ପ୍ରେମିକାଙ୍କ ସହ ନୂଆବର୍ଷ ପାଳିଲେ ଭାଇଜାନ

ମୁମ୍ବାଇ: ଇଂରାଜୀ ନବବର୍ଷ ଆଜିଠୁ ଆରମ୍ଭ ହୋଇଛି। ବଲିଉଡ୍‌ କଳାକାରମାନେ ମଧ୍ୟ ଏହିଦିନଟିକୁ କରୋନା କଟକଣା ମଧ୍ୟରେ ପାଳନ କରୁଛନ୍ତି। ଏଥିସହିତ ସୋସିଆଲ ମିଡିଆରେ ଫଟୋ ବି ଶେୟାର କରିଛନ୍ତି ବଲିଉଡ୍‌ର ଭାଇଜାନ ସଲମାନ ଖାନ୍‌ ତଥାକଥିତ ପ୍ରେମିକା ୟୁଲିଆ ବନ୍ତୁର ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ଉତ୍ସାହ ଉଦ୍ଦୀପନାର ସହ ପାଳନ କରିଛନ୍ତି। ଅଭିନେତା ତଥା ରାଜନେତା କାକ୍‌ ବୀଣା ସଲମାନଙ୍କ ସହ ଏକ ଫଟୋ ଶେୟାର କରି ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି।

ଫଟୋରେ ସଲମାନ ଏକ ବ୍ଲାକ କଲରର ଟି-ଶର୍ଟ ପିନ୍ଧି ଥିବାବେଳେ ପ୍ରିଣ୍ଟେଡ ଜ୍ୟାକେଟ୍‌ ପିନ୍ଧିଛନ୍ତି। କାକ୍‌ ଶେୟାର କରିଥିବା ଏହି ଫଟୋରେ ପ୍ରଶଂସକମାନେ ସୁପରଷ୍ଟାର ସଲମାନଙ୍କୁ ଦେଖି ବହୁତ ଖୁସି ହୋଇଯାଇଛନ୍ତି। ପ୍ରଶଂସକମାନେ ମଧ୍ୟ ଏମାନଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଶେୟାର ହୋଇଥିବା ଭିଡିଓରେ ୟୁଲିଆଙ୍କ ସମେତ ସଙ୍ଗୀତା ବିଜ୍‌ଲାନୀ ଏବଂ କାକ୍‌ ମଧ୍ୟ ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉର୍ବଶୀ ମନେପକାଇଲେ ପୁରୂଣାଦିନର ସ୍ମୃତି

ନୂଆଦିଲ୍ଲୀ: ନିଜର ସୁନ୍ଦରତାକୁ ନେଇ ବହୁ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ବୋଲ୍ଡ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ। ଏହି...

ଆକ୍ସନ ଫିଲ୍ମରେ ରୁଚି

ଏକାଧିକ ବଲିଉଡ୍‌ ଫିଲ୍ମରେ ଅଭିନୟ କରି ଅଭିନୟ ଜଲଓ୍ବାରେ ଦର୍ଶକଙ୍କ ମନ କିଣିଥିବା ଭୂମି ପେଡ଼ନେକର ଏବେ ଆକ୍ସନ ଫିଲ୍ମ କରିବା ପାଇଁ ମନ ବଳାଇଛନ୍ତି।...

ଏକଦା ଶାହାରୁଖଙ୍କୁ ‘କୁକୁର’ ବୋଲି ସମ୍ବୋଧନ କରିଥିଲେ ମିଷ୍ଟର ପରଫେକ୍ଟ: କହିଥିଲେ ‘ମୋ ପାଦ ଚାଟୁଛି’; ଆଉ…

ବମ୍ବେ: ବଲିଉଡ୍‌ର ମିଷ୍ଟର ପରଫେକ୍ଟ ନାମରେ ଖ୍ୟାତ ଆମିର ଖାନ। ଏକଦା ସେ ନିଜର ବ୍ଲଗରେ କିଙ୍ଗ ଖାନଙ୍କୁ ନିଜର କୁକୁର ବୋଲି କହିଥିଲେ। ଏହି...

ଭାଇରାଲ ହେଉଛି ଜ୍ୟାକଲିନଙ୍କ ଟପ୍‌ଲେସ୍ ଫଟୋ

ମୁମ୍ବାଇ: ଜ୍ୟାକଲିନ ଫର୍ନାଡିଜ । ବଲିଉଡ୍‌ର ଆଗଧାଡିର ନାୟିକା । ସେ ନିଜ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ଥାଆନ୍ତି କୋଟି କୋଟି ଦର୍ଶକଙ୍କର ହୃଦୟ...

ଦୀପିକାଙ୍କୁ ପରିଚୟପତ୍ର ମାଗିଲେ ଏୟାରପୋର୍ଟ ସିକ୍ୟୁରିଟି

ମୁମ୍ବାଇ: ବିମାନବନ୍ଦର ପ୍ରବେଶପଥରେ ଜଣେ ନିରାପତ୍ତା କର୍ମଚାରୀ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ପରିଚୟ ପତ୍ର ଦେଖାଇବାକୁ କହି ଧାର୍ଯ୍ୟ ବିଧି ବ୍ୟବସ୍ଥାର ଅନୁସରଣ କରିଥିବା...

କ୍ରିକେଟର୍ସ ଭୂମିକାରେ ନଜର ଆସିବେ ଜାହ୍ନବୀ!

ମୁମ୍ବାଇ: ବଲିଉଡ୍ ନାୟିକା ଜାହ୍ନବୀ କପୁରଙ୍କ ହାତରେ ଏବେ ଅଫର ପରେ ଅଫର୍ । ମାର୍ଚ୍ଚରେ ରିଲିଜ୍ ହୋଇଥିବା ଫିଲ୍ମ ‘ରୁହି’ରେ ଜାହ୍ନବୀ ରାଜକୁମାର ରାଓଙ୍କ...

ରାଗିଲେ କରିନା!

ମୁମ୍ବାଇ: ନିକଟରେ ବଲିଉଡ୍‌ ବେବୋ କରିନା କପୁର ଖାଁ ହୋଲି ଖେଳି ଫେରୁଥିବା ସମୟରେ ତାଙ୍କୁ ସ୍ପଟ କରାଯାଇଥିଲା। ଆଉ ଏତିକିବେଳେ ତାଙ୍କ ପ୍ରଶଂସକମାନେ କରିନାଙ୍କ...

ଓଜନ କମାଇବା ପରେ କମେଡି କୁଇନ୍‌ଙ୍କୁ ପସନ୍ଦ କରୁଛନ୍ତି ପ୍ରଶଂସକ

ମୁମ୍ବାଇ: କମେଡି କୁଇନ୍‌ ଭାରତୀ ସିଂ ତାଙ୍କର ଜବରଦସ୍ତ ଶରୀର ପରିବର୍ତ୍ତନ ପାଇଁ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି। ଭାରତୀ ତାଙ୍କର ଓଜନ ୧୫ କେଜି କମାଇ...

Advertisement
Archives

Model This Week