ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୪, ୨୦୨୧ )

ସିଆରପି ରେ ଆଦିବାସୀ କଳା ଏବଂ ହସ୍ତଶିଳ୍ପ ସଂଗ୍ରହାଳୟର ଲୋକମାନେ ବୁଲି ଦେଖୁ ଥିବାର ଦୃଶ୍ୟ |

କଟକର ନରାଜ ନିକଟସ୍ଥ ମହାନଦୀରେ ବହୁ ସଂଖ୍ୟାରେ ବତକ ମାନେ ପାଣିରେ ଖେଳୁଛନ୍ତି |

ପିପିଲି ବାଇପାସ୍ ରାସ୍ତା ନିକଟରେ ମେସିନ ଦ୍ୱାରା ଧାନ ଅମଳ କରୁଥିବା ଦୁଇଜଣ କୃଷକ |


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୩, ୨୦୨୦)

କାଠଯୋଡ଼ି ବନ୍ୟା ଜଳରେ ମାଛ ଧରିବା ପାଇଁ ଦୁଇଜଣ ମତ୍ସ୍ୟଜୀବୀ ଲୋକମାନେ ଗଣେଶ ମୂର୍ତ୍ତିଗୁଡ଼ିକୁ କୁଆଖାଇ ନଦୀରେ ବିସର୍ଜନ କରୁଛନ୍ତି ପୋଟାପୋଖରୀ ରାସ୍ତାରେ ଥିବା ଏକ...

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୨୯, ୨୦୨୨)

ଭୁବନେଶ୍ୱରରେ ଚାଲିଛି ମାସ୍କ ବିକ୍ରୟ   ପଥଚାରୀଙ୍କ ପାଇଁ କଟକ ମଙ୍ଗଳବାଗ ଇଣ୍ଟରନାଶନାଲ କ୍ଲୁବ ତରଫରୁ  ପଥପ୍ରାନ୍ତରେ ଖବର କାଗଜ ପଠନ ଉଦଘାଟନ

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୪ , ୨୦୨୦)

ଭୁବନେଶ୍ୱର ରାଜମହଲ ଛକରେ  ବେପରୁଆ ଗାଡି ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ଭୁବନେଶ୍ୱର ଭିଏସଏସ ନଗରରେ ବିଡିଏ ପକ୍ଷରୁ ଉଛେଦ ଚାଲିଛି କଟକ ଚୌଧୁରୀ...

ଓଡ଼ିଶା: ଆଜିର ଫଟୋ ( ମେ ୨୯, ୨୦୨୧)

କଟକ ନରାଜରେ ମାଛ ଧରୁଛନ୍ତି ଧୀବର   କଟକ ବ୍ରଜବିହାରିପୁର କଂକ୍ରିଟ ରାସ୍ତା ମଝିରେ ପୋତା ଯାଇଥିବା ଖୁଣ୍ଟରେ ବସିଛି ଚଢ଼େଇ   କଟକ ପୁରୀଘାଟ...

ଓଡ଼ିଶା: ଆଜିର ଫଟୋ

ସାବିତ୍ରୀ ବ୍ରତ ପାଇଁ ଫଳ ଓ ସାଢି ଦୋକାନରେ ଗହଳି ଲାଗି ରହିଛି ସାବିତ୍ରୀ ବ୍ରତ ପାଇଁ ଦୋଳମୁଣ୍ଡାଇ ଛକଠାରେ ମହିଳାମାନେ ଶଙ୍ଖ ଓ ପୂଜା...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୨, ୨୦୨୦)

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଗଣେଶ ପୂଜା   ଭୁବନେଶ୍ୱରରେ ସପ୍ତାହାନ୍ତ ଶଟଡାଉନ ଯୋଗୁଁ ରାସ୍ତାଘାଟ ଶୂନଶାନ   ଭୁବନେଶ୍ୱର ଝାରପଡାରେ ଅଗ୍ନିଶମ ବିଭାଗ ତରଫରୁ ବିଶୋଧକ...

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୬, ୨୦୨୧)

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ସ୍ପେନ ଓ ନେଦରଲାଣ୍ଡସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍: ନେଦରଲାଣ୍ଡ ୩-୨ ଗୋଲରେ ବିଜୟୀ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୭ , ୨୦୨୦)

ବନ୍ୟା ଜଳରେ ଜଣେ ମତ୍ସ୍ୟଜୀବୀ ମାଛ ଧରୁଛନ୍ତି ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ନିକଟରେ ଏକ ଶିଶୁ ସାଇକେଲରେ ସାମଗ୍ରୀ ନେଇ ଯାଉଛନ୍ତି କଟକର ବିଡାନାସୀ ମହାନଦୀକୂଳରେ...

Advertisement
Archives

Model This Week