୨୦୨୨ରେ ଏହି ୫ ରାଶିର ବ୍ୟକ୍ତିଙ୍କୁ ମିଳିବ ମନପସନ୍ଦର ଜୀବନସାଥୀ, ରହିଛି ଏଭଳି ଯୋଗ

ଆସିଛି ନୂଆ ବର୍ଷ। ନୂତନ ବର୍ଷକୁ ନେଇ ସମସ୍ତଙ୍କ ମନରେ ଅନେକ ଆଶା। କିଏ ଚାକିରି ତ କିଏ ବିବାହକୁ ନେଇ ଅନେକ କିଛି ଭାବି ରଖିଛନ୍ତି। ଆଜି ଆମେ କହିବାକୁ ଯାଉଛୁ ଏମିତି ୫ ରାଶି ବିଷୟରେ ଯେଉଁମାନଙ୍କର ୨୦୨୨ରେ ବିବାହ ଯୋଗ ରହିଛି। ସମୟରେ ବିବାହ ହେବା ଲାଗି କୁଣ୍ଡଳୀରେ ଗୁରୁ ଏବଂ ଶୁକ୍ର ଗ୍ରହ ମଜଭୂତ ରହିବା ଆବଶ୍ୟକ। ଆସନ୍ତୁ ଜାଣିବା ୨୦୨୨ରେ କେଉଁ ରାଶିର ବ୍ୟକ୍ତିବିଶେଷ ବିବାହ କରିବେ…

୧-କର୍କଟ ରାଶି: ଏହି ରାଶିର ଜାତକଧାରୀଙ୍କ ପାଇଁ ନୂଆ ବର୍ଷ ଧନ ଏବଂ ଜୀବନସାଥୀ ମାମଲାରେ ବେଶ ଭଲ ରହିବ। ଅଗଷ୍ଟ ୭ରେ ଶୁକ୍ର ଏହି ରାଶିରେ ପ୍ରବେଶ କରିବେ। ଏଥିଲାଗି ବିବାହ ଯୋଗ ସୃଷ୍ଟି ହେବ। ଏଣୁ ଆପଣଙ୍କ ଲାଗି ସେପ୍ଟେମ୍ବର ଏବଂ ଅକ୍ଟୋବର ମାସ ବିବାହ ଯୋଗ ସୃଷ୍ଟି ହୋଇପାରେ। ଯଦି ଆପଣ ଏହି ବର୍ଷ ପ୍ରେମ ବିବାହ କରିବାକୁ ଚାହଁ ତେବେ ମଧ୍ୟ ଏହି ବର୍ଷ ଭାଗ୍ୟଶାଳୀ ରହିବ। ହେଲେ ଏଥିପାଇଁ କୁଣ୍ଡଳୀରେ ଶୁକ୍ର ଏବଂ ଗୁରୁ ଗ୍ରହ ମଜଭୂତ ହେବା ଜରୁରୀ।

୨- ସିଂହ ରାଶି: ନୂଆ ବର୍ଷରେ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ବିବାହର ପ୍ରବଳ ଯୋଗ ରହିଛି। ଏହି ରାଶିର ଜାତକଧାରୀଙ୍କ ଜୀବନରେ ବର୍ଷ ଆରମ୍ଭରୁ ଖାସ ବ୍ୟକ୍ତି ଆସିପାରନ୍ତି। ଏପ୍ରିଲରୁ ସେପ୍ଟେମ୍ବର ମାସରେ ଏହି ରାଶିର ଜାତକଧାରୀଙ୍କ ପାଇଁ ବିବାହ ହେବା ନଚେତ ପକ୍କା ହେବାର ବିଶେଷ ସମ୍ଭାବନା ରହିଛି।

୩- କନ୍ୟା ରାଶି: ନୂଆ ବର୍ଷରେ କନ୍ୟା ରାଶିର ଲୋକଙ୍କ ପାଇଁ ଶୁଭ। ବର୍ଷ ଆରମ୍ଭର ଚାରି ମାସ ପରେ ଜୀବନସାଥି ଖୋଜା ଉପରେ ବିରାମ ଳାଗିବ। କାରଣ ୨୪ ସେପ୍ଟେମ୍ବରରେ ଶୁକ୍ର ଆପରଙ୍କ ରାଶିରେ ପ୍ରବେଶ କରିବେ।ଏହି ସମୟରେ ଆପଣ ନିଜ ଜାବନସାଥୀଙ୍କୁ ଭେଟତବେ ଏବଂ ଶୀଘ୍ର ବିବାହ କରିବେ। ଏହି ବିବାହ ବିଜ୍ଞାପନ ନଚେତ କେଉଁଜଣେ ସମ୍ପର୍କୀୟଙ୍କ ପ୍ରଚେଷ୍ଟା ଯୋଗୁ ହୋଇପାରେ।

୪-ବିଛା ରାଶି: ଏହି ରାଶିର ଜାତକଧାରୀଙ୍କ ପାଇଁ ନୂଆ ବର୍ଷ ଧନ ଏବଂ କ୍ୟାରିୟର ମାମଲାରେ ବହୁତ ଭଲ ରହିବ। ପ୍ରଥମ କିଛି ମାସ ଆପଣଙ୍କୁ ପାର୍ଟନର ଖୋଜିବା ଲାଗି ସଂଘର୍ଷ କରିବାକୁ ପଡ଼ିପାରେ, ହେଲେ ଜୁଲାଇ ପରେ ସବୁକିଛି ଆପଣଙ୍କ ପକ୍ଷରେ ହେବା ଆରମ୍ଭ କରିବ। କାରଣ ନଭେମ୍ବରରେ ଶୁକ୍ର ଏହି ରାଶିରେ ପ୍ରବେଶ କରିବେ। ଏହାପରେ ଆପଣଙ୍କୁ ଭଲ ଜୀବନସାଥୀ ମିଳିପାରେ।

୫-ମୀନ ରାଶି: ଏହି ରାଶିର ଜାତକଧାରୀଙ୍କ ପାଇଁ ନୂଆ ବର୍ଷ ବହୁତ ମହତ୍ୱପୂର୍ଣ୍ଣ। କାରଣ ଏପ୍ରିଲ ୧୩ରୁ ଏହି ରାଶିରେ ବୃହସ୍ପତି ଗୋଚର କରିବାକୁ ଯାଉଛନ୍ତି। ଏଣୁ ରାଶିର ଜାତକଧାରୀଙ୍କ ପାଇଁ ବିବାହର ବହୁତ ଭଲ ଯୋଗ ସୃଷ୍ଟି ହେବ। ଯେଉଁମାନେ ଅନେକ ସମୟ ଧରି ଜୀବନସାଥୀ ଖୋଜି ଆସୁଛନ୍ତି ସେମାନଙ୍କୁ ଏହି ବର୍ଷ ସାଥୀ ମିଳିବ। ଆପଣଙ୍କ ବିବାହ ବିଜ୍ଞାପନ ନଚେତ କେଉଁଜଣେ ସମ୍ପର୍କୀୟଙ୍କ ପ୍ରଚେଷ୍ଟା ଯୋଗୁ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri