ଓଡ଼ିଶା: ଆଜିର ଫଟୋ (୫ ଜୁନ୍, ୨୦୨୬ )

  ଭୁବନେଶ୍ୱରସ୍ଥିତ ରିଜିଅନାଲ ମ୍ୟୁଜିଅମ ଅଫ ନାଚୁରାଲ ହିଷ୍ଟ୍ରୀ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ ଏବଂ ପ୍ରଜାପତି ପ୍ରଦର୍ଶନୀ ଅନୁଷ୍ଠିତ

 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଭାଜପାର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ବିଧାନସଭାରେ ରାଜ୍ୟସଭା ସଂସଦ ଉପନିର୍ବାଚନ ପାଇଁ ଭାଜପା ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଦେବାଶିଷ ସାମନ୍ତରାୟ

ବିଶ୍ୱ ପରିବେଶ ଦିବସରେ ଅବସରରେ ଭୁବନେଶ୍ୱରସ୍ଥିତ ହାତିଆଶୁଣୀରେ ବୃକ୍ଷରୋପଣ ଅଭିଯାନରେ ଯୋଗଦେଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର

ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନରେ ‘ଆଳାପ କଲ୍ଚରାଲ ଟ୍ରଷ୍ଟ’ ପକ୍ଷରୁ ‘ଆଳାପ-୨୦୨୬’ କାର୍ଯ୍ୟକ୍ରମ ଅବସରରେ ଓଡ଼ିଶୀ ସଙ୍ଗୀତ ଗୁରୁ ରାମହରି ଦାସଙ୍କୁ ମହାଗୁରୁ ସମ୍ମାନରେ ସମ୍ମାନିତ କରାଯାଇଛି

  ପ୍ରଚଣ୍ଡ ଗରମରେ ତୃଷାର୍ତ୍ତ ପକ୍ଷୀମାନଙ୍କୁ ପାଣି ଯୋଗାଉଛନ୍ତି ଭୁବନେଶ୍ୱରର ସଚେତନ ନାଗରିକ

କଳାଭୂମି ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣ୍ଡପରେ କଳାଭୁମି ମହୋତ୍ସବ ଆୟୋଜିତ

ଭୁବନେଶ୍ୱରସ୍ଥିତ ଚୁନୁକୁଳି ବସ୍ତିରେ ବେଆଇନ ଜବରଦଖଲକୁ ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଉଛି

କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଓଡ଼ିଶା ଆଥଲେଟିକ ଆଶୋସିଏସନ ପକ୍ଷରୁ ୭୨ତମ Odisha State Senior Athletics Meet ଅନୁଷ୍ଠିତ

କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ଜୋନ ସ୍ତରୀୟ ସିଏମ କବାଡି ଚାମ୍ପିଅନସିପ ପ୍ରଥମ ସଂସ୍କରଣର ଉଦଘାଟନୀ ସମାରୋହ

ପୁରୀରେ ରଥଯାତ୍ରା ଓ ସ୍ନାନ ପୂର୍ଣ୍ଣମୀ ଲାଗି ନୀତି ସମୟ ନିର୍ଘଣ୍ଟ ପାଇଁ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୧୯ ଜୁଲାଇ, ୨୦୨୬)

ବ୍ରହ୍ମପୁରର ବିଭିର୍ନ ମନ୍ଦିରରେ ଜଗନ୍ନାଥଙ୍କ ବରାହ ଅବତାର       ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସଂସ୍କୃତି ବିଭାଗ ଓ ଜିକେସିଏମଓଆରସିର ମିଳିତ ଆୟୋଜନରେ ‘ଗୁହାରି’ କାର୍ଯ୍ୟକ୍ରମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri