ପ୍ରେମ ବିବାହ କରିଥାନ୍ତି ଏହି ୩ ରାଶିର ବ୍ୟକ୍ତି; ବହୁତ ଭାଗ୍ୟଶାଳୀ ଏମାନଙ୍କ ପାର୍ଟନର…

ଆଜିକାଲିର ସମୟରେ ସମସ୍ତେ ନିଜ ପସନ୍ଦର ଜୀବନସାଥୀ ପାଇବାକୁ ଚେଷ୍ଟିତ। ଭବିଷ୍ୟତରେ ଯେପରି ତରବରିଆ ଭାବେ ନିଆଯାଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ନ କରିବାକୁ ପଡେ ସେଥିପାଇଁ ସମସ୍ତେ ଚାହାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଏପରି ୩ ରାଶି ରହିଛି, ଯେଉଁମାନଙ୍କ ଭାଗ୍ୟରେ ପ୍ରେମ ବିବାହ ଥାଏ। ସେମାନେ ଯାହାକୁ ଭଲପାଇଥାନ୍ତି, ତାଙ୍କୁ ବିବାହ କରିଥାନ୍ତି। ବୈବାହିକ ଜୀବନ ମଧ୍ୟ ସେମାନଙ୍କର ସୁଖମୟ ଥାଏ। କାରଣ ପ୍ରେମ ମାମଲାରେ ଏମାନେ ଭାଗ୍ୟଶାଳୀ ହୋଇଥାନ୍ତି। ଆସନ୍ତୁ ଜାଣିବା:

ମେଷ ରାଶି:
ମେଷ ରାଶିର ସ୍ବାମୀ ଗ୍ରହ ମଙ୍ଗଳ। ଏମାନଙ୍କ ବ୍ୟକ୍ତିତ୍ୱ ଯୋଗୁ ଯେ କେହି ତାଙ୍କ ଦ୍ୱାରା ପ୍ରଭାବିତ ହୋଇଥାନ୍ତି। ଏମାନେ ପ୍ରାୟତଃ ପ୍ରେମ ବିବାହ କରିଥାନ୍ତି। ହେଲେ ଏମାନଙ୍କ ସ୍ବଭାବ ସ୍ବତନ୍ତ୍ର ଥାଏ। ଏଣୁ ବିବାହର ପ୍ରାରମ୍ଭିକ ଦିନ ଗୁଡ଼ିକରେ ପାର୍ଟନରଙ୍କ ସହ ଝଗଡ଼ା ହୋଇଥାଏ। ହେଲେ ପରେ ଧିରେ ଧିରେ ସବୁ ଠିକ୍‌ ହୋଇଯାଇଥାଏ।

ମକର ରାଶି: ମକର ରାଶିର ସ୍ବାମୀ ଶନି। ପ୍ରେମ ବିବାହ ମାମଲାରେ ସେମାନେ ବହୁତ ଭାଗ୍ୟଶାଳୀ। ଏମାନେ ପାର୍ଟନରଙ୍କ ପ୍ରତି ବହୁତ ସଚ୍ଚୋଟ। ଏମାନଙ୍କ ପ୍ରେମ ସବୁବେଳେ ସଫଳ ହୋଇଥାଏ।

କୁମ୍ଭ ରାଶି: ଏହି ରାଶିର ଜାତକଧାରୀ ବୁଦ୍ଧିମାନ ହୋଇଥାଏ। ନିଜ ଜୀବନର ସବୁ ନିଷ୍ପତ୍ତି ବେଶ ଭାବିଚିନ୍ତି ନେଇଥାନ୍ତି। ଏହି ରାଶିର ସ୍ବାମୀ ଶନି। ଏହି ରାଶିର ଜାତକଧାରୀ ପ୍ରେମ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ହୋଇଥାନ୍ତି। ଏହି ରାଶିର ଜାତକଧାରୀ ସର୍ବଦା ପ୍ରେମ ବିବାହ କରିଥାନ୍ତି। ଏମାନଙ୍କ ଗୃହସ୍ଥ ଜୀବନ ବେଶ ସୁଖଦ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମା’ କ୍ଷୀର ବୃଦ୍ଧି ଲାଗି

ଶିଶୁର ଶାରୀରିକ ବିକାଶ ଲାଗି ଆବଶ୍ୟକ ସମସ୍ତ ଉପାଦାନ ତା’କୁ ମା’ କ୍ଷୀରରୁ ମିଳିଥାଏ। ହେଲେ କେତେକ ମା’ଙ୍କ କ୍ଷେତ୍ରରେ କ୍ଷୀର କ୍ଷରଣ କମ ହେବା...

