Posted inଜାତୀୟ

କମିଲା ପେଟ୍ରୋଲ ୫, ଡିଜେଲ ୧୦ ଟଙ୍କା

ନୂଆଦିଲ୍ଲୀ,୩।୧୧: ଲଗାତାର ୭ ଦିନ ଧରି ତୈଳ ଦର ବୃଦ୍ଧି ଘଟିବା ପରେ ବୁଧବାର ଦେଶବାସୀଙ୍କୁ କିଛିଟା ଆଶ୍ୱସ୍ତୀ ଦେଇଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଓ ଡିଜେଲ ଉପରେ ଲଗାଯାଉଥିବା ଏକ୍ସାଇଜ୍‌ ଡ୍ୟୁଟିକୁ ଯଥାକ୍ରମେ ୫ ଓ ୧୦ ଟଙ୍କା ହ୍ରାସ କରାଯାଇଛି। ଫଳରେ ପୂରା ଦେଶରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବ। ବୁଧବାର ମଧ୍ୟରାତିରୁ ନୂଆ ଦର ଲାଗୁ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗୁଛି କରୋନା: ଗୋଟିଏ ଦିନରେ ୭୭ ହଜାରରୁ ଅଧିକ ନୂଆ ଆକ୍ରାନ୍ତ, ୧୦୫୭ ମୃତ

ନୂଆଦିଲ୍ଲୀ,୨୮।୮: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୭୭ ହଜାର ୨୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ...

କଂଗ୍ରେସର ଲଢ଼େଇ ଏଭଳି ଚିନ୍ତାଧାରା, ଅନ୍ୟାୟ ବିରୋଧରେ: ରାହୁଲ

ଭୋପାଳ,୧୬।୭: ମଧ୍ୟପ୍ରଦେଶର ଗୁନା ଜିଲାରେ ଏକ ଜମିକୁ ଖାଲି କରିବାକୁ ଯାଇଥିବା ପୋଲିସର ବର୍ବରକାଣ୍ଡକୁ ନେଇ ଚାରିଆଡୁ ପ୍ରତିକ୍ରିୟା ମିଳୁଛି। ଏହି କ୍ରମରେ କଂଗ୍ରେସର ପୂର୍ବ...

ସୁସ୍ଥ ଭବିଷ୍ୟତ ଆଡ଼କୁ ଭାରତ

ନୂଆଦିଲ୍ଲୀ,୩୦-୮(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ରଙ୍ଗାରଙ୍ଗ ଉତ୍ସବରେ ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ’ର ଶୁଭାରମ୍ଭ କରିଛନ୍ତି। ଭାରତକୁ ସୁସ୍ଥ ଭବିଷ୍ୟତ ଆଡ଼କୁ ଆଗେଇନେବାରେ ଏହା ସମୟର...

ପିସ୍ତଲ ଧରି ନେଉଥିଲେ ସେଲ୍‌ଫି: ଫୁଟିଲା ଗୁଳି, ତାପରେ…

ନୋଏଡ଼ା,୮।୧୧: ଏବେ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିବା ଲାଗି କେତେକ ଭିନ୍ନ ଭିନ୍ନ ସେଲ୍‌ଫି ନେଉଛନ୍ତି। ବେଳେବେଳେ ବହୁ ଅଘଟଣ ମଧ୍ୟ ଘଟୁଛି। ଏଭଳି ଏକ...

ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପ୍ରୟାଗରାଜ,୧୬।୭: ଗୁରୁପୂର୍ଣ୍ଣିମା ଅବସରରେ ମଙ୍ଗଳବାର ସକାଳୁ ଲକ୍ଷାଧିକ ଭକ୍ତ ‘ତ୍ରିବେଣୀ ସଙ୍ଗମ’ରେ ବୁଡ଼ ପକାଇ ପୂଜାର୍ଚ୍ଚନା କରିଛନ୍ତି। ଏହିଦିନ ‘ତ୍ରିବେଣୀ ସଙ୍ଗମ’ରେ ବୁଡ ପକାଇଲେ ପୂର୍ଣ୍ଣ୍ୟ...

ରେସ୍ତୋରାଁରେ ମିଳିବ ମଦ

ବେଙ୍ଗାଲୁରୁ,୯।୫: କରୋନା ଭାଇରସକୁ ନେଇ ସାରା ଦେଶରେ ଚାଲିଛି ଲକ୍‌ଡାଉନ। ତେବେ ଲକ୍‌ଡାଉନ ୩.୦ରେ କିଛିଟା ନିୟମ କୋହଳ କରାଯାଇଛି। ଏମିତିକି ସରକାର ମଦ ବିକ୍ରିପାଇଁ...

ସୁରଟ ବିମାନ ବନ୍ଦରରେ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ ପୂର୍ବରୁ ପ୍ରତିଦିନ କରାଯାଏ ୧୫୦ ଥର ଫାୟାରିଂ

ସୁରଟ,୧୫।୧୦: ପ୍ରତିଦିନ ସୁରଟ ବିମାନ ବନ୍ଦରରେ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ ପୂର୍ବରୁ ଉଡୁଥିବା ପକ୍ଷୀଙ୍କୁ ହଟାଇବା ପାଇଁ ୧୫୦ ଥର ଫାୟାରିଂ କରାଯାଇଥାଏ। ଏହି ବିମାନ...

୨୨ ଦିନ ପରେ ମୁକୁଳିଲେ ଆର୍ୟନ…

ମୁମ୍ବାଇ,୩୦।୧୦: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ୟନ ଖାଁ ଶନିବାର ୨୨ ଦିନ ପରେ ମୁମ୍ବାଇର ଆର୍ଥର ରୋଡ ଜେଲରୁ ମୁକୁଳିଛନ୍ତି। ଶାହାରୁଖ ଖାଁ...

Advertisement
Archives

Model This Week