ଓଡ଼ିଶା: ଆଜିର ଫଟୋ ( ୨୭ ମାର୍ଚ୍ଚ , ୨୦୨୫ )

କଟକ ସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଓଡିଶା ଷ୍ଟେଟ ଫେନସିଂ ଉଦଘାଟନିରେ ବାଳିକା ବର୍ଗରେ ମଣିପୁର ଓ ହରିଆଣା ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତା

 

 

କଟକ ମହାନଦୀ ବିହାର ସ୍ଥିତ ଏକ ମଣ୍ଡପରେ ଆଇଏସ ଚେସ ସେଣ୍ଟର ପକ୍ଷରୁ ଅନୁଷ୍ଠିତ ଚତୁର୍ଥ ଆଇଏସ ଓପନ ଇଣ୍ଟରନେଶନାଲ FIDE ଚେସ ଟୁର୍ନାମେଣ୍ଟରେ ଭାଗ ନେଇଥିବା ପ୍ରତିଯୋଗୀ ମାନେ

 

       ଭୁବନେଶ୍ୱରରେ ବିଧାନସଭା ଘେରାଉ କରିବା ପାଇଁ କଂଗେସ କର୍ମୀଙ୍କ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି

ବିଶ୍ୱ ନାଟ୍ୟ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଗୋବରଡାଙ୍ଗା ଶିଳ୍ପାୟନ (ପଶ୍ଚିମବଙ୍ଗ)ର କଳାକାରଙ୍କ ଦ୍ୱାରା ନାଟକ ‘ଉତ୍ତମ ପୁରୁଷ’ ପରିବେଷିତ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri