ଓଡ଼ିଶା: ଆଜିର ଫଟୋ ( ୩୦ ଅଗଷ୍ଟ , ୨୦୨୫ )

 

ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ରିସର୍ଚ୍ଚ ସେଣ୍ଟରରେ ରାଜ୍ୟସ୍ତରୀୟ ଗୋଟିପୁଅ ନୃତ୍ୟ ଉତ୍ସବ ଅନୁଷ୍ଠିତ

 

ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନରେ ଲୋକ ସଭା ବାଚସ୍ପତି ଓମ୍ ବିରଲାଙ୍କ ପ୍ରେସ୍ ମିଟ୍

 

ଭୁବନେଶ୍ୱରରେ ପ୍ରବଳ ବର୍ଷା

ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ରାଷ୍ଟ୍ରୀୟ ସଂସ୍କୃତି ମିଶନ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ‘ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାର’ରେ ଓଡ଼ିଶୀ ନୃତ୍ୟ ପରିବେଷିତ

 ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକରେ ଉଦଘାଟନ ହେବାକୁ ଥିବା ନବୀକରଣ ହୋଇଥିବା ଶହୀଦ ଭବନ

 

 ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକରେ ଉଦଘାଟନ ହେବାକୁ ଥିବା ନବନିର୍ମିତ ବାରବାଟୀ ଫୁଡକୋର୍ଟ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୬ ସେପ୍ଟେମ୍ବର, ୨୦୨୬)

ଭୁବନେଶ୍ୱରର କୁଆଖାଇ ଅସ୍ଥାୟୀ ପୋଖରୀରେ ଗଣେଶ ମୂର୍ତ୍ତି ବିସର୍ଜନ       କଟକ କୁମ୍ଭାର ସାହି ଅଞ୍ଚଳରେ ବିଶ୍ୱକର୍ମା ପୂଜାର ଅବ୍ୟବହିତ ପୂର୍ବରୁ ମୃଣ୍ମୟୀ ପ୍ରତିମାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?