Posted inଖେଳ

ଭାରତୀୟ ଟିମ୍‌କୁ ଫେରିଲେ ଏହି ଘାତକ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୮।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏବେ ଟି-୨୦ ସିରିଜ ଖେଳୁଛି ଭାରତ। ଏହାପରେ ଶ୍ରୀଲଙ୍କା ବିପକ୍ଷରେ ଟି ୨୦ ଏବଂ ଟେଷ୍ଟ ସିରିଜ ଖେଳିବ ଦଳ। ଅଧିନାୟକ ଭାବେ ରୋହିତ ଶର୍ମା ନେତୃତ୍ୱ ନେବା ପରଠାରୁ ଦଳ ଭଲ ପ୍ରଦର୍ଶନ କରୁଥିବା ଦେଖାଯାଉଛି। ଏପରି ସ୍ଥିତିରେ ଶ୍ରୀଲଙ୍କା ବିପକ୍ଷ ସିରିଜ ଉପରେ କ୍ରିକେଟ ପ୍ରଶଂସକଙ୍କ ନଜର ରହିଛି। ଏହାକୁ ଅନେକ ଦିନ ଥିବା ବେଳେ ଏବେ ଭାରତୀୟ ଟିମ୍‌କୁ ଜଣେ ଘାତକ ଅଲରାଉଣ୍ଡର ଫେରୁଛନ୍ତି। ସେ ହେଲେ ରବିନ୍ଦ୍ର ଜାଡେଜା।

ନ୍ୟୁଜିଲାଣ୍ଡ ବିପକ୍ଷରେ ଆହତ ହେବା ଯୋଗୁ ଜାଡେଜାଙ୍କୁ ଦକ୍ଷିଣ ଆଫ୍ରିକା ଏବଂ ଓ୍ବେଷ୍ଟଇଣ୍ଡିଜ ସିରିଜରୁ ବାଦ୍‌ ଦିଆଯାଇଥିଲା। ବର୍ତ୍ତମାନ ସେ ଲକ୍ଷ୍ନୌରେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ଏବେ ତାଙ୍କ ଘରବାହୁଡ଼ା ଯୋଗୁ ଭାରତର ବୋଲିଂ ଏବଂ ବ୍ୟାଟିଂ ଉଭୟ ମଜଭୂତ ହେବ।

କହିରଖୁଛୁ, ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟି-୨୦ ଫେବୃୟାରୀ ୨୪ରେ ଲକ୍ଷ୍ନୌରେ ଖେଳାଯିବ। ଏହାପରେ ଦ୍ୱିତୀୟ ଏବଂ ତୃତୀୟ ଟି-୨୦ ଧର୍ମଶାଳାରେ ଖେଳାଯିବ। ସେହିଭଳି ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟ ମାର୍ଚ୍ଚ ୪-୮ ମୋହାଲିରେ ଖେଳାଯିବାକୁ ଥିବା ବେଳେ ଶେଷ ଟେଷ୍ଟ ୧୨ରୁ ୧୬ ମାର୍ଚ୍ଚ ମଧ୍ୟରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନାଇଜେରିଆଠାରୁ ହାରି ଚିଲି ବିଦା

ଭୁବନେଶ୍ୱର,୧୮।୧୦(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଏକ ଗ୍ରୁପ୍‌ ‘ବି’ ମ୍ୟାଚ୍‌ରେ ନାଇଜେରିଆ ୨-୧ ଗୋଲରେ...

ପୁଣି ଥରେ ପଦାରେ ପଡ଼ିଲା ଆରସିବିର ମିଡିଲ ଅର୍ଡର ସମସ୍ୟା

ଶାରଜା,୨୪।୯: ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ଭଲ ଆରମ୍ଭ ଦେଇଥିଲେ ଅଧିନାୟକ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ।...

ମିକ୍ସଡ ଡବଲ୍ସରୁ ଭାରତକୁ ୩ୟ ସ୍ବର୍ଣ୍ଣ

କଟକ ଅଫିସ,୨୨।୭- ରାଜ୍ୟଗୋଷ୍ଠୀ ଟେବୁଲ ଟେନିସର ୨୧ତମ ସଂସ୍କରଣରେ ଭାରତ ମିକ୍ସଡ ଡବଲ୍ସ ଇଭେଣ୍ଟରୁ ତୃତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛି । ଜବାହରଲାଲ ନେହେରୁ...

ଟିମ ଇଣ୍ଡିଆରୁ ଗାଙ୍ଗୁଲିଙ୍କ ବିଦା ହେବାର କାରଣ କହିଲେ ଗ୍ରେଗ୍‌ ଚାପେଲ

ବ୍ରିସବେନ,୨୧।୫: କେଉଁ କାରଣରୁ ଟିମ ଇଣ୍ଡିଆରୁ ବାଦ୍‌ ପଡ଼ିଥିଲେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି? ସେତେବେଳେ ଭାରତୀୟ ଦଳର କୋଚ୍‌ ପଦରେ ଥିବା ଗ୍ରେଗ୍‌ ଚାପେଲ...

କୋପା ଆମେରିକା ଫୁଟ୍‌ବଲ: ଆର୍ଜେଣ୍ଟିନା- କଲମ୍ବିଆ ସେମି ମୁକାବିଲା

ରିଓ ଡି ଜେନିରୋ,୫।୭: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଅନ୍ୟତମ ଫେଭରାଇଟ ଦଳ ଆର୍ଜେଣ୍ଟିନା ସେମିଫାଇନାଲରେ ପ୍ରବେଶ କରିଛି। ଶନିବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମୁକାବିଲାରେ...

୧୭୪ରେ ଅଟକିଲା ଟିମ୍‌ ଇଣ୍ଡିଆ

ସେଞ୍ଚୁରିଆନ,୨୯।୧୨: ପ୍ରଥମ ଇନିଂସରେ ୧୩୦ ରନ୍‌ର ଅଗ୍ରଣୀ ହାସଲ କରିଥିବା ଭାରତୀୟ ଦଳର ଦ୍ୱିତୀୟ ପାଳି ୧୭୪ ରନ୍‌ରେ ଅଟକି ଯାଇଛି। ଫଳରେ ଦକ୍ଷିଣ ଆଫ୍ରିକା...

ଫିଲ୍ଡରେ କୋଚ୍‌ଙ୍କ ସହ ଯୁକ୍ତିତର୍କ: ମୁହଁ ଖୋଲିଲେ ଶ୍ରୀଲଙ୍କା ଅଧିନାୟକ

କଲମ୍ବୋ,୨୨।୭: ଟିମ୍‌ ଇଣ୍ଡିଆ ଠାରୁ ଦ୍ୱିତୀୟ ଦିନିକିଆରେ ପରାସ୍ତ ହେବା ପରେ ଫିଲ୍ଡରେ ମୁହଁାମୁହିଁ ହୋଇଥିଲେ ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶାନାକା ଓ କୋଚ୍‌ ମିକି...

ଜେଲ୍‌ରେ ତାଲିମ ଦେଉଛନ୍ତି ରେସଲର୍‌ ସୁଶୀଲ

ନୂଆଦିଲ୍ଲୀ,୧୨।୩: ହତ୍ୟା ଅଭିଯୋଗରେ ତିହାର ଜେଲ୍‌ରେ ବନ୍ଦୀ ଥିବା ଅଲମ୍ପିଆନ ସୁଶୀଲ କୁମାର କଏଦୀଙ୍କୁ ଫିଟ୍‌ନେସ ଓ ରେସଲିଂ ତାଲିମ ଦେଉଛନ୍ତି। ଏଥିପାଇଁ ଜେଲ୍‌ କର୍ତ୍ତୃପକ୍ଷ...

Advertisement
Archives

Model This Week