ରୋଜି ଡିଲାଇଟ୍‌

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌- ୫ଟି (ସ୍ଲାଇସ୍‌ ବ୍ରେଡ୍‌), ୫ ଚାମଚ ରୋଜ୍‌ ସିରପ୍‌, ୧/୪ କପ୍‌ ନଡିଆ କୋରା, ୨ ଚାମଚ ଠଣ୍ଡାଇ ପାଉଡର, ୨୫୦ଗ୍ରାମ୍‌ ଖୁଆ, ଆବଶ୍ୟକ ଅନୁସାରେ ଟୁଟିଫୁଟି, ଡ୍ରାଏ ଫ୍ରୁଟ୍ସ, ଚକୋ ଚିପ୍ସ।
ପ୍ରସ୍ତୁତି ପ୍ରଣାଳୀ: କୁକି କଟରରେ ବ୍ରେଡ୍‌କୁ ଗୋଲ ଗୋଲ କାଟି ଦିଅନ୍ତୁ। ଏକ ପାତ୍ରରେ ଖୁଆ ଏବଂ ଠଣ୍ଡାଇ ପାଉଡର ନେଇ ଅଳ୍ପ ପାଣି ପକାଇ ଭଲ ଭାବେ ଚକଟନ୍ତୁ। ଏହାକୁ ହାତରେ ଗୋଲ ଗୋଲ କରି ପୂର୍ବରୁ କଟା ହୋଇଥିବା ବ୍ରେଡ୍‌ ଉପରେ ରଖନ୍ତୁ। ଏହା ଉପରେ ଡ୍ରାଏ ଫ୍ରୁଟ୍‌ସ, ଚକୋ ଚିପ୍ସ, ଟୁଟିଫୁଟି ରଖନ୍ତୁ। ଏହା ଉପରେ କଟା ହୋଇଥିବା ଆଉ ଗୋଟିଏ ସ୍ଲାଇସ୍‌ ରଖି ଦିଅନ୍ତୁ। ଏହା ଉପରେ ନଡିଆ କୋରା ଲଗାଇ ଫ୍ରିଜ୍‌ରେ ରଖିଦିଅନ୍ତୁ।
ପ୍ରସ୍ତୁତ ହୋଇଗଲା ରୋଜି ଡିଲାଇଟ୍‌ସ। ଏହାକୁ ଫ୍ରଜ୍‌ରୁ କାଢି ନିଜେ ଖାଇବା ସହ ପରିବାର ଲୋକଙ୍କୁ ଖୁଆବାର ଆନନ୍ଦ ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ କେଉଁଠି ରଖିବେ ହାତୀ ମୂର୍ତ୍ତି

ବାସ୍ତୁ ହେଉ ଅବା ଜ୍ୟୋତିଷ ଶାସ୍ତ୍ର ସବୁଥିରେ ହାତୀକୁ ବହୁତ ଶୁଭ ମଣାଯାଏ। ଶାସ୍ତ୍ରରେ ଏହାର ସମ୍ବନ୍ଧ ବିଘ୍ନହର୍ତ୍ତା ପ୍ରଭୁ ଶ୍ରୀ ଗଣେଶ ଓ ଧନରଦେବୀ...

ଏଭଳି ଶୋଇଲେ ଶରୀର ଉପରେ ପଡ଼େ ଖରାପ ପ୍ରଭାବ…

ଶୋଇବାର କେତେକ ସାଧାରଣ ନିୟମ ରହିଛି। ଏହାକୁ ପାଳନ କଲେ ଶରୀର ଉପରେ ଭଲ ପ୍ରଭାବ ପଡ଼ିଥାଏ। ପେଟ ମାଡ଼ିହୋଇ ଶୋଇବା ଦ୍ୱାରା ବହୁ ସମସ୍ୟା...

ନେଡ଼ି ଗୁଡ଼ କହୁଣୀକୁ ବୋହିଯିବା ଆଗରୁ ଏଭଳି ସହଜ ଉପାୟରେ ଚିହ୍ନନ୍ତୁ ସ୍ବାର୍ଥପର ପାର୍ଟନରଙ୍କୁ, ଖାଇବେନି ଧୋକା…

ସମସ୍ତେ ଚାହାନ୍ତି ଯେ ସେମାନଙ୍କ ପାର୍ଟନର ସଚ୍ଚୋଟ ହୁଅନ୍ତୁ। ସେମାନଙ୍କ ଉପରେ ବିଶ୍ୱାସ କରନ୍ତୁ, ଓ ସେମାନଙ୍କ ସୁଖ ଏବଂ ଦୁଃଖରେ ସର୍ବଦା ସେମାନଙ୍କ ପାଖରେ...

ଏହି ୩ ଅକ୍ଷରଧାରୀ ପୁରୁଷ ସ୍ତ୍ରୀଙ୍କ କଥାରେ ହୋଇଥାନ୍ତି ବସ୍‌ଉଠ୍‌

ବିବାହ ଏମିତି ଏକ ବନ୍ଧନ ଯେଉଁଥିରେ ଉଭୟ ସ୍ବାମୀ-ସ୍ତ୍ରୀ ସାତଜନ୍ମ ପାଇଁ ବାନ୍ଧି ହୋଇଥାନ୍ତି। ପରସ୍ପର ସୁଖ ଦୁଃଖରେ ଚଳିବା ପାଇଁ କରିଥାନ୍ତି ବଜ୍ର ଶପଥ।...

ଆଜ୍‌ମାରୁ ମୁକ୍ତି ପାଇଁ…

ଶୀତଦିନେ ଥଣ୍ଡାର ପ୍ରକୋପ ଯୋଗୁ ଆଜ୍‌ମା ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଏ। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଅଳ୍ପ ପରିଶ୍ରମ କରିବା...

ସ୍ତନ୍ୟପାନ କରାଉଥିଲେ ଧୂମପାନ ହାନିକାରକ

ଧୂମପାନ କରିବା ଏବଂ ଏହା ସଂସ୍ପର୍ଶରେ ରହିବା ଉଭୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହା ସବୁଠୁ ଅଧିକ ମହିଳାଙ୍କ ପାଇଁ କ୍ଷତିକାରକ ହୋଇଥାଏ, ଯେଉଁମାନେ ନବଜାତକଙ୍କୁ...

ସ୍ବାସ୍ଥ୍ୟୋପକାରୀ କଖାରୁ ଫୁଲ

କଖାରୁ ଫୁଲରେ ଭିଟାମିନ୍‌ ବି-୯ ଅଧିକ ଥିବାରୁ ଏହା ଆମ ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ, ଯାହା ଶରୀରକୁ...

ସୃତିଶକ୍ତି ପ୍ରଖର ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌…

ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ । ଲେମ୍ବୁପାଣିରେ ପୋଟାସିୟମ୍‌, ଫୋଲେଟ୍‌, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌ ସି ଆଦି ପୋଷକ ତତ୍ତ୍ୱ ରହିଥାଏ। ସକାଳେ ନିୟମିତ...

Advertisement
Archives

Model This Week