Posted inଫୁରସତ

ଝରକା ସେପଟେ ବିଲେଇକୁ ଦେଖି ଏମିତି ହେଲା ଭାଲୁର ଅବସ୍ଥା: ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଭାଲୁ କାଚ ଝରକା ସେପଟେ ଥିବା ବେଳେ ବିଲେଇକୁ ଅପର ପାର୍ଶ୍ୱରେ ଦେଖିବାକୁ ମିଳୁଛି। ପରେ ଉଭୟ ଉଭୟକୁ ଚାହୁଁଥିବା ବେଳେ ବିଲେଇର ଗର୍ଜନରେ ଭାଲୁ ଡରିଯାଇ ପଛକୁ ପଳାଉଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଶ୍ରମିକ ପାଲଟିଲେ ଲକ୍ଷପତି: ମାଟି ଗଦାରୁ ମିଳିଲା ହୀରା

ପାନ୍ନା,୩।୧୧: ମଧ୍ୟପ୍ରଦେଶରେ ୨ ଜଣ ଶ୍ରମିକଙ୍କ ଭାଗ୍ୟ ଖୋଲିଯାଇଛି। ମାଟି ଗଦାରୁ ସେମାନଙ୍କୁ ହୀରା ମିଳିଛି। ପାନ୍ନା ଜିଲାରେ ଏହି ଘଟଣା ଘଟିଛି। ଜରୁଆପୁରର ଦିଲ୍ଲୀପ...

ବୃଦ୍ଧାବସ୍ଥାରେ ଏମିତି ଦେଖାଯିବେ ସ୍ମୃତି ଇରାନୀ

ସୋସିଆଲ ମିଡିଆରେ ଆଜିକାଲି ବୃଦ୍ଧା ହେବାର ଏକ ନୂଆ ଟ୍ରେଣ୍ଡ ଚାଲିଛି। ‘ଫେସ୍‌ ଆପ୍‌’ ନାମକ ଏକ ଆପ୍‌ ବ୍ୟବହାର କରି ସେଲିବ୍ରିଟିମାନେ ବୃଦ୍ଧାବସ୍ଥାରେ କେମିତି...

ଦିଲ୍ଲୀରେ ନୟନାଙ୍କୁ ହୃଦୟ ଦେଇ ବସିଥିଲେ ଏହି ଲୋକପ୍ରିୟ ସାମ୍ବାଦିକ, ଆଉ ତା’ ପରେ…

ରବିଶ କୁମାର। ସାମ୍ବାଦିକତା ଜଗତର ଜଣେ ପରିଚିତ ନାମ। ଏକାଧିକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି। କର୍ମ ଜୀବନକୁ ଛାଡ଼ିଦେଲେ ରବିଶଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ...

ମିସ୍‌ ଥାଇଲାଣ୍ଡ ପାଇଁ ଚାଲିଥିଲା ଫଟୋସୁଟ୍‌: ଅଚାନକ ପାଣିରେ ଖସିପଡିଲେ ମଡେଲ

ବ୍ୟାକଂକ,୧୦।୧୨: ନିକଟରେ ଥାଇଲାଣ୍ଡରେ ମିସ୍‌ ଥାଇଲାଣ୍ଡ ପ୍ରତିଯୋଗିତାରେ ଅନେକ ମଡେଲଙ୍କ ଏକ ଫଟୋସୁଟ୍‌ ଚାଲିଥିଲା। ହେଲେ ସେହି ସମୟରେ ହଠାତ୍‌ ଏକ ଦୁର୍ଘଟଣା ଘଟିଥିଲା। ଯାହା...

ଆହତ ହୋଇ ନିଜେ ଡାକ୍ତରଖାନାରେ ପହଞ୍ଚିଲା ମାଙ୍କଡ

ସୋସିଆଲ ମିଡିଆରେ ଏକ ମାଙ୍କଡର ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଏକ ମାଙ୍କଡ ଆହତ ହୋଇ ନିଜେ ଡାକ୍ତରଖାନା ଯାଇଥିବା ଦେଖିବାକୁ ମିଳିଛି। ମାଙ୍କଡଟି...

୩ ଘଣ୍ଟାରେ ୧୪୦୦ କିମି ଅତିକ୍ରମ କରି ପୁଣେରୁ ଦିଲ୍ଲୀ ହସ୍ପିଟାଲରେ ପ୍ରତିରୋପଣ ପାଇଁ ପହଞ୍ଚିଲା ହୃଦୟ: ମହିଳାଙ୍କୁ ମିଳିଲା ନୂଆ ଜୀବନ

ନୂଆଦିଲ୍ଲୀ,୧୯।୨: ମାତ୍ର ୩ ଘଣ୍ଟାରେ ୧୪୦୦ କିମି ଅତିକ୍ରମ କରି ପୁଣେର ରୁବି ହଲ୍‌ କ୍ଲିନିକ୍‌ରୁ ଦିଲ୍ଲୀର ଫୋର୍ଟିସ୍‌ ହସ୍ପିଟାଲରେ ପ୍ରତିରୋପଣ ପାଇଁ ହୃଦୟ ପହଞ୍ଚିଛି।...

ବୁଲାକୁକୁରଙ୍କୁ ସାହାରା ଦେବା ପାଇଁ ୧୪ ଶହ କିମି ପାଦରେ ଚାଲିଲେ ଏହି ବ୍ୟକ୍ତି

ମେକ୍ସିକୋ,୧୨।୧୧:ସାଧାରଣତଃ ରାସ୍ତାରେ ବୁଲୁଥିବା କୁକୁରଙ୍କୁ କେହି ଧ୍ୟାନ ଦେଇ ନ ଥାନ୍ତି। କେହି ବୁଲାକୁକୁରଙ୍କୁ ଢେଲା ଫୋପାଡିଲାଣି ତ ଆଉ କିଏ ପାଣି। ଏମିତି ଅସହାୟ...

ସୂର୍ଯ୍ୟୋପରାଗ ସମୟରେ କ’ଣ କରିବେ, ନକରିବେ; ଜାଣନ୍ତୁ…

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଜୁନ ୨୧ରେ ପଡ଼ୁଛି। ଏହା ଓଡ଼ିଶା ତଥା ଭାରତର ସର୍ବତ୍ର ଦୃଶ୍ୟ ହେଉଥିବାରୁ ପାଳନୀୟ। ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ...

Advertisement

BGU

Archives

Model This Week

Why Dharitri