Posted inଖେଳ

ଅଷ୍ଟ୍ରେଲିଆର ମାଇଣ୍ଡ୍‌ ଗେମ୍‌ ପ୍ରତି ଚିନ୍ତିତ ନୁହେଁ ରାହାନେ

ମେଲବୋର୍ନ, ୨୫ା୧୨(ପି.ଟି.)- ସ୍ଥାନୀୟ ଏମ୍‌ସିଜି ଗ୍ରାଉଣ୍ଡରେ ଶନିବାରଠାରୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବକ୍ସିଂ ଡେ’ ତଥା ଦ୍ୱିତୀୟ ଟେଷ୍ଟ। ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆ ମାଇଣ୍ଡ ଗେମ୍‌ ଚଳାଇଛି। ହେଲେ ଏ ନେଇ ଚିନ୍ତିତି ନୁହେଁ କାମଚଳା ଭାରତୀୟ ଅଧିନାୟକ ଅଜିଙ୍କ୍ୟ ରାହାନେ। ଅଷ୍ଟ୍ରେଲିଆ ମାଇଣ୍ଡ ଗେମ୍‌ ଖେଳିବାରେ ଧୂରନ୍ଧର। ଏହା ସମସ୍ତଙ୍କୁ ଜଣା ବୋଲି ରାହାନେ କହିଛନ୍ତି।

ଘରୋଇ ଦଳର କୋଚ୍‌ ଜଷ୍ଟିନ ଲାଙ୍ଗର ଗୁରୁବାର କହିଥିଲେ ଭାରତୀୟ ଦଳ ଯଦି ପ୍ରଥମ ଟେଷ୍ଟରେ ପରାଜୟଜନିତ ଗ୍ଳାନିରେ ରୁହେ ସେ ଖୁସି ହେବେ। ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରାହାନେ ଭାରତୀୟ ଦଳର ନେତୃତ୍ୱ ନେବେ। ନିର୍ଭରଯୋଗ୍ୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ରାହାନେ କହିଛନ୍ତି, ଆମ ସମସ୍ତଙ୍କୁ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ପରସ୍ପରକୁ ସହଯୋଗ କରିବାକୁ ହେବ। ଭାରତୀୟ ଦଳର ନେତୃତ୍ୱ ନେବା ଲାଗି ସୁଯୋଗ ମିଳିଥିବାରୁ ମୁଁ ଗର୍ବିତ ମନେକରୁଛି। କିନ୍ତୁ ମୁଁ ଚାପରେ ରହିବାକୁ ଚାହେଁ ନାହିଁ। କୋହଲି ଭାରତ ଫେରିବା ପୂର୍ବରୁ ନିର୍ଭୟରେ ଖେଳିବା ଲାଗି ଆମକୁ ପରାମର୍ଶ ଦେଇ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଶ୍ୱିନଙ୍କ ପରିବାରରେ ୧୦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୩୦।୪ : ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଚଳିତ ଆଇପିଏଲ ମଧ୍ୟରୁ ଓହରିବା ପଛର ପ୍ରକୃତ କାରଣ ସାମ୍ନାକୁ ଆସିଛି। ତାଙ୍କ ପରିବାରର ୧୦...

ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର

ଚେନ୍ନାଇ,୪।୯: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ଚାରିଥର ଚେନ୍ନାଇ ସୁପର କିଙ୍ଗ୍ସକୁ ଆଇପିଏଲ ଚାମ୍ପିଅନ...

ଫଟୋଗ୍ରାଫର୍‌ଙ୍କୁ ଖାସ୍‌ ଅନୁରୋଧ କଲେ କୋହଲି

ମୁମ୍ବାଇ,୧୬।୧୨: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଗୁରୁବାର ସକାଳେ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛି। ଏହି ଗସ୍ତରେ ଟେଷ୍ଟ ସିରିଜ ପରେ...

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ପଡ଼ିବେ କେଏଲ୍‌ ରାହୁଲ? ବ୍ୟାଟିଂ କୋଚ୍‌ କହିଲେ…

ନୂଆଦିଲ୍ଲୀ,୨୯।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ। ପର୍ଥରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଅନେକ ଦୃଷ୍ଟିରୁ...

ଟିମ୍‌ ଇଣ୍ଡିଆର କୋଚ୍‌ ପଦ ଲାଗି ହୋଇଛି ୨ ହଜାର ଆବେଦନ

ମୁମ୍ବାଇ,୨।୮- ଭାରତୀୟ କ୍ରିକେଟ ଦଳର ବିଭିନ୍ନ କୋଚିଂ ଷ୍ଟାଫ ପଦ ଲାଗି ୨ ହଜାର ଆବେଦନ ଦାଖଲ ହୋଇଛି। ଏ ନେଇ ଇଂଲିଶ ଖବରକାଗଜ ମୁମ୍ବାଇ...

କୋରିଆ ଓପନ: କ୍ୱାର୍ଟରରେ କାଶ୍ୟପ

ଇଞ୍ଚତ୍ଅନ,୨୬।୯: ଭାରତୀୟ ଶଟଲର ପାରୁପଲ୍ଲୀ କାଶ୍ୟପ କୋରିଆ ଓପନ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ...

ପିବିଏଲ୍‌ର ଅନ୍ତିମ ଲେଗ୍‌ ହାଇଦ୍ରାବାଦକୁ ସ୍ଥାନାନ୍ତର

ବେଙ୍ଗାଲୁରୁ,୧୧।୧(ପି.ଟି.)- ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ (ପିବିଏଲ୍‌)ର ଅନ୍ତିମ ଲେଗର ମ୍ୟାଚ୍‌ଗୁଡିକ ବେଙ୍ଗାଲୁରୁରୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଛି। ମ୍ୟାଚ୍‌ ଖେଳାଯିବା ପାଇଁ ଭେନୁ ଉପଲବ୍ଧ ନ ହେବାକୁ...

କୋଭିଡ୍‌-୧୯: ଦିଲ୍ଲୀ ସରକାରଙ୍କୁ ପିସିଆଇର ୫୦୦ ପିପିଇ କିଟ୍‌ ଦାନ

ନୂଆଦିଲ୍ଲୀ,୨୬।୪(ପି.ଟି.): କୋଭିଡ୍‌-୧୯ ମହାମାରୀ ମୁକାବିଲାରେ ଏବେ ପାରା ଅଲିମ୍ପିକ କମିଟି ଅଫ୍‌ ଇଣ୍ଡିଆ (ପିସିଆଇ) ସାମିଲ ହୋଇଛନ୍ତି। ପିସିଆଇ ଦିଲ୍ଲୀ ସରକାରଙ୍କୁ ୫୦୦ଟି ପର୍ସନାଲ ପ୍ରୋଟେକ୍ଟିଭ୍‌...

Advertisement
Archives

Model This Week