ରେ ହେବ ବିପିୟୁଟି ପରୀକ୍ଷା

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ଏଥର ଅନ୍‌ଲାଇନ୍‌ରେ ବିପିୟୁଟି ପରୀକ୍ଷା ହେବ। ଅନଲାଇନ୍‌ରେ ଇଞ୍ଜିନିୟରିଂ କଲେଜର ଅଷ୍ଟମ ସେମିଷ୍ଟର ପରୀକ୍ଷା ହେବ। ଜୁଲାଇ ପ୍ରଥମରୁ ଦ୍ୱିତୀୟ ସପ୍ତାହ ଭିତରେ ଅନ୍‌ଲାଇନ୍‌ରେ ଏହି...

ପ୍ରହସନ ପାଲଟିଛି ସୁନେତ୍ର କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୧୮।୨(ଡି.ଏନ.ଏ) – ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପ୍ରହସନ ପାଲଟିଛି ସୁନେତ୍ର କାର୍ଯ୍ୟକ୍ରମ। ସୋମବାର ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ୨୫ ପଞ୍ଚାୟତ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ...

Advertisement
Archives

Model This Week