ଉପକାରୀ ଧନିଆ

ଧନିଆରେ ଅନେକ ପ୍ରକାର ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ପ୍ରଚୁର ପରିମାଣରେ ଭିଟାମିନ୍‌ ‘ଏ’ ଏବଂ ଫସ୍‌ଫରସ୍‌ ଭରି ରହିଛି। ନିୟମିତ...

କିପରି ଲଗାଇବେ ମୁଲତାନୀ ମାଟି

ମୁଲତାନୀ ମାଟି ତ୍ୱଚା ନିମନ୍ତେ ବରଦାନ ସଦୃଶ। ଏହାକୁ ସବୁ ପ୍ରକାରର ତ୍ୱଚାରେ ଲଗାଇ ହେବ। ଏହା ତ୍ୱଚାରେ କୌଣସି ସାଇଡ୍‌ ଇଫେକ୍ଟ ସୃଷ୍ଟି ନ...

ଆପଣଙ୍କର ଜୀବନସାଥୀ ମୀନ ରାଶିର କି? ଜାଣନ୍ତୁ କିଭଳି ତାଙ୍କର ସ୍ବଭାବ, କ’ଣ ସେମାନଙ୍କ ପସନ୍ଦ/ନାପସନ୍ଦ

ମୀନ ରାଶିଚକ୍ରର ସବୁଠାରୁ ସହଜ ରାଶି। ଏହାର ପ୍ରତୀକ ହେଉଛି ମାଛ। ରାଶିର ଗୁରୁ ବୃହସ୍ପତି। ଏହା ଜଳ ତତ୍ତ୍ୱର ରାଶି। ଏହି ଜାତକଧାରୀ ବ୍ୟକ୍ତିବିଶେଷ...

ସ୍ତ୍ରୀଙ୍କ ପାଖରେ ଏହି ୫ ଗୁଣ ଥିଲେ ପୁରୁଷ ହୋଇଥାନ୍ତି ଭାଗ୍ୟବାନ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ଏପରି ସ୍ତ୍ରୀଙ୍କୁ ବିବାହ କଲେ ପୁରୁଷ ଜୀବନ ହୁଏ ଧନ୍ୟ; ଜାଣନ୍ତୁ କାହାକୁ ଏପରି କହିଛନ୍ତି ଚାଣକ୍ୟ

ବିବାହକୁ ସମସ୍ତଙ୍କର ଭିନ୍ନ ଚିନ୍ତାଧାରା ଥାଏ। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଲୋଡିଥାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି...

ଏହି ୫ ସମସ୍ୟା ଦୂର କରେ ମୋତି

ମୋତି ଏପରି ଏକ ରତ୍ନ, ଯାହା ଧାରଣ କଲେ ଜୀବନର ଅନେକ ସମସ୍ୟାର ସମାଧାନ ହୋଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରବିତ୍‌ କହିଛନ୍ତି। ଏକଥା ନୁହେଁ, କି ରତ୍ନ...

ୟୁଥ୍‌ ଫ୍ୟାଶନ ଛତା

ବର୍ଷା ହେଲେ ସବୁଠୁ ଆଗ ଖୋଜାପଡ଼େ ଛତା। କିନ୍ତୁ ବର୍ତ୍ତମାନ ଛତା କେବଳ ବର୍ଷାରୁ ସୁରକ୍ଷା ଦେବାରେ ସୀମିତ ହୋଇ ରହିନାହିଁ। କାରଣ ଏବେ ମାର୍କେଟରେ...

Advertisement
Archives

Model This Week