କଟକଣା କୋହଳ ହେବାରୁ ଲୋକେ ଏନଜୟ କଲେଣି

ଭୁବନେଶ୍ୱର,୭।୭(ବ୍ୟୁରୋ): ଭ୍ୟାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଇନ୍‌ଫେକ୍ସନ ରେଟ ୦.୧୩ ପ୍ରତିଶତ ରହିଥିବା ବେଳେ ଏ ନେଇ ମଲ୍ଟିପୁଲ ଷ୍ଟଡି କରାଯାଉଛି । ଏହାସହ ଗର୍ଭବତୀ ମହିଳାଙ୍କ ଟିକାକରଣ ପାଇଁ ନିର୍ଦ୍ଦିଷ୍ଟ ଏସ୍‌ଓପି ଅଛି । ଛୁଆଙ୍କ ଉପରେ ଏହାର ପ୍ରଭାବ ପଡ଼ିପାରେ। ତେଣୁ ଧିରେ ଧିରେ ଏସ୍‌ଓପି ଆଧାରରେ ଯିବୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ଏଥିସହ ସେ କହିଛନ୍ତି, ରାଜ୍ୟରେ ଆଜି ସଂକ୍ରମଣ କମିଛି, ଖୁବଶୀଘ୍ର ନିୟନ୍ତ୍ରଣକୁ ଆସିବ। ହେଲେ କିଛି ଲୋକ ବିଭିନ୍ନ ସ୍ଥାନରେ ଅଯଥା ଭିଡ଼ କରୁଛନ୍ତି। ଏଥିଯୋଗୁ ସଂକ୍ରମଣ ବଢିବ। ଜୀବନ ଜୀବିକା ପାଇଁ ଯେତିକି ଆବଶ୍ୟକ ସେତିକି ବାହାରକୁ ଯିବା ଉଚିତ। ଭିଡ଼ ଯୋଗୁ ୫ରୁ ୬ ଦିନ ଭିତରେ ଅନେକ ଦୋକାନ, ହାଟ ବନ୍ଦ କରାଯାଇଛି।
ଲୋକଙ୍କ ଜୀବିକାକୁ ପ୍ରାଧାନ୍ୟ ଦେଇ ଗାଇଡ୍‌ଲାଇନ କୋହଳ କରାଯିବାରୁ କିଛି ଜାଗାରେ ଲୋକ ରିସର୍ଟକୁ ଯିବା ଆରମ୍ଭ କଲେଣି। ସମରକୁ ଏନଜୟ କଲେଣି। କିଛି ଲୋକ କଟକଣାକୁ ଠିକ ଭାବେ ପାଳନ କରୁଛନ୍ତି। ହେଲେ ଯେଉଁମାନେ ଏହାକୁ ମାନୁ ନାହାନ୍ତି, ସେମାନଙ୍କୁ ବିନମ୍ର ଅନୁରୋଧ ଦୟାକରି ଯେତିକି ଦରକାର ବାହାରକୁ ଯାଆନ୍ତୁ। ଭଡ଼ ଜମାନ୍ତୁ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ।

ସେପ୍ଟେମ୍ବର, ଅକ୍ଟୋବର ବେଳକୁ ଥାର୍ଡ ୱେଭ ଆସିପାରେ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ହେଲେ ଗାଇଡଲାଇନକୁ ପାଳନ ନ କଲେ ଏହା ଆହୁରି ବଢ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ବୁଲୁଛି ୪୪ ସ୍ବତନ୍ତ୍ର କୋଭିଡ୍‌ ଆମ୍ବୁଲାନ୍ସ: ଚିହ୍ନଟ ପରେ ସନ୍ଦିଗ୍ଧଙ୍କୁ ଅଣାଯାଉଛି ହସ୍ପିଟାଲ, ଚାଳକଙ୍କୁ ଦିଆଯାଇଛି ସ୍ବତନ୍ତ୍ର ପିପିଇ କିଟ୍‌

ଛତ୍ରପୁର,୧୦।୪(ଡି.ଏନ୍‌.ଏ.)- କରୋନା ସନ୍ଦିଗ୍ଧଙ୍କୁ ଘରୁ ହସ୍ପିଟାଲକୁ ନେବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସାଧାରଣ ଗାଡିକୁ ସ୍ବତନ୍ତ୍ର କୋଭିଡ ଆମ୍ବୁଲାନ୍ସରେ ପରିଣତ କରାଯାଇଛି। ବର୍ତମାନ...

ନୂଆଁଖାଇରେ ରାଜ୍ୟ ସରକାରଙ୍କ ଭେଟି, ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ଭୁବନେଶ୍ୱର,୩୦।୮(ବ୍ୟୁରୋ): ଚାଷୀଙ୍କ ପାଇଁ ଖୁସି ଖବର। ନୂଆଁଖାଇ ଅବସରରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା। ପ୍ରତ୍ୟେକ ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏ ମିଳିବ। ଏହି...

୪ବର୍ଷ ପରେ କମିଲେ ପର୍ଯ୍ୟଟକ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ଗତ କିଛିବର୍ଷ ଧରି ରାଜ୍ୟକୁ କ୍ରମାଗତ ଭାବେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଥିଲା। କେବଳ ଘରୋଇ ପର୍ଯ୍ୟଟକ ନୁହେଁ, ବିଦେଶୀ ପର୍ଯ୍ୟଟକଙ୍କ କ୍ଷେତ୍ରରେ ମଧ୍ୟ...

ଭୁବନେଶ୍ୱରରୁ ଆଜି ପୁଣି ୨୭ ପଜିିଟିଭ୍‌ ଚିହ୍ନଟ: ୩୩ ସୁସ୍ଥ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଆଉ ୨୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୩ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ମଝି ଆକାଶରେ ଯୁବକଙ୍କ ଉତ୍ପାତ : ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ଭୁବନେଶ୍ୱର, ୨୩ା୬(ବ୍ୟୁରୋ) : ଜଣେ ମାନସିକ ବିକୃତ ଯାତ୍ରୀଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ରବିବାର ସକାଳେ ଏକ ଇଣ୍ଡିଗୋ ବିମାନ (୬ ଇ ୪୬୨) ଜରୁରୀ...

ଚୂଡ଼ାନ୍ତ ପର୍ଯ୍ୟାୟରେ କପିଳାସ ଭକ୍ତନିବାସ

ଢେଙ୍କାନାଳ ଅଫିସ, ୩୧।୧: ପ୍ରସିଦ୍ଧ ଶୈବପୀଠ କପିଳାସରେ ଶ୍ରଦ୍ଧାଳୁଙ୍କ ରହଣି ସୁବିଧା ପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟରେ ଚାଲିଥିବା ଭକ୍ତ ନିବାସ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ...

କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ଡେପୁଟି ଡାଇରେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୩ା୯ (ବ୍ୟୁରୋ)- ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି ଆଉଜଣେ ଉଚ୍ଚପଦସ୍ଥ ସରକାରୀ ଅଫିସର। ସେ ହେଲେ ଡାଇରେକ୍ଟୋରେଟ୍‌ ଅଫ୍‌ ଫ୍ୟାକ୍ଟୋରିଜ୍‌ ଆଣ୍ଡ୍‌ ବଏଲର୍ସ ବା କାରଖାନା...

ମହାଦେବଙ୍କ କରୁଣା ଜୀବନକୁ ସୁଖ ଶାନ୍ତିରେ ଭରିଦେଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଆଜି ପବିତ୍ର ମହାଶିବରାତ୍ରି ବା ଜାଗରଯାତ୍ରା। ଏ ନେଇ ସବୁ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ...

Advertisement
Archives

Model This Week