ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୨୮, ୨୦୨୪ )

ଭୁବନେଶ୍ୱର ସ୍ଥିତ ସୂଚନା ଭବନରେ ତୁଷାର ଚାରିଟେବଲ ଟ୍ରଷ୍ଟ ବାର୍ଷିକ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ବସ ଟର୍ମିନାଲକୁ ଓଡ଼ିଆ ବରପୁତ୍ରଙ୍କ ନାମରେ ନାମିତ କରିବା ଦାବି ନେଇ ‘ମୁଁ ଓଡ଼ିଆ, ମୋ ଓଡିଶା’ ପକ୍ଷରୁ ବିକ୍ଷୋଭ

 

ଭୁବନେଶ୍ୱରରେ ଓଡ଼ିଶା ଫୁଡ ପ୍ରସେସିଂ କନକ୍ଳେଭ ଆୟୋଜିତ

ସେକ୍ରେଟେରିଏଟରେ ଗଣତନ୍ତ୍ର ଦିବସ ପାରାଡରେ ଭାଗ ନେଇଥିବା କୃତି ଏନସିସି କ୍ୟାଡେଟଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

ଯାଜପୁର କୁଆଖିଆ ଅଞ୍ଚଳର ଜନୈକ ମହିଳା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଭୁବନେଶ୍ୱର ସ୍ଥିତ ପିଏମଜି ରାସ୍ତା ମଝିରେ ଧାରଣାରେ ବସିଛନ୍ତି

କଟକ ସହରର ବକ୍ସିବଜାର-ପଟ୍ଟାପୋଲ-ପ୍ରଫେସର ପଡା ପର୍ଯ୍ୟନ୍ତ ‘ବକ୍ସ ଡ୍ରେନ’ ବ୍ୟବସ୍ଥାର ଲୋକାର୍ପଣ

କଟକ ବାଲିଯାତ୍ରା ତଳପଡିଆରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭରଚୁଆଲ ମାଧ୍ୟମରେ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ ଶୁଭାରମ୍ଭ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୪ ଜୁନ୍, ୨୦୨୬)

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଗୁରୁ ଦକ୍ଷିଣା ଉତ୍ସବ     📲 Follow Dharitri – Odisha’s No.1 Odia Daily 📰✨

ଓଡ଼ିଶା: ଆଜିର ଫଟୋ (୨୩ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଓଡିଶୀ ଡାନ୍ସ ଏକାଡେମୀ ପକ୍ଷରୁ ସୁବର୍ଣ୍ଣିମା କାର୍ଯ୍ୟକ୍ରମରେ କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri