ଓଡ଼ିଶା: ଆଜିର ଫଟୋ (୮ ଡିସେମ୍ବର, ୨୦୨୪ )

ଭୁବନେଶ୍ୱରସ୍ଥିତ ଓଡିଶା ଭେଟେନାରୀ କଲେଜ (ଓୟୁଏଟି) କ୍ୟାମ୍ପସ ପରିସରରେ ଓଡିଶା କେନ୍ନେଲ କ୍ଲବ ପକ୍ଷରୁ ‘ଡଗ ଶୋ’ ଆୟୋଜିତ

ଭୁବନେଶ୍ୱର ସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କରେ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ଏବଂ ଆରପିଆରସି ପକ୍ଷରୁ ସ୍କୁଲ ଛାତ୍ରୀଛାତ୍ରମାନଙ୍କ ପାଇଁ ପେଣ୍ଟିଙ୍ଗ ଓ ପୋଷ୍ଟର ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣପରେ ନାଟ୍ୟଧାରା ଆନୁକୂଲ୍ୟରେ ଇଣ୍ଟରନାଶନାଲ ଥିଏଟର କଳାକାରଙ୍କ ଦ୍ୱାରା ନାଟକ ‘ଆଗାମୀ’ ପ୍ରଦର୍ଶିତ

 

କଟକ ସ୍ଥିତ ସତ୍ୟବ୍ରତ ଷ୍ଟାଡିଅମରେ ଅନୁଷ୍ଠିତ ୨୩ତମ ରାଜ୍ୟ ସିନିଅର ସଫ୍ଟ ବଲ ପ୍ରତିଯୋଗିତା ଉଦଯାପନୀ ସମାରୋହରେ କିସ(ମହିଳା) ଏବଂ ଭୁବନେଶ୍ୱର(ପୁରୁଷ) ଚାମ୍ପିଅନ

 


କଟକ ବିଡାନାସୀ ନାହାକ ସାହି ଅଞ୍ଚଳରେ ଡ୍ରେନ କାମ ଚାଲିଥିବା ବେଳେ କାନ୍ଥ ଭୁଶୁଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିବ ସହିତ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ଚି଼କିତ୍ସିତ ହେଉଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ରଖିଲେ ବିଧାୟକ

ବରଗଡ଼,୧୪।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା ଗ୍ରାମରେ ରହିଥିବା ଅଷ୍ଟଶମ୍ଭୁ ମଧ୍ୟରେ  ଅନ୍ୟତମ ଶୈବପୀଠ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ବିକାଶ ପାଇଁ ଶୁକ୍ରବାର ବରଗଡ଼...

ଓଡ଼ିଶା: ଆଜିର ଫଟୋ ( ୧୨ ଫେବୃଆରୀ, ୨୦୨୫ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ କଳାକାରମାନେ ନାଟକ ‘ଦେବଦାସୀ’ ପରିବେଷଣ କରୁଛନ୍ତି       ସେଲିବ୍ରିଟି କ୍ରିକେଟ୍ ଲିଗ୍ ୨୦୨୫: ଭୁବନେଶ୍ୱରରେ ବିଧାୟକ-କମ୍-ଅଭିନେତା ସିଦ୍ଧାନ୍ତ ମହାପାତ୍ର,...

ଓଡ଼ିଶା: ଆଜିର ଫଟୋ ( ୧୧ ଫେବୃଆରୀ, ୨୦୨୫ )

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରୁଛନ୍ତି       ପୁରୀ ସରକାରୀ ବାଳିକା ବିଦ୍ୟାଳୟରେ ବାର୍ଷିକ ଖେଳ ପ୍ରତିଯୋଗିତା ଆରମ୍ଭ

ଓଡ଼ିଶା: ଆଜିର ଫଟୋ ( ୧୦ ଫେବୃଆରୀ , ୨୦୨୫ )

କଟକ ରେଲ୍ୱେ ଷ୍ଟେସନ ନିକଟରେଥିବା ଦୋକାନ ଗୃହ ଗୁଡିକୁ ରେଲ୍ୱେ ପକ୍ଷ୍ୟରୁ ଉଛେଦ କରାଯାଉଛି ସିଡ଼ିଏ ଅଂଚଳ ରେ ଥିବା ଆମ୍ବ ଗଛ ରେ ବଉଳର...

ଓଡ଼ିଶା: ଆଜିର ଫଟୋ ( ୯ ଫେବୃଆରୀ, ୨୦୨୫ )

ଧଉଳି କଳିଙ୍ଗ ମହୋତ୍ସବ -୨୦୨୫ର ଦ୍ୱିତୀୟ ଦିନ       ଭୁବନେଶ୍ୱର ରାମ ମନ୍ଦିରରେ NGO ‘ପ୍ରୟାସ’ ଦ୍ୱାରା ଆୟୋଜିତ ସାମୂହିକ ବିବାହ କାର୍ଯ୍ୟକ୍ରମ

ଓଡ଼ିଶା: ଆଜିର ଫଟୋ ( ୬ ଫେବୃଆରୀ, ୨୦୨୫ )

ପୁରୀ ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷିତ ପାରାଗ୍ଲାଇଡିଂ ପାଇଁ ପରୀକ୍ଷଣ ଉଡ଼ାଣ ଚାଲିଛି     କମିଶନରେଟ ପୋଲିସ୍ ପକ୍ଷରୁ କ୍ରିକେଟ୍ କାର୍‌କେଡ୍‌  

ଓଡ଼ିଶା: ଆଜିର ଫଟୋ ( ୫ ଫେବୃଆରୀ, ୨୦୨୫ )

କଟକ ବାରବାଟୀରେ ଟିକେଟ ବିକ୍ରି ଆରମ୍ଭ, ଲୋକଙ୍କ ଗହଳି

ଓଡ଼ିଶା: ଆଜିର ଫଟୋ ( ୪ ଫେବୃଆରୀ, ୨୦୨୫ )

ଭୁବନେଶ୍ୱରରେ ଖଣ୍ଡଗିରି ମେଳା ଆରମ୍ଭ       ରବୀନ୍ଦ୍ର ମଣ୍ଡପରେ ବାଗଦେବୀ ନାଟକ ଉତ୍ସବ ପକ୍ଷରୁ ନାଟକ, ‘ଚିତ୍ର ପ୍ରତିମା’     ବାରବାଟୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri