Posted inଖେଳ

ପଦକ ବିଜେତାଙ୍କ ଉପରେ ଧନ ବର୍ଷା

ଜୟପୁର,୩୦।୮: ସୋମବାର ଟୋକିଓ ପାରାଲିମ୍ପିକ୍ସରେ ରାଜସ୍ଥାନର ତିନିଜଣ ଖେଳାଳି ଦେଶକୁ ଗୌରାବାନ୍ବିତ କରିଛନ୍ତି। ପଦକ ବିଜେତାଙ୍କ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଅବନୀ ଲେଖରା ସ୍ବର୍ଣ୍ଣ, ଦେବେନ୍ଦ୍ର ଝାଝରିଆ ରୌପ୍ୟ ଏବଂ ସୁନ୍ଦର ସିଂ ଗୁର୍ଜର ନିଜ ନିଜ ଇଭେଣ୍ଟରେ ପଦକ ଜିତିଥିଲେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଟୁଇଟ୍‌ କରି କହିଛନ୍ତି, ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା ପାଇଁ ରାଜ୍ୟର ଅବନୀ ଲେଖରାଙ୍କୁ ତିନି କୋଟି, ରୌପ୍ୟ ଜିତିବା ପାଇଁ ଦେବେନ୍ଦ୍ର ଝାଝାରିଆଙ୍କୁ ଦୁଇ କୋଟି ଏବଂ ବ୍ରୋଞ୍ଜ ପଦକ ଜିତିବା ପାଇଁ ସୁନ୍ଦର ସିଂଙ୍କୁ ଏକ କୋଟି ଟଙ୍କା ପୁରସ୍କାର ମିଳିଥିଲା। ଅନ୍ୟ ଏକ ଟୁଇଟ୍‌ରେ ସିଏମ କହିଛନ୍ତି, ଏହି ତିନି ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗରେ ଏସିଏଫ ପଦରେ ନିଯୁକ୍ତି ଦିଆଯାଇଛି। ରାଜ୍ୟର ଖେଳାଳିମାନେ ପଦକ ଜିତି ଦେଶ ତଥା ରାଜ୍ୟ ପେଇଁ ପୁରସ୍କାର ଆଣିଛନ୍ତି, ଆମେ ସେମାନଙ୍କ ପାଇଁ ବହୁତ ଗର୍ବିତ। ସୂଚନାଯୋଗ୍ୟ ଯେ, ମହିଳା ୧୦ ମିଟର ଏୟାର ଇଭେଣ୍ଟ ଏସ୍‌ଏଚ୍‌-୧ ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପୁରୁଷ ଜାଭେଲିନ ଥ୍ରୋରେ ଦେବେନ୍ଦ୍ର ଝାଝରିଆ ରୌପ୍ୟ ପଦକ ଜିତିଥିବାବେଳେ ସୁନ୍ଦର ସିଂ  ବ୍ରୋଞ୍ଜ ପଦକ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭିନ୍ନ କାରଣରୁ ଡିଆରଏସ୍‌ ନେଲେ ସ୍ମିଥ

ବ୍ରିସବେନ,୧୮।୧: ସ୍ଥାନୀୟ ବ୍ରିସବେନ ଗ୍ରାଉଣ୍ଡରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍‌ରେ ଚତୁର୍ଥ ଦିନ କିଛି ଉଲ୍ଲେଖନୀୟ ଘଟଣା ଘଟିଛି। ସେଥି ମଧ୍ୟରୁ ମହମ୍ମଦ ସିରାଜଙ୍କ କ୍ୟାରିୟରର...

ସ୍ମିଥ୍‌ଙ୍କ ଅର୍ଦ୍ଧଶତକ ସମ୍ମାନ ରଖିଲା

ଲଣ୍ଡନ, ୨୯।୭: ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ୫ମ ତଥା ଅନ୍ତିମ ଆଶେସ କ୍ରିକେଟ ଟେଷ୍ଟରେ ଷ୍ଟିଭେନ୍‌ ସ୍ମିଥଙ୍କ ଅର୍ଦ୍ଧଶତକ ଅଷ୍ଟ୍ରେଲିଆର ସମ୍ମାନ ରଖିଛି। ପ୍ରଥମ ଇନିଂସରେ...

କିମ୍ବଦନ୍ତୀ ଫୁଟ୍‌ବଲର ରୁନିଙ୍କ ଅବସର

ଲଣ୍ଡନ,୧୫।୧: ନିଜ ସମୟର ଶ୍ରେଷ୍ଠ ଇଂଲିଶ ଖେଳାଳି ବିବେଚିତ ହେଉଥିବା ଓ୍ବେନ ରୁନି ନିଜ ଜାଜ୍ଜୁଲ୍ୟମୟ କ୍ୟାରିୟରରେ ଟାଣିଛନ୍ତି ପୂର୍ଣ୍ଣଛେଦ। ଦ୍ୱିତୀୟ ସ୍ତରର କ୍ଲବ ଡର୍ବି...

ତାମିମ ଇକ୍‌ବାଲଙ୍କୁ ଜରିମାନା

ଦୁବାଇ,୩୦ା୫(ପି.ଟି.)-ବାଂଲାଦେଶ କ୍ରିକେଟ ଦଳର ଅଧିନାୟକ ତାମିମ ଇକବାଲଙ୍କୁ ତାଙ୍କ ମ୍ୟାଚ ଫି’ର ୧୫ପ୍ରତିଶତ ଜରିମାନା କରାଯାଇଛି। ଢାକାଠାରେ ଶୁକ୍ରବାର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ...

ପ୍ରଥମଥର ପାଇଁ ଏଥର ଆଇପିଏଲ୍‌ରେ ଘଟିବ ଏମିତି

ନୂଆଦିଲ୍ଲୀ,୭।୩:ବିସିସିଆଇ ଆଇପିଏଲର ୧୪ତମ ସିଜନର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏଥର ଏହି ଟୁର୍ନାମେଣ୍ଟ ଭାରତରେ ଅନୁଷ୍ଠିତ ହେବ ଏବଂ ପ୍ରଥମ ମ୍ୟାଚ ଏପ୍ରିଲ ୯ରେ ଚେନ୍ନାଇରେ...

ରାହୁଲ-ଆଥିଆଙ୍କ ବିବାହକୁ ମୋବାଇଲ୍‌ ମନା

ଷ୍ଟାର ଇଣ୍ଡିଆନ କ୍ରିକେଟର କେ.ଏଲ ରାହୁଲ ଏବଂ ବଲିଉଡର ଅଭିନେତ୍ରୀ ଆଥିଆ ଶେଟ୍ଟି ଜାନୁଆରୀ ୨୩ରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଚାନ୍ଦଲାସ୍ଥିତ ସୁନୀଲ ଶେଟ୍ଟୀଙ୍କ...

କ୍ୟାପଟେନ ରୁଟ୍‌ଙ୍କ ଷ୍ଟ୍ରାଟେଜି ଉପରେ ଉଠିଲା ପ୍ରଶ୍ନ

ଲଣ୍ଡନ,୧୮।୮ : ଲଡର୍‌ସ ଟେଷ୍ଟରେ ସୁବିଧାଜନକ ସ୍ଥିତିରେ ଥିବା ସତ୍ତ୍ୱେ ଇଂଲଣ୍ଡର ପରାଜୟକୁ ହଜମ କରିପାରୁ ନାହାନ୍ତି ପୂର୍ବତନ ଅଧିନାୟକ ମାଇକେଲ ଭନ। ସେ ଅଧିନାୟକ...

ଆହତ ସମସ୍ୟାରୁ ମୁକ୍ତ ହେଲେ ଷ୍ଟୋଇନିସ

ନଟିଂହାମ,୧୯।୬(ପିଟି)- ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଏବେ ସମ୍ପୂର୍ଣ୍ଣ ଫିଟ୍‌। ଫଳରେ ଅଷ୍ଟ୍ରେଲିଆ ଦଳକୁ ବଡ଼ ଆଶ୍ୱସ୍ତି ମିଳିଛି। ସେ ଦଳ ପାଇଁ ବଳକା ଥିବା ମ୍ୟାଚ୍‌ଗୁଡ଼ିକରେ...

Advertisement
Archives

Model This Week