ଓଡ଼ିଶା: ଆଜିର ଫଟୋ (୯ ଜୁନ୍, ୨୦୨୬)

ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ସତପଥୀଙ୍କ ୯୫ତମ ଜନ୍ମବାର୍ଷିକୀରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଅନ୍ୟ ଅତିଥିମାନଙ୍କ ଗହଣରେ ଭୁବନେଶ୍ୱର ରାଜଭବନ ଛକ ନିକଟସ୍ଥ ନନ୍ଦିନୀ ସତପଥୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରୁଛନ୍ତି

 

ଭୁବନେଶ୍ୱରସ୍ଥିତ ଗୀତ ଗୋବିନ୍ଦ ସଦନରେ ବି.କେ.କ୍ଲାସିକ ଦ୍ୱାରା ପ୍ରକାଶିତ ମୂଳଲେଖା ପଲ୍ଲବୀ ରେବପ୍ରଗଡ଼ା ଓ ଓଡ଼ିଆ ରୂପାନ୍ତର ଚୌଧୁରୀ ରଞ୍ଜିତ ପ୍ରହରାଜ ଅନୁଦିତ ପୁସ୍ତକ ‘ନନ୍ଦିନୀ ଶତପଥୀ: ଓଡ଼ିଶାର ଲୌହ ମାନବୀ’ ପୁସ୍ତକକୁ ଲୋକାର୍ପଣ କରୁଛନ୍ତି ଅତିଥି ମାନେ

୫ ଦଫା ଦାବିରେ ଡାକ୍ତରମାନେ ଭୁବନେଶ୍ୱରସ୍ଥିତ ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି

‘ନ୍ୟାୟ ଅଧିକାର ସ୍ମୃତି ପାଇଁ ଅଭିଲେଖାଗାର ଏବଂ ଆନ୍ତର୍ଜାତୀୟ ଅଭିଲେଖାଗାର ଦିବସର ଭବିଷ୍ୟତ ଉତ୍ସବ’ ଉପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅଭିଲେଖାଗାରରେ ସେମିନାର ଆୟୋଜିତ

ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନଶନ ହଲରେ କେନ୍ଦ୍ରସରକାରଙ୍କ ତୃତୀୟ ପାଳିର ୨ବର୍ଷ ପୁରଣ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ସୂଚନା ପ୍ରଦାନ କରୁଛନ୍ତି

ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ନୃତ୍ୟାନୁଭବ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ

‘୧୨ତମ ସପ୍ତଶଯ୍ୟା ମହୋତ୍ସବ’ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ‘ଦେବଂଶୀ ଡାନ୍ସ ଏକାଡେମୀ’ ଦ୍ୱାରା ଅନୁଷ୍ଠିତ

କଟକ ବଙ୍ଗାଳି ସାହି ସ୍ଥିତ ମା’ ଶାରଳା ସଦନରେ ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ସତପଥିଙ୍କ ୯୫ତମ ଜୟନ୍ତୀ ପାଳନ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୦ ସେପ୍ଟେମ୍ବର, ୨୦୨୬)

କଟକ ବାରବାଟୀ ଷ୍ଟାଡିୟମ୍‌ରେ ଓଡ଼ିଶା T20 ଲିଗ୍‌ CM ଟ୍ରଫି ଉଦ୍‌ଘାଟିତ     ଭୁବନେଶ୍ୱର ରାଜଧାନୀ କଳା ସଂସଦରେ ଯୁବ ସଂଗଠନ ପକ୍ଷରୁ ଜଗନ୍ନାଥ ପଟ୍ଟଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?