ଓଡ଼ିଶା: ଆଜିର ଫଟୋ (୨ ଜାନୁଆରୀ ୨୦୨୬)

ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ଯାଜପୁରରୁ ଆସିଥିବା ରଙ୍ଗଭୂମି କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ନାଟକ ‘ବିନାଶୟ ଦୁଃସ୍କୃତାଙ୍ଗ’

ବୋଉ ଫାଉଣ୍ଡେସନ ଦ୍ୱାରା ଭୁବନେଶ୍ୱରର ସୂଚନା ଭବନରେ ବୋଉ ଦିବସ ଉତ୍ସବ ପାଳିତ

ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ଦିବସରେ ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀଙ୍କ ସହ ଅନ୍ୟ ଅତିଥିମାନେ ମାଲ୍ୟାର୍ପଣ କରୁଛନ୍ତି

ଭୁବନେଶ୍ୱରସ୍ଥିତ ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ୩୯ତମ ସ୍ୱାଧୀନତା ସଂଗ୍ରାମୀ ଦିବସ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଅନ୍ୟ ଅତିଥି ଓ ଯୋଗଦେଇଥିବା ସ୍ୱାଧୀନତା ସଂଗ୍ରାମୀ ଏବଂ ଅନ୍ୟ ବରିଷ୍ଠ ବ୍ୟକ୍ତିବୃନ୍ଦ

କଟକ କଳା ବିକାଶ କେନ୍ଦ୍ର ଅଡିଟୋରିଅମରେ ଅନୁଷ୍ଠିତ କଟକ ମହୋତ୍ସବ ଉଦଘାଟନୀ ସନ୍ଧ୍ୟାରେ ଯୋଗ ଦେଇଥିବା ଅତିଥିମାନେ

କଟକ ସ୍ଥିତ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ପ୍ରଗତିର ସିଲଭର ଜୁବଲି ଉତ୍ସବ ଆୟୋଜିତ

👉 Follow Dharitri – Odisha’s No.1 Trusted Odia Daily 📰✨

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୪ ଜୁଲାଇ, ୨୦୨୬)

ରାଜଧାନୀ ଭୁବନେଶ୍ୱରରେ ମୌସୁମୀ ବର୍ଷା     ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ନିକଟସ୍ଥ ଡ୍ରେନ୍‌ରେ ଖସିପଡ଼ିଥିବା ଜଣେ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ଓଡ୍ରାଫ୍ (ODRAF) ଟିମ୍ ପକ୍ଷରୁ…

ଓଡ଼ିଶା: ଆଜିର ଫଟୋ (୧ ଜୁଲାଇ, ୨୦୨୬)

କଟକ ବାରବାଟୀ ଷ୍ଟାଡିୟମରେ FAO ପ୍ରଥମ ଫୁଟବଲ୍ ଲିଗ୍ ଉଦ୍‌ଘାଟନୀ ଅବସରରେ ଉପସ୍ଥିତ ଅତିଥିଙ୍କ ସହ ସନ୍‌ରାଇଜ୍ କ୍ଲବ୍ ଓ ରୋଭର୍ସ କ୍ଲବ୍‌ର ଖେଳାଳିମାନେ। ରୋଭର୍ସ କ୍ଲବ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri