ପଞ୍ଜାବୀ ସୁଟ୍‌

ଟ୍ରାଡିଶନାଲ ଓ ଏଥେନିକ୍‌ ଲୁକ୍‌ ପାଇଁ ପଞ୍ଜାବୀ ଲୁକ୍‌ ଆପଣାଇ ପାରିବେ। ଫ୍ୟାଶନ ଦୁନିଆରେ ପଞ୍ଜାବୀ ସୁଟ୍‌ ଆଜି ବି ହଟ୍‌ ଟ୍ରେଣ୍ଡ ହୋଇ ରହିଛି। ଏହି ଡିଜାଇନ୍‌ ସୁଟ୍‌ ରେଡି ଟୁ ଗୋ ଏବଂ ସବୁବେଳେ
ଫ୍ୟାଶନ ଟ୍ରେଣ୍ଡରେ ରହି ଆସିଛି।
ଲୁକ୍‌ ପାଇଁ କ୍ରେପ ସାଲୱାର ସୁଟ୍‌ ଏକ ସୁନ୍ଦର ବିକଳ୍ପ। ଏଥିରେ ପଟିଆଲା ସାଲୱାର ସହିତ ଦୁପଟ୍ଟା ବେଶ୍‌ ସୁନ୍ଦର ଦେଖାଯାଏ। ଯଦି ଆପଣ ଓଭର ଟ୍ରେଣ୍ଡ ହେବା ପାଇଁ ଚାହୁଁ ନ ଥିବେ ତେବେ ଏହି ଡ୍ରେସ ପିନ୍ଧିପାରିବେ। ଅନଷ୍ଟିଚ୍‌ ମାଟେରିଆଲର ଏହି ଡ୍ରେସ ବିଭିନ୍ନ ପ୍ରକାରର ରଙ୍ଗରେ ଉପଲବ୍ଧ।
ଲୁକ ଦେଉଥିବା ରାଜନନ୍ଦିନୀ କଟନ ପ୍ରିଣ୍ଟେଡ୍‌ ଅନଷ୍ଟିଚ୍‌ ସାଲୱାର ସୁଟ୍‌ ବି ବହୁତ ସୁନ୍ଦର। ଏଥିରେ ବର୍ଡର ଥିବା ଏକ ପ୍ଲେନ୍‌ କଲରର ସୁଟ୍‌ ସହିତ ହେଭି ପ୍ରିଣ୍ଟଥିବା ଦୁପଟ୍ଟା ରହିଥାଏ। ହାଲୁକା ମେକଅପ୍‌ ଓ ଅଳ୍ପ ଜୁଏଲେରୀ ସହିତ ଏହି ଡ୍ରେସ ବହୁତ ସୁନ୍ଦର ଲାଗେ।
ପଞ୍ଜାବୀ ଷ୍ଟାଇଲର ଏମ୍ବ୍ରୋଡରୀ ସୁଟ୍‌ ମଧ୍ୟ ଏବେ ବି ଫ୍ୟାଶନରେ ରହିଛି। ଏହି ସାଲୱାର ସହିତ ମ୍ୟାଚିଂ ଦୁପଟ୍ଟା ଓ ପଟିଆଲା ରହିଥାଏ। ତେବେ ପଟିଆଲା ପ୍ୟାଣ୍ଟରେ ଏହାର ଷ୍ଟାଇଲ ଟିକେ ଅଲଗା ନିଶ୍ଚୟ। ତେଣୁ ଏହାକୁ ଅଫିସ କିମ୍ବା ଯେକୌଣସି ଉତ୍ସବରେ ପିନ୍ଧିପାରିବେ।
ପ୍ରିଣ୍ଟେଡ୍‌ କୁର୍ତ୍ତା ସହିତ ପ୍ଲେନ କଲରର ପ୍ୟାଣ୍ଟରେ ପଞ୍ଜାବୀ ଲୁକ୍‌ ବି ବହୁତ ଆକର୍ଷଣୀୟ ଲାଗିବ। ରେଗୁଲାର ୱେରଭାବେ ଏହାକୁ ବ୍ୟବହାର କରିପାରିବେ।
ମୋଟିଫ୍‌ ପ୍ରିଣ୍ଟେଡ୍‌ ଗୋଟାପଟ୍ଟି କୁର୍ତ୍ତା ପଟିଆଲା ପ୍ୟାଣ୍ଟ ସହିତ ବି ସୁନ୍ଦର ଲାଗିବ। ଅଧିକ ସାଇନିଂ କପଡା ପିନ୍ଧିବାକୁ ପସନ୍ଦ କରୁଥିଲେ ଏହି ଡିଜାଇନ୍‌ ବହୁତ ଭଲ। ଖାସ୍‌ ଦିନରେ ଏଭଳି ଡ୍ରେସ ଭଲ ଲାଗିବ।
ଓ ଦେଶୀ ପଞ୍ଜାବୀ ଲୁକ୍‌ ପସନ୍ଦ କରୁଥିଲେ ଗାଢ କଲରର ଏମ୍ବ୍ରୋଡରୀ ଡିଜାଇନ୍‌ ପିନ୍ଧନ୍ତୁ।
ଟ୍ରେଣ୍ଟରେ ଅନାରକଲୀ ପଞ୍ଜାବୀ ସୁଟ୍‌ ବି ମାର୍କେଟରେ ଉପଲବ୍ଧ ହେଉଛି। ଏହା ଉଭୟ ପଞ୍ଜାବୀ ଓ ରାଜସ୍ଥାନୀ ଷ୍ଟାଇଲ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri