କଟକ ଦରଘାବଜାର ଚିତ୍ରକାର ସାହିରେ ଜଣେ ଶିଳ୍ପୀ ରଙ୍ଗତୂଳୀରେ ଶ୍ରୀଜିଉଙ୍କ ରୂପରେଖାକୁ ଚିତ୍ରଣ କରୁଛନ୍ତି
କଟକ ନରାଜ ଆନିକଟରେ ପ୍ରବାହିତ ବନ୍ୟାଜଳରେ ଧୀବର ମାଛ ଧରୁଛନ୍ତି
ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ନୃତ୍ୟଶାଳାର ବାର୍ଷିକ ଉତ୍ସବ ଅନୁଷ୍ଠିତ

