ଓଡ଼ିଶା: ଆଜିର ଫଟୋ ( ୭ ଅଗଷ୍ଟ, ୨୦୨୪ )

ଭୁବନେଶ୍ୱରସ୍ଥିତ ସୂଚନା ଭବନରେ ୧୦ମ ଜାତୀୟ ହସ୍ତତନ୍ତ ଦିବସ ପାଳିତ

 


ପାରମ୍ପରିକ ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତର ପରମ୍ପରା ସମ୍ପର୍କିତ ଅଲାଚନା ଚକ୍ର ଭୁବନେଶ୍ୱରସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଅନୁଷ୍ଠିତ

 

କଟକ ଓଏମପି ଛକ ନିକଟସ୍ଥ ରାସ୍ତାର ଦୂରାବସ୍ଥା ଏବଂ ଏହାର ମରାମତି ଦାବି ନେଇ ସିପିଆଇ(ଏମ) ପକ୍ଷରୁ ବିକ୍ଷୋଭ

କଟକ ପାଲାମଣ୍ଡପସ୍ଥିତ ମା’ ତାରିଣୀ ମନ୍ଦିର ସମ୍ମୁଖ ପାର୍ଶ୍ୱକୁ ଉଚ୍ଛେଦ କରାଯିବାକୁ ପ୍ରତିବାଦ କରି ମା ତାରିଣୀ ପୂଜା କମିଟି ପକ୍ଷରୁ ମନ୍ଦିର ସମ୍ମୁଖରେ ଧାରଣା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୪ ଅଗଷ୍ଟ, ୨୦୨୬)

ୟୁନିଟ୍-୩ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୨୯ତମ ଜ୍ଞାନ-ବିଜ୍ଞାନ ମେଳା; ମାଟିରେ ମୂର୍ତ୍ତି ଗଢ଼ୁଛନ୍ତି ଛାତ୍ରଛାତ୍ରୀ ଉପାସନା ମ୍ୟୁଜିକ୍ ପକ୍ଷରୁ ‘କିଶୋର କୁମାର ନାଇଟ୍’ ସଙ୍ଗୀତ ସନ୍ଧ୍ୟା ଆୟୋଜିତ…

ଓଡ଼ିଶା: ଆଜିର ଫଟୋ ( ୨ ଅଗଷ୍ଟ, ୨୦୨୬)

କଟକ ବାଲିଯାତ୍ରା ତଳ ପଡ଼ିଆ ମହାନଦୀ ଗଡ଼ଗଡ଼ିଆ ଘାଟରେ କାଉଡ଼ିଆଙ୍କ ସୁରକ୍ଷାକୁ ନେଇ ପୋଲିସ ପକ୍ଷରୁ ରେଡିୟମ୍‌ ଖଚିତ ଜ୍ୟାକେଟ୍‌ ଓ ମୃଦୁ ପାନୀୟ ବଣ୍ଟନ  …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri