





ରାଜଧାନୀରେ ଶ୍ରୀରାମ ନବମୀ ପାଳନ
ଶ୍ରୀରାମ ନବମୀରେ ପୂଜାର୍ଚ୍ଚନା ପାଇଁ କଟକ ଚହଟ ସ୍ଥିତ ଶ୍ରୀରାମ ନିଗମେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି


ବ୍ରହ୍ମପୁରରେ ମା’ ବୁଢୀ ଠାକୁରାଣୀ ଯାତ୍ରାର ୪ର୍ଥ ଦିନରେ ଘଟକୁ ପୁଜା କରାଯାଉଛି। ମାନସିକଧାରୀଙ୍କ ବିଭିର୍ନ ବେଶ। ଘଟ ପରିକ୍ରମା। ମାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼।
ମାଉସୀମାରେ ପହଂଚିଲା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ

