ପାର୍ଟି ଲୁକ୍‌

 

କରୋନା ପାଇଁ ଯଦିଓ ବିବାହ, ବ୍ରତ, ଜନ୍ମଦିନ ଆଦି ପାର୍ଟି ଆୟୋଜନ ଉପରେ କଟକଣା ଲାଗିଥିଲା ଏବେ ତାହା ଧୀରେ ଧୀରେ କୋହଳ ହୋଇଛି। ତେଣୁ କରୋନା କଟକଣା ଭିତରେ ଏବେ କେତେକ ସ୍ଥାନରେ ପାର୍ଟି ଆୟୋଜନ କରାଗଲାଣି। ତେବେ ଏଭଳି କୌଣସି ପାର୍ଟିରେ ଯୋଗଦେବାକୁ ଯାଉଥିଲେ ଆପଣ ନୂଆ ଡିଜାଇନ୍‌ ବିଷୟରେ ଅପଡେଟ୍‌ ରହି ଷ୍ଟାଇଲିସ୍‌ ହୋଇ ଯାଆନ୍ତୁ।
ଅଫ୍‌ ହ୍ବାଇଟ୍‌ କଲର, ଚେହେରାର ରଙ୍ଗକୁ ଅଧିକ ସୁନ୍ଦର କରିଥାଏ। ତେଣୁ ପାର୍ଟି ୱେୟର ସିଲଭର୍‌ କଲର କିମ୍ବା ପିଙ୍କ୍‌ କଲର ହୋଇଥିଲେ ଭଲ ଲାଗିବ। ପାର୍ଟି ନିମନ୍ତେ ଶାଢିର ବର୍ଡରରେ କାମ ଭଲ ଲାଗୁଥିବାବେଳେ କୁର୍ତ୍ତାରେ ମଧ୍ୟ ଏପରି କାମ ବହୁତ ଭଲ ମାନିବ।
ଶାଢିର ବର୍ଡର ଉପରେ ଏବଂ ସୁଟ୍‌ର ନେକ୍‌ ପାଖରେ ଆଇଭରୀ କଲରର କଢାଇ ଏବେ ଲାଟେଷ୍ଟ ଡିଜାଇନ୍‌ ହୋଇଛି। ଏପରି କାମଥିବା ହଳଦିଆ ରଙ୍ଗର ଶାଢି ମଧ୍ୟ ପାର୍ଟିରେ ବହୁତ ସୁନ୍ଦର ଦେଖାଯିବ।
ଶାଢିର ପ୍ରିଣ୍ଟ ହିଁ ଏହାକୁ ଅଧିକ ସୁନ୍ଦର କରିଥାଏ। ତେଣୁ ପାର୍ଟି ନିମନ୍ତେ ପ୍ରିଣ୍ଟେଡ୍‌ ଶାଢିର ରଙ୍ଗ ଦେଖି ନିଜ ଚେହେରା ସହିତ ଖାପ ଖୁଆଇଲା ଭଳି କିଣନ୍ତୁ।
ଏବେ ଏଥେନିକ୍‌ ଓ ମଡର୍ନ ଲୁକ୍‌ ଦେବା ଭଳି ବିଭିନ୍ନ ଡିଜାଇନ୍‌ ଆପଣ ଟ୍ରାଏ କରିପାରିବେ। ଏକ ସମୟରେ ମଡର୍ନ ସ୍କଟ୍‌ ସାଙ୍ଗରେ ଏଥେନିକ୍‌ ଟପ୍‌ ବି ଫ୍ୟାଶନ୍‌ ଡିଜାଇନ୍‌ର ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri