ସାଥୀ ଅଭିନେତ୍ରୀଙ୍କ ସହ ସମୟ ବିତାଇଲେ ପ୍ରକୃତି

ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ସରକାର ୫ମ ପର୍ଯ୍ୟାୟ ଲକଡାଉନ ଘୋଷଣା କରିଛନ୍ତି। ଲକଡାଉନ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଓ ଟେଲି ଜଗତର ସମସ୍ତ ଶୁଟିଂ ବନ୍ଦ ରହିଥିବାରୁ କଳାକାରମାନେ ଏବେ ଘରେ ବସି ନିଜ ମନପସନ୍ଦର କାର୍ଯ୍ୟକଳାପ କରୁଛନ୍ତି। ଏଥିସହ ଲକଡାଉନରେ ଲୋକମାନେ କିପରି ସମୟ ବିତାଇବେ ସେ ନେଇ ପ୍ରତିଦିନ ସୋସିଆଲ ମିଡିଆରେ ବାର୍ତ୍ତା ମଧ୍ୟ ଦେଉଛନ୍ତି। ଇତିମଧ୍ୟରେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ନିକଟରେ କିଛି ଅଭିନେତ୍ରୀ ଓ ତାଙ୍କ ସାଙ୍ଗଙ୍କ ସହ ଏକାଠି ସମୟ ବିତାଇଥିବାର ଦେଖିବାକୁ ମିଳିଛି। ଏ ନେଇ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ପ୍ରକୃତିଙ୍କ ସହ ଅଭିନେତ୍ରୀ ପ୍ରିୟା ଚୌଧୁରୀ, ପୁନମ ମିଶ୍ର, ନିହାରିକା ଦାସଙ୍କୁ ଦେଖିବାକୁ ମିଳିଛି। ଏହି ଫଟୋ ଶେୟାର କରି ପ୍ରକୃତି କ୍ୟାପ୍‌ସନରେ ‘ଏମ୍ପାୱାର୍ଡ ୱମେନ’ ଲେଖିଛନ୍ତି। ପ୍ରକୃତିଙ୍କ ଏହି ଫଟୋରେ ଅନେକ ଲୋକ ଲାଇକ ଓ କମେଣ୍ଟ ଦେଇଛନ୍ତି।


All Right Reserved By Dharitri.Com

ରୋମାନ୍ସରେ ବୁଡିଲେ ସନ୍ନିଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ ନାୟକ ସନ୍ନି ଦେଓଲଙ୍କ ପୁଅ କରନ ଦେଓଲ ଏବେ ରୋମାନ୍ସରେ ବୁଡି ରହିଥିବା ଦେଖିବାକୁ ମିଳିଛି। ସନ୍ନିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଲ୍‌ ପଲ୍‌...

ଲକ୍‌ଡାଉନରେ ଅସଲି ହିରୋ ପାଲଟିଲେ ବଲିଉଡ୍‌ର ଏହି ଖଳନାୟକ

ମୁମ୍ବାଇ: ଗୋଟିଏ ପଟେ କରୋନା ଭାଇରସ ସଂକ୍ରମଣ ଅନ୍ୟପଟେ ଲକ୍‌ଡାଉନ। ଏହା ଏବେ ଅନେକଙ୍କ ଜୀବନରେ ନାନା ପ୍ରକାର ଅସୁବିଧା ସୃଷ୍ଟି କରିଛି। ଆଉ ଏହି...

ଏକଜୁଟ ହେଲେ ସୁଶାନ୍ତଙ୍କ ପ୍ରଶଂସକ: ମୃତ୍ୟୁର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି

ବମ୍ବେ: ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ବିତିଲାଣି ପନ୍ଦର ଦିନରୁ ଅଧିକ ସମୟ। ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ କରୁଛି ଯାଞ୍ଚ। ହେଲେ ସୁଶାନ୍ତଙ୍କ...

ଲକ୍‌ଡାଉନ୍‌ ସମୟରେ ଘରେ ଓ୍ବର୍କଆଉଟ୍‌ କରୁଛନ୍ତି ବିଗ୍‌ ବି, ଫଟୋ ଭାଇରାଲ

ମୁମ୍ବାଇ: ବିଗ୍‌ ବି ନିଜର ଫ୍ୟାନ୍‌ମାନଙ୍କୁ କରୋନା ଭାଇରସ୍‌ ପ୍ରତି ସତର୍କ ରହିବା ପାଇଁ ସଚେତନତା ସୃଷ୍ଟି କରୁଛନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା...

ଈଶାନଙ୍କ ପାଇଁ କରବାଚୌଥ ବ୍ରତ ରଖିଲେ ଜାହ୍ନବୀ

ନବରାତ୍ର ପୂଜା ପରେ ଏବେ ମହିଳାମାନେ କର୍‌ବାଚୌଥ ବ୍ରତ କରିବାକୁ ସଜବାଜ ହେଉଛନ୍ତି। ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହି ଉତ୍ସାହ ଦେଖିବାକୁ ମିଳୁଛି। ପୂଜା ପୂର୍ବରୁ...

ଡାଏଟିଂ କଷ୍ଟକର ଥିଲା

ଶିବାନୀ ସଙ୍ଗୀତା। ଓଡ଼ିଆ ସିନେ ଜଗତର ଜଣେ କ୍ୟୁଟ୍‌ ଓ ବବ୍‌ଲି ଅଭିନେତ୍ରୀ। ଶିଶୁ କଳାକାର ଭାବେ ସେ ‘ମିତରେ ମିତ’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ...

‘ବଣ୍ଟି ଔର ବବଲି’ ସିକ୍ୱେଲରୁ ଅଭିଷେକ ଆଉଟ୍‌

୨୦୦୫ରେ ରିଲିଜ୍‌ ହୋଇଥିବା ରାନୀ ମୁଖାର୍ଜୀ ଓ ଅଭିଷେକ ବଚ୍ଚନଙ୍କ ଅଭିନୀତ ସୁପରହିଟ ଫିଲ୍ମ ‘ବଣ୍ଟି ଔର ବବଲି’ ସିକ୍ୱେଲର ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି।...

୪୪ରେ ପାଦଦେଲେ ସ୍ମୃତି ଇରାନୀ: ଟିଭି ପରଦାରୁ ରାଜନୀତି

ମୁମ୍ବାଇ: ଭାଜପା ସରକାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସ୍ମୃତି ଇରାନୀ ସୋମବାର ୪୪ ବର୍ଷରେ ପାଦଦେଇଛନ୍ତି। ସେ ୧୯୭୬...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *