ସଲମାନ୍‌ ଗାଇଲେ‘ମାନିକେ ମାଗେ ହିତେ’

ମୁମ୍ବାଇ: ଇଣ୍ଟରନେଟ୍‌ ସେନ୍‌ସେସନ ପାଲଟିଛି ଗୀତ ‘ମାନିକେ ମାଗେ ହିତେ’। ବିଗ୍‌ ବସ୍‌ ୧୫’ର ପ୍ରଥମ ଓ୍ବିକେଣ୍ଡ୍‌ କା ବାର ଏପିସୋଡରେ ମାନିକେ ମାଗେ ହିତେ ’ଗାୟକ ୟୋହାନି ଦିଲେକା ଦେ ସିଲ୍‌ଭା ନବରାତ୍ରୀ ସ୍ପେଶାଲ୍‌ରେ ସ୍ବତନ୍ତ୍ର ଅତିଥି ହେବାକୁ ଯାଉଛନ୍ତି। ଚର୍ଚ୍ଚାରେ ଥିବା ଏହି ଗୀତକୁ ଏବେ ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଛି।

ନିକଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେହି ଭିଡିଓରେ ବଲିଉଡର ଭାଇଜାନ ସଲମାନ ଖାନ୍‌ ଥିବା ନଜର ଆସୁଛନ୍ତି। ୟୋହାନି ସଲମାନଙ୍କ ସହ ବିଗ୍‌ବସ୍‌ ମଞ୍ଚରେ ଯୋଗ ଦେଇଥିଲେ। ‘ମାନିକେ ମାଗେ ହିତେ’ଗୀତ ଗାଇବାକୁ ୟୋହାନି ସଲମାନ୍‌ଙ୍କୁ କହିଥିଲେ।
ସଲମାନଙ୍କ ମଧ୍ୟ ଗୀତଟିକୁ ନିଜ ମୁତାବକ ଗାଇଥିଲେ। ଏହାଶୁଣି ୟୋହାନି ମଧ୍ୟ ହସିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡ଼ିିଆରେ ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଶ୍ୱେତା ଶେୟାର କଲେ ଝିଅ ପଲକଙ୍କ ଫଟୋ, ଲେଖିଲେ ଏମିତି କିଛି…

ମୁମ୍ବାଇ: ‘ଖତ୍‌ରୋଁ କେ ଖିଲାଡି -୧୧’ର ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରୁହନ୍ତି। ଏହି ଅଭିନେତ୍ରୀ ଝିଅ ପଲକଙ୍କ ଫଟୋ ସୋସିଆଲ...

ଗାୟିକା ସାଜିଲେ ପ୍ରିୟା ପ୍ରକାଶ

ଥିରୁଭାନନ୍ଥପୁରମ୍‌: ଗତବର୍ଷ ଯାହାଙ୍କ ଆଖିମରା ଦୃଶ୍ୟ ଲକ୍ଷଲକ୍ଷ ଦର୍ଶକଙ୍କ ହୃଦୟକୁ ଜିଣିପାରିଥିଲା, ସେଇ ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ପ୍ରିୟା ପ୍ରକାଶ ବାରିୟର। ସେ ଆଗାମୀ ମାଲାୟାଲମ୍‌...

୩ ଜଣଙ୍କୁ ବିବାହ କରି ମଧ୍ୟ ଆଜି ଏକାକୀ ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀ

ନୀଳିମା ଅଜିମ ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତ୍ରୀ। ସେ ୧୯୫୮ ମସିହା ଡିସେମ୍ବର ୨ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌କୁ ସେ ଅନେକ ଫିଲ୍ମ...

ଅବେଳରେ ଝଡି ପଡିଲେ ଏହି ଅଭିନେତ୍ରୀ

‘ଛିଛୋରେ’ ସମେତ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଅଭିଲାଷା ପାଟିଲ କରୋନା ଯୁଦ୍ଧରେ ହାରି ଯାଇଛନ୍ତି। ଅଭିଳାଷା ଏକ ଏକ ଶୁଟିଂରେ ବନାରସ...

ନାୟକ ହେବାପାଇଁ ପିଲାବେଳୁ ଇଚ୍ଛା ଥିଲା

ଜଣେ ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରି ‘ତୁ ମୋ ଲଭ୍‌ଷ୍ଟୋରି’ ଫିଲ୍ମରେ ମୁଖ୍ୟ ନାୟକ ଭାବେ ନଜରକୁ ଆସିଥିଲେ ସ୍ବରାଜ। ଓଡ଼ିଆ ଫିଲ୍ମ...

‘ଗଙ୍ଗୁବାଇ କାଠିୟାୱାଡି’ର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀ ଓ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅପ୍‌ କମିଂ ଫିଲ୍ମ ‘ଗଙ୍ଗୁବାଈ କାଠିୟାୱାଡି’ର...

ସାମ୍ନାକୁ ଆସିଲା ଫିଲ୍ମ ‘ଭେଡିୟା’ର ପ୍ରଥମ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ବରୁନ ଧାଓ୍ବନ ଏବଂ ଅଭିନେତ୍ରୀ କ୍ରୀତି ସାନନ ଖୁବ୍‌ଶୀଘ୍ର ତାଙ୍କର ଅପକମିଙ୍ଗ୍‌ ହରର କମେଡି ଫିଲ୍ମ‘ଭେଡିୟା’ ସହ ବଡ ପରଦାରେ ନଜର...

କଙ୍ଗନା ରନାଓ୍ବତଙ୍କ ପାଇଁ ଆଉ ଏକ ଖରାପ ଖବର

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଏବଂ ଶିବସେନା ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ଏହା ମଧ୍ୟରେ କଙ୍ଗନାଙ୍କ ପାଇଁ ଆଉ ଏକ ଖରାପ ଖବର ରହିଛି।...

Advertisement


Archives

Model This Week