‘ବିଗ୍‌ବସ୍‌’ ହୋଷ୍ଟ କରିବେନି ସଲ୍‌ମାନ

ମୁମ୍ବାଇ: ରିଆଲିଟି ଶୋ’ ‘ବିଗ୍‌ବସ୍‌’ କହିଲେ ସମସ୍ତେ ବଲିଉଡ୍‌ ଅଭିନେତା ସଲ୍‌ମାନଙ୍କ କଥା ହିଁ ବୁଝିଥାନ୍ତି। ଦୀର୍ଘ ୮ ବର୍ଷ ଧରି ସେ ହିଁ ଏହି ଶୋ’କୁ ହୋଷ୍ଟ କରି ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି। ହେଲେ ସେ ଏବେ ଶୋ’କୁ ହୋଷ୍ଟ କରିବେନି। ବିଗ୍‌ବସ୍‌ ୧୬ ଶୋ’ର ଶେଷ ପର୍ଯ୍ୟନ୍ତ ତାଙ୍କୁ ଆଉ ଦେଖିବାକୁ ମିଳିବନି। ଖବରୀ ରିପୋର୍ଟ ମୁତାବକ ତାଙ୍କ ବଦଳରେ କରଣ ଜୋହର ଶୋ’କୁ ହୋଷ୍ଟ କରିବେ। ଏହା ପୂର୍ବରୁ ଶୋ’ର ପ୍ରଥମରୁ ସଲ୍‌ମାନ ଅସୁସ୍ଥ ହୋଇପଡ଼ିଥିଲେ। ସେତେବେଳେ କରଣ ଜୋହର ଶୋ’କୁ ହୋଷ୍ଟ କରିଥିଲେ। ଦର୍ଶକ କରଣଙ୍କ ହୋଷ୍ଟକୁ ମଧ୍ୟ ଖୁବ୍‌ ପସନ୍ଦ କରିଥିଲେ। ସଲ୍‌ମାନ ଫାଇନାଲ ବେଳକୁ ଶୋ’କୁ ଫେରି ଆସିବେ। ତେବେ ଜଣାପଡ଼ିଛି ଯେ ସଲ୍‌ମାନଙ୍କ କଣ୍ଟ୍ରାକ୍ଟ ଶେଷ ହୋଇଯାଇଛି, ଯାହା ଏ ପର୍ଯ୍ୟନ୍ତ ରିନ୍ୟୁ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